Posted inଖେଳ

ହଲ୍‌ ଅଫ୍‌ ଫେମ୍‌ ଓପନ୍‌ପେସ୍‌-ଡାନିଏଲ୍‌ ସେମିଫାଇନାଲରେ

ନ୍ୟୁପୋର୍ଟ, ୨୦ା୭ (ପି.ଟି.): ଭାରତର ଭେଟେରାନ ଟେନିସ ଖେଳାଳି ଲିଆଣ୍ଡର ପେସ୍‌ ଏଟିପି ହଲ୍‌ ଅଫ୍‌ ଫେମ୍‌ ଓପନ ଟେନିସ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ପେସ୍‌ ଓ ତାଙ୍କ ନ୍ୟୁଜିଲାଣ୍ଡ ପାର୍ଟନର ମାର୍କସ ଡାନିଏଲ୍‌ ୬-୪, ୫-୭, ୧୪-୧୨ ସେଟ୍‌ରେ ଅଷ୍ଟ୍ରେଲିଆ-ସ୍ବିଡେନ ଯୋଡ଼ି ମାଥ୍ୟୁ ଏବ୍‌ଡେନ୍‌ ଓ ରବର୍ଟ ଲ୍ୟାଣ୍ଡଷ୍ଟେଡ୍‌ ଯୋଡ଼ିଙ୍କୁ ହରାଇ ଦେଇଛନ୍ତି। ୪୬ ବର୍ଷୀୟ ପେସ୍‌ ୧୯୯୫ରେ ପ୍ରଥମ ଥର ହଲ୍‌ ଅଫ୍‌ ଫେମ୍‌ ଓପନ୍‌ରେ ଖେଳିଥିଲେ। ଏଠାରେ କ୍ୱାର୍ଟରଫାଇନାଲ ଜିତିବା ପରେ ୨୦୦୬ରେ ସାନ୍‌ଜୋସ୍‌ଠାରେ ଜନ୍‌ ମ୍ୟାକନୋର (୪୭ବର୍ଷ)ଙ୍କ ପରେ ସେ ସବୁଠାରୁ ବୟୋଜ୍ୟେଷ୍ଠ ଏଟିପି ଟୁର୍‌ ସେମିଫାଇନାଲିଷ୍ଟ ବିବେଚିତ ହୋଇଛନ୍ତି। ପେସ୍‌ କହିଛନ୍ତି କଠିନ ପରିଶ୍ରମ ଯୋଗୁ ଏବୟସରେ ମଧ୍ୟ ମୁଁ ଖେଳରେ ତିଷ୍ଠି ରହିପାରିଛି। ଜ୍ୱରରେ ପୀଡ଼ିତ ଥିବା ଅବସ୍ଥାରେ ମୁଁ ଖେଳିଛି। ଯେଉଁ ସମୟରେ ଜଣେ ଚାହିଁବ ନାହିଁ ସେ ସମୟରେ ମୁଁ ଜିମ୍‌କୁ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ବିଭାଗ ଅମଲା କ୍ୟାଡରଙ୍କ ପ୍ରତି ପ୍ରଶାସନିକ ଅବହେଳା: ନୂଆ ନିର୍ଦ୍ଦେଶନାମା କାର୍ଯ୍ୟକାରୀ ପାଇଁ ଦାବି କଲେ…

ଦିଗପହଣ୍ଡି,୪।୫(ଅଶେଷ ନାଥ ମିଶ୍ର): ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର ପରିଚାଳନା ଭାର ସମ୍ଭାଳୁଥିବା ସ୍ବାସ୍ଥ୍ୟ ବିଭାଗ ଅମଲା…

ଭାଜପା ଜିତିବା ପଛରେ ବିହାରର ଏହି ସାଇଲେଣ୍ଚ ନେତା, ପ୍ରଥମ ହିମାଚଳ ଏବଂ ବଙ୍ଗଳାରେ ବିଜୟ….

କୋଲକାତା,୪।୫:  ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଭାଜପାର ଏହି ବିସ୍ମୟକର ବିଜୟ ପଛରେ ଅନେକ ନାୟକ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅନେକ ରାଲିକୁ ସମ୍ବୋଧିତ…

ପରାଜୟ ସ୍ବୀକାର କଲା TMC, ଦୁଃଖକୁ ଛାତିରେ ଲୁଚାଇ ଏମିତି କହିଦେଲେ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଭାଜପା ଏକ ବିଶାଳ ବିଜୟ ଆଡ଼କୁ ଯାଉଛି। ବର୍ତ୍ତମାନର ଧାରା ଅନୁସାରେ, ଭାଜପା ୧୯୮ଟି ଆସନରେ ଏବଂ ଟିଏମସି ପ୍ରାୟ ୯୦ଟି ଆସନରେ ଆଗୁଆ…

ନନ୍ଦିତା-ଶୁଭଶ୍ରୀଙ୍କୁ ସଫଳତା:ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସତ୍ୟ ସାଇ ବିଦ୍ୟା ବିହାରର ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳ ପାସ ହାର ଶତ ପ୍ରତିଶତ ହୋଇଛି। ବିଦ୍ୟାଳୟର…

ପ୍ରଚଣ୍ଡ ବିଜୟ ପରେ ହଠାତ୍‌ ଥଲାପତିଙ୍କ ଘରେ ପହଞ୍ଚିଲେ ଗର୍ଲଫ୍ରେଣ୍ଡ: ବାପା-ମା’ଙ୍କ ସହ କଲେ ଏମିତି କାମ

ଅଭିନେତା ଥଲାପତି ବିଜୟ ତାମିଲ ରାଜନୀତିରେ ହିରୋ ଭଳି ପ୍ରବେଶ କରିଛନ୍ତି। ତାମିଲନାଡୁ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଟିଭିକେ ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି।…

ନବୀନ ଯାଇଥିଲେ ଆଉ ଏବେ ଦିଦି! କ’ଣ ରହିଛି ୪ ତାରିଖ ସହ ଲିଙ୍କ୍‌, କାହିଁକି ଭାଜପା ପାଇଁ ଶୁଭ ହେଉଛି ଏହି ଦିନ, ଜାଣନ୍ତୁ…

କୋଲକାତା,୪।୫: ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗଣତି । ତୃଣମୂଳ କଂଗ୍ରେସ ଓ ଭାଜପା ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି । ଭାଜପା ରାଜ୍ୟରେ ଏବେସୁଦ୍ଧା ଆଗରେ…

ଚମତ୍କାର କଲେ ଥଲାପଥି ବିଜୟ: ଭାଙ୍ଗିଲା ୬୦ ବର୍ଷର ରାଜନୈତିକ ଚକ୍ର

ଚେନ୍ନାଇ,୪।୫: ତାମିଲନାଡୁ ରାଜନୀତି ପୁଣି ଥରେ ଏକ ନୂତନ ମୋଡ଼ ନେଇଛି। ଷ୍ଟାଲିନଙ୍କୁ ଅଭିନେତା ଥଲାପଥି ବିଜୟଙ୍କ ଟିଭିକେ ଦଳ କ୍ଷମତାରୁ ବାହାର କରିଦେଇଛି। ଟିଭିକେ ତାମିଲନାଡୁର…

ହାରିଯିବେ ଥଲାପଥି ବିଜୟ… ଏହି ଗୁଜବ ଶୁଣି ନିଜ ଗଳା କାଟିଲେ ପ୍ରଶଂସକ

ଚେନ୍ନାଇ,୪।୫: ତାମିଲନାଡୁ ବିଧାନସଭାର ୨୩୪ଟି ଆସନ ପାଇଁ ଭୋଟ ଗଣତି ଚାଲିଛି। ଏଥର ସୁପରଷ୍ଟାର ଥଲାପଥି ବିଜୟଙ୍କ ଦଳ ଟିଭିକେ (ତାମିଲାଗା ଭେଟ୍ରି କାଝାଗମ) ମଧ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri