ଏମ୍‌ଏସି କସ୍‌ମେଟିକ୍ସର ୩ ନୂତନ ଉତ୍ପାଦ ଉନ୍ମୋଚିତ

ନୂଆଦିଲ୍ଲୀ,୨୮।୯: ଦେଶର ପ୍ରମୁଖ ଆଇକନିକ୍‌ ମେକ୍‌ ଅପ୍‌ ବ୍ରାଣ୍ଡ୍‌ ଏମ୍‌ଏସି କସ୍‌ମେଟିକ୍ସ ଇଣ୍ଡିଆ ପକ୍ଷରୁ ନିକଟରେ ୩ଟି ନୂତନ ଉତ୍ପାଦର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷକରି ବିଶେଷ ପ୍ରକାରର ୨୪ଘ. କାଜଲ ଲାଇନର+ମ୍ୟାଟେ ଲିପ୍‌ଷ୍ଟିକ୍‌ ମେହର, ଅଲ ଫାୟାରଡ୍‌ ଅପ୍‌+ ଡି ଫର୍‌ ଡେଞ୍ଜର+ମୋଚା, ରେଟ୍ରୋ ମ୍ୟାଟେ ଲିପ୍‌ଷ୍ଟିକ ରୁବି ଉ+ ମିନି ଏମ୍‌ଏସି ଷ୍ଟ୍ରୋବେ କ୍ରିମ୍‌ ପିଙ୍କ୍‌ଲାଇଟ ରହିଛି। ଉକ୍ତ ସୌନ୍ଦର୍ଯ୍ୟ କିଟ୍‌ଗୁଡ଼ିକ ସୂକ୍ଷ୍ମରୁ ଗ୍ଲାମର ପର୍ଯ୍ୟନ୍ତ ଚଳିତ ଉତ୍ସବ ଋତୁର ଯେକୌଣସି ମୁହୂର୍ତ୍ତ ପାଇଁ ଉପଯୁକ୍ତ। ଆପଣ ପୂଜାପର୍ବରେ ଭାଗ ନିଅନ୍ତୁ ବା ସାଙ୍ଗସାଥୀ ମେଳରେ ଏହାକୁ ବ୍ୟବହାର କରିପାରିବେ। ସେହିଭଳି ଚଳିତ ବର୍ଷର ଦୀପାବଳିରେ ଏମ୍‌ଏସି କସ୍‌ମେଟିକ୍ସ ଇଣ୍ଡିଆ ବଲିଉଡ୍‌ ତାରକା ଭୂମି ପେଡନେକରଙ୍କୁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ଏହାର ଲାଇଟ ଅପ୍‌ କରାଇଛି। ବଲିଉଡ୍‌ ତାରକା ଏବଂ ଏମ୍‌ଏସି କସ୍‌ମେଟିକ୍ସ ଇଣ୍ଡିଆରେ ଭୂମି ପେଡନେକର ତାଙ୍କର ପ୍ରିୟ ଏମ୍‌ଏସି ଉପତ୍ାଦଗୁଡ଼ିକୁ ବାଛିଛନ୍ତି ଓ ସେଗୁଡ଼ିକୁ ଉତ୍ସାହିତ କରିଛନ୍ତି। ଏହି ବ୍ରାଣ୍ଡ୍‌ଗୁଡ଼ିକ ପାର୍ବଣଋତୁ ପାଇଁ ଉପଯୁକ୍ତ।
୩ଟି ସୀମିତ ଏଡିସନ କିଟ୍‌ସରେ ଏହି ଉପତ୍ାଦଗୁଡ଼ିକ ରହିଛି। ଏ ସମ୍ପର୍କରେ ଏମ୍‌ଏସି କସ୍‌ମେଟିକ୍ସ ଇଣ୍ଡିଆର ବ୍ରାଣ୍ଡ୍‌ ମ୍ୟାନେଜର କରେନ ଥମ୍ପସନ କହିଛନ୍ତି, ଚଳିତ ପାର୍ବଣ ଆଲୋକ, ରଙ୍ଗ ଓ ଚମକତାରେ ପରିପୂର୍ଣ୍ଣ ହେଉ। ଉକ୍ତ ଉତ୍ସବକୁ ମୁଖରିତ କରିବା ଲାଗି ଆମ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ସଭିଙ୍କୁ ଆକୃଷ୍ଟ କରିବ। ଆମର ଏହି ନୂଆ ୩ଟି କିଟ୍‌ସର ଶୁଭାରମ୍ଭ ସହ ୨୦୦୦ରୁ ୩୨୫୦ ଟଙ୍କା ମଧ୍ୟରେ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ

ନୂଆଦିଲ୍ଲୀ,୧୯।୭: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବକାଳୀନ ଦୁର୍ବଳ ହୋଇଛି। ମଙ୍ଗଳବାର ବଜାର ୭୯.୯୯ରେ ଖୋଲିବା ପରେ ଡଲାର ତୁଳନାରେ ଟଙ୍କା ୮୦.୦୨...

ଚିନ୍ତା ବଢ଼ାଇପାରେ ୧.୬୭ ଲକ୍ଷ କୋଟିର କର୍ପୋରେଟ ଋଣ

ନୂଆଦିଲ୍ଲୀ,୬।୭: କୋଭିଡ୍‌-୧୯ ଯୋଗୁ ବଜାର ବର୍ତ୍ତମାନ ପ୍ରଭାବିତ ହୋଇ ରହିଛି। ଘରୋଇ ବଜାରର ପ୍ରମୁଖ ୫୦୦ କମ୍ପାନୀ ନେଇଥିବା ୧.୬୭ ଲକ୍ଷ କୋଟିର କର୍ପୋରେଟ ଋଣ...

ରିଲାଏନ୍ସ ଜୁଏଲ୍ସର ନୂତନ କଲେକ୍ସନ ‘ମହାଳୟା’

ନୂଆଦିଲ୍ଲୀ,୧୦।୧୦: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ନୂତନ କଲେକ୍ସନ ‘ମହାଳୟା’ର ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ବିଶେଷ କରି ଏହି ନୂତନ କଲେକ୍ସନ...

ତୈଳ ଦର ହ୍ରାସ ପାଇବାର ସମ୍ଭାବନା ରହିଛି

ନୂଆଦିଲ୍ଲୀ,୧୯।୭ : କରୋନା ମହାମାରୀ ଭଳି ମାନ୍ଦାବସ୍ଥା ସମୟରେ ଦେଶରେ ତୈଳ ଦର ଅହେତୁକ ଭାବେ ବୃଦ୍ଧି ପାଇବା ଯୋଗୁ ସରକାରଙ୍କୁ ସାଧାରଣ ଜନତାଙ୍କ ରୋଷର...

ରେଖା ମେନନ ପ୍ରଥମ ମହିଳା ନାସ୍‌କମ୍‌ ମୁଖ୍ୟ

ବେଙ୍ଗାଲୁରୁ,୨୫।୪:ଆସେନଞ୍ଚର ଇଣ୍ଡିଆର ଚେୟାରପର୍ସନ ରେଖା ମେନନ ଆଇଟି ଶିଳ୍ପ ସଂଘ ନାସ୍‌କମ୍‌ର ପ୍ରଥମ ମହିଳା ମୁଖ୍ୟ ଭାବେ ଅବସ୍ଥାପିତ ହୋଇଛନ୍ତି। ତାଙ୍କ ପୂର୍ବରୁ ଏହି ପଦବୀରେ...

ବଜାରରେ ଏଚ୍‌ଏମ୍‌ଏସ୍‌ଆଇର ନୂଆ ଇଞ୍ଜିନ ଅଏଲ

ନୂଆଦିଲ୍ଲୀ,୩।୬: ହୋଣ୍ଡା ମୋଟରସାଇକେଲ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ର ନୂଆ ଇଞ୍ଜିନ ଅଏଲ ‘ପ୍ରୋ ହୋଣ୍ଡା’ ନିକଟରେ ସର୍ବଭାରତୀୟ ଉନ୍ମୋଚନ ହୋଇଯାଇଛି। ଏପରିକି କମ୍ପାନୀ...

ଗ୍ରାମୀଣ ବ୍ୟାଙ୍କିଙ୍ଗ୍‌ ସେବାକୁ ଗୁରୁତ୍ୱ

ଭୁବନେଶ୍ୱର,୨୯।୭: (ଅଭୟ ଦାଶ): ଦେଶର ଅଧିକାଂଶ ଲୋକ ଗ୍ରାମାଞ୍ଚଳରେ ବସବାସ କରୁଥିବାବେଳେ ବଳକା ଲୋକ ଅର୍ଦ୍ଧସହରାଞ୍ଚଳ ଓ ସହରାଞ୍ଚଳ ଆଦିରେ ବସବାସ କରୁଛନ୍ତି। ଏପରିକି ବର୍ତ୍ତମାନ ସମୟରେ...

ଶେୟାର ବଜାରରେ ଗୋଟିଏ ଦିନରେ ବୁଡ଼ିଗଲା ୩ ଲକ୍ଷ ୪୬ ହଜାର କୋଟି: ଡିଡିଟି ହଟାଇବା ପଡ଼ିଲା ମହଙ୍ଗା

ମୁମ୍ବାଇ,୨।୨: ଚଳିତ ୨୦୨୦-୨୧ ବଜେଟ ଉପସ୍ଥାପନ ପରେ ଶେୟାର ବଜାରରେ ଗୋଟିଏ ଦିନରେ ୩ ଲକ୍ଷ ୪୬ ହଜାର କୋଟି ଟଙ୍କା ବୁଡ଼ି ଯାଇଛି। ଗତ...

Advertisement
Archives

Model This Week