Posted inଜାତୀୟ

୨୦୨୦ର ପ୍ରଥମ ଦିନରେ ମାଲ୍ୟାଙ୍କୁ ଝଟ୍‌କା: ନିଲାମ ହେବ ସମ୍ପତ୍ତି

ମୁମ୍ବାଇ,୧।୧: ନୂଆବର୍ଷ ୨୦୨୦ର ପ୍ରଥମ ଦିନରେ ପଳାତକ ଘୋଷିତ ୟୁବିଗ୍ରୁପ୍‌ର ଅଧ୍ୟକ୍ଷ ବିଜୟ ମାଲ୍ୟାଙ୍କୁ ବଡ଼ ଝଟ୍‌କା ମିଳିଛି। ମୁମ୍ବାଇର ସ୍ବତନ୍ତ୍ର ପିଏମ୍‌ଏଲ୍‌ଏ କୋର୍ଟ  ମାଲ୍ୟାଙ୍କ ସମ୍ପତ୍ତି ନିଲାମ ପାଇଁ ଏସ୍‌ବିଆଇ ଏବଂ ଅନ୍ୟ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ନିଲାମ ଟଙ୍କାରେ ମାଲ୍ୟାଙ୍କ ଅନାଦେୟ ଋଣର ପୈଠ ହେବ। ତେବେ ଏହି ରାୟ ପିଏମ୍‌ଏଲ୍‌ଏ କୋର୍ଟ ପକ୍ଷର ଉପରେ ଜାନୁୟାରୀ ୧୮ ପର୍ଯ୍ୟନ୍ତ ରୋକ ଲଗାଯାଇଛି। ଏହି ସମୟ ମଧ୍ୟରେ ମାଲ୍ୟା ବମ୍ବେ ହାଇକୋର୍ଟରେ ଅପିଲ୍‌ କରିପାରିବେ। ସୂଚନାଯୋଗ୍ୟ, ଚଳିତ ମାସରେ ଲଣ୍ଡନ କୋର୍ଟ ମାଲ୍ୟାଙ୍କ ପ୍ରତ୍ୟର୍ପଣ ନେଇ ରାୟ ଦେବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ରୋଷେଇ କରିବା ଜାଣିଛନ୍ତି…ଭାଜପା ପ୍ରାର୍ଥୀଙ୍କୁ ନେଇ କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନ

ବେଙ୍ଗାଲୁରୁ,୩୦।୩: କର୍ନାଟକ କଂଗ୍ରେସ ବିଧାୟକ ଶମନୁର ଶିବଶଙ୍କରପ୍ପା ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ ଡାଭେଙ୍ଗେର ଆସନରୁ ଭାଜପାର ଲୋକ ସଭା ପ୍ରାର୍ଥୀଙ୍କ ବିରୋଧରେ ବିବାଦୀୟ...

ଆଜି ୫ ବିଶିଷ୍ଠ ବ୍ୟକ୍ତିଙ୍କୁ ଭାରତ ରନ୍ନ, ଆଡଭାନିଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୩୦।୩: ଭାରତ ରତ୍ନରେ ସମ୍ମାନିତ ହେବାକୁ ଥିବା ୫ଜଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନିଙ୍କ ବ୍ୟତୀତ ସମସ୍ତେ – ପୂର୍ବତନ ପ୍ରଧାନମନ୍ତ୍ରୀ...

ମୁଖତାରଙ୍କ ଶେଷକୃତ୍ୟ ପାଇଁ ଗାଜିପୁରରେ ପୋଲିସ ଛାଉଣି, ଆଇଜି-ଡିଆଇଜିଙ୍କଠାରୁ ଆରମ୍ଭ କରି ୫୦୦୦ ଯବାନ ମୁତୟନ

ଗାଜିପୁର,୩୦।୩: ମୁଖତାର୍‌ ଅନସାରୀଙ୍କ ମୃତ୍ୟୁ ପରେ ଉତ୍ତରପ୍ରଦେଶର ଗାଜିପୁର ଜିଲାରେ କଡା ସୁରାକ୍ଷା ବ୍ୟବସ୍ଥା କରାଯାଇଛି। ଗାଜିପୁରର ମହମ୍ମଦାବାଦ ୟୁସୁଫପୁର ସହରର ପ୍ରତ୍ୟେକ କୋଣ ଅନୁକୋଣରେ...

ଆସନ୍ତା ମାସରେ ସୂର୍ଯ୍ୟପରାଗ

ନୂଆଦିଲ୍ଲୀ,୩୦।୩: ଆସନ୍ତା ମାସରେ ଅର୍ଥାତ ଏପ୍ରିଲ ୮ରେ ସୂର୍ଯ୍ୟ ପରାଗ ହେବ। ଯଦିଓ ଏହି ଜ୍ୟୋର୍ତିବିଜ୍ଞାନ ଇଭେଣ୍ଟ ପାଇଁ ଏକ ସପ୍ତାହରୁ ଅଧିକ ସମୟ ବାକି...

ମୁଖ୍‌ତାରଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ

ବାନ୍ଦା/ଲକ୍ଷ୍ନୌ,୩୦ା୩: ୧୯୬୩ ମାର୍ଚ୍ଚ ୨୮ରେ ଉତ୍ତର ପ୍ରଦେଶସ୍ଥିତ ଗାଜିପୁରର ଏକ ରାଜନୈତିକ ପରିବାରରେ ଜନ୍ମିତ ମୁଖ୍‌ତାର ଅନ୍‌ସାରୀଙ୍କ ଗୁରୁବାର ସନ୍ଦେହଜନକ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ ଉଠିବାରେ...

ଏଏପି ମହାରାଲିରେ ଯୋଗଦେବେ ରାହୁଲ, ଖାର୍ଗେ, ପାଓ୍ବାର, ଅଖିଳେଶ

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ଗିରଫଦାରୀ ପ୍ରତିବାଦରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ଆସନ୍ତା ରବିବାର ରାମଲୀଳା ମଇଦାନରେ ମହାରାଲିର ଆୟୋଜନ କରୁଛି। ଏଥିରେ...

ରାହୁଲଙ୍କ ପ୍ରତିଶ୍ରୁତି: କ୍ଷମତାକୁ ଆସିଲେ ନିଯୁକ୍ତିରେ ମହିଳାଙ୍କୁ ୫୦% ସଂରକ୍ଷଣ ଦେବୁ

ନୂଆଦିଲ୍ଲୀ,୨୯।୩: ଆଗାମୀ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଲେ ସରକାରୀ ନିଯୁକ୍ତିରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯିବ ବୋଲି ଦଳର ପୂର୍ବତନ ଅଧ୍ୟକ୍ଷ...

କେଜ୍‌ରିଓ୍ବାଲଙ୍କ ଗିରଫଦାରୀକୁ ନେଇ ପ୍ରତିକ୍ରିୟା ରଖିଲା ଜାତିସଂଘ: ଆଶା କରୁଛୁ…

ଜାତିସଂଘ,୨୯।୩: ଭାରତରେ ଲୋକ ସଭା ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗିରଫ କରାଯିବା ଏବଂ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ବ୍ୟାଙ୍କ ଆକାଉଣ୍ଟକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri