ସରକାରୀ ଚିକିତ୍ସା ସାହାଯ୍‌ ଦାବି

ଲାଠୋର, ୧୯ା୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ବିର୍ତ୍ତିଆ ପଡ଼ାର କାଳିଆ ସୁନା। ସେ ଝନେ ନିହାତି ଗରିବ୍‌ ହେଇଥିଲାବେଲେ କେହେନ୍‌ସି ଗୁଟେ ରୋଗ୍‌ ଲାଗି ଘରେ ପଡ଼ି ରହିଛନ୍‌। ଏନ୍‌ତାଥି ପରିବାର ଲୋକ୍‌ ସରକାରୀ ଚିକିସତ୍ା ସାହାଯ୍‌ ଲାଗି ଥାନୀୟ ପରଶାସନକେ ନିବେଦନ୍‌ କରିଛନ୍‌।
ସୂଚନା ଅନ୍‌ସାରେ କାଳିଆକଁର ପରିବାର କହେଲେ ମାଏକିନା ରତ୍ନା ଆର ଦୁଇ ଝି’କେ ନେଇ ତାକର ସଁସାର। ଜମିବାଡ଼ି ସଁପତି ବଲି ତାକର କିଛି ନାଇଁ। ଲୋକ୍‌ ମରିହଜି ଗଲେ ପରିବାର ଲୋକ୍‌ ଯେନ୍‌ ଦାନ୍‌ଦପାନ କରସନ୍‌ ସେ ଦାନ୍‌ ଛିନି ନିଜର କୁଟୁମ ପୁଷୁଥିଲେ। ସରକାରୀ ଯୋଜନାରେ ସେ ଗୁଟେ ପକାଘର ଆର ମାସିକ ୧୦ କେ.ଜି. ଚାଉଲ ପାଉଛନ୍‌। ହେଲେ ଅନେକ ଦିନ୍‌ ହେଲା କେହେନ୍‌ସି କାରନରୁ ତାକର ଦୁଇ ଗୋଡ଼ ଫୁଲି ଯାଇ ଘା ହେଇଯାଇଛେ। ନିଜରନେ ଯାହା ଥିଲା ଖରଚ୍‌ କରି ଚିକିସତ୍ିତ ହେଇ ନିରାଶ ହେଲେ। ଏଭେ ଦିନାକେତେ ତଲେ ସେ ନିଜର ଝନେ ଲାଗେଲେସରନୁ ୩ ହଜର ଟଁକା ଉଧାର ଆନି ପାଟଣାଗଡ଼ର ଗୁଟେ ଘରୋଇ କ୍ଲିନିକରେ ଚିକିସତ୍ିତ ହେଉଥିଲେ। ହେଲେ ଆଏଜ୍‌ତକ ସେ ନିରୋଗ୍‌ ନୁହେ ହୁଅନ୍‌। ଇଆଡ଼େ କାଳିଆ ପରିବାରର ଝନେ ବଲି ରୁଜଗାରିଆ ଲୋକ୍‌। ସେ ଘରେ ପଡ଼ି ରହିଲାବେଲେ ଦିନୁଦିନ୍‌କେ ଘରର ଅବସ୍‌ତା ଦୁରବଲ ହେତେଲ ଯାଉଛେ। ଇ ଦିଗେ ସ୍ବାସ୍ଥ୍ୟ ବିଭାଗ ଦୁରୁଷ୍‌ଟି ଦେଇ କାଳିଆକୁଁ ଉଧାର କରି ସରକାରୀ ଚିକିସତ୍ା ସୁବିଧା ଯୁଗେଇ ଦେବାକେ ଦାବି ହେଉଛେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri