Categories: ବାଣିଜ୍ୟ

ସୋମନାଥ ନନ୍ଦ ହେଲେ ବିଓବିର ନୂତନ କ୍ଷେତ୍ରୀୟ ମୂଖ୍ୟ

ଭୁବନେଶ୍ୱର,୨-୬: ବ୍ୟାଙ୍କ ଅଫ୍‌ ବରୋଦା(ବିଓବି) ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ନୂତନ କ୍ଷେତ୍ରୀୟ ମୂଖ୍ୟ ଭାବେ ଉପମହାପ୍ରବନ୍ଧକ ସୋମନାଥ ନନ୍ଦ କାର୍ଯ୍ୟ ଭାର ଗ୍ରହଣ କରିଛନ୍ତି। ସେ ବ୍ୟାଙ୍କିଙ୍ଗ ଶିଳ୍ପ ସହ ଗତ ୩୬ ବର୍ଷ ହେବ ଜଡିତ ଅଛନ୍ତି। ବିଜୟା ବ୍ୟାଙ୍କରେ କାର୍ଯ୍ୟ କରିବା ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଛନ୍ତି। ଏହା ପୂର୍ବରୁ ସେ ବାଙ୍ଗାଲୋର ମୁଖ୍ୟ କାର୍ଯ୍ୟାଳୟରେ ସିଆଣ୍ଡଆଇ ବିଭାଗର ଉପମହାପ୍ରବନ୍ଧକ ଭାବେ କାର୍ଯ୍ୟ କରିଛନ୍ତି।

Share