ଭୁବନେଶ୍ବରର,୧୫।୧୦: ଭୁବନେଶ୍ୱରରୁ ୧୮୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ମହିଷାଖାଲ ବସ୍ତିରୁ ମହିଳାଙ୍କୁ ଗିରଫ କରି ପୋଲିସ ତଦନ୍ତ ଚଳାଇଛି । ତେବେ ସେ କେଉଁଠୁ ବ୍ରାଉନସୁଗାର ଆଣିଛନ୍ତି। ଅବା ତାଙ୍କୁ କିଏ ଦେଇଛି ସେ ନେଇ ଛାନ୍ଭିନ୍ ଚାଲିଛି।