୭ମ ରାଉଣ୍ଡ: ରମେଶ ଚନ୍ଦ୍ର ସାଏ ଆଗରେ

ବଇଣ୍ଡା, ୨୩ା୫(ଡି.ଏନ.ଏ.)- ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ସାଏ ୭ମ ରାଉଣ୍ଡ ସୁଦ୍ଧା ୭୫୩୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ରମେଶଚନ୍ଦ୍ର ସାଏ ମୋଟ୍‌ ୧୫୩୧୧ଖଣ୍ଡ ଭୋଟ ପାଇଥିବା ବେଳ ଭାଜପାର ଭାଗୀରଥି ପ୍ରଧାନ ୭୭୭୮ ଖଣ୍ଡ ଭୋଟ ପାଇଛନ୍ତି। କଂଗ୍ରେସର ବିଜୟାନନ୍ଦ ଚାଉଳିଆ ୫୯୫୮ଭୋଟ ପାଇଛନ୍ତି।