Categories: Video

ସବୁଦିନ ମନେ ରହିବ ଅମ୍ଫନ

ସାମୁଦ୍ରିକ ଝଡ ଅମ୍ଫନ ଓଡିଶାରେ ବିଶେଷ କରି ଉପକୂଳବର୍ତ୍ତି ଜିଲାରେ ଅଧିକ କ୍ଷତି କରିଛି । ବ୍ୟାପକ ଧାନଫସଲ ନଷ୍ଟ ହେବା ସହିତ ଅନେକ ଚାଳ ଛଫର ଘର ଭାଙ୍ଗିଯିବାରୁ ଲୋକେ ବାସହରା ହୋଇଯାଇଛନ୍ତି । ଅମ୍ଫନ ପରର ଚିତ୍ର କେମିତି ରହିଛି ସେହିସବୁ ଜିଲାରେ ଆସନ୍ତୁ ଦେଖିବା ଏହି ଭିଡିଓରେ ।