୫ମ ରାଉଣ୍ଡ : ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଆଗରେ

ଭଦ୍ରକ ଅଫିସ, ୨୩।୫- ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ୩୨୫୩୪, ଭାଜପା ପ୍ରାର୍ଥୀ ଅଭିମନ୍ୟୁ ସେଠୀ ୨୭୩୨୬ ଏବଂ କଂଗ୍ରେସ ପ୍ରାର୍ଥୀ ମଧୁମିତା ସେଠୀଙ୍କୁ ପଞ୍ଚମ ରାଉଣ୍ଡ ସୁଦ୍ଧା ୧୫୮୩୪ ଖଣ୍ଡ ଭୋଟ ମିଳିଛି। ଏଥିରେ ବିଜେଡି ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ୫୨୦୫ ଖଣ୍ଡ ଭୋଟରେ ଆଗେରେ ଅଛନ୍ତି।