Categories: Video

ଲକଡାଉନ୍ ସମୟରେ ଜାଣନ୍ତୁ କେଉଁ ସେବା ହେବ ପ୍ରଭାବିତ | This is how things will get affected during lockdown

କରୋନାଭାଇରସକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ମଙ୍ଗଳବାର ବଡ ଘୋଷଣା କରିଛନ୍ତି । ୨୪ ମାର୍ଚ୍ଚ ରାତି ୧୨ଟାରୁ ୨୧ଦିନ ଲାଗି ମୋଦି ଦେଶକୁ ଲକଡାଉନ ଘୋଷଣା କରିଛନ୍ତି । ଏହାପରେ ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠୁଛି କି ଏହି ସମୟରେ କେଉଁ ସେବା ଉପଲବ୍ଧ ହେବା ଆଉ କେଉଁଟା ନୁହଁ । ତେବେ ଆସନ୍ତୁ ଜାଣିବା କେଉଁ ସେବା ଏହି ସମୟରେ ମିଳିବ ଆଉ କେଉଁଟା ନୁହଁ ।

Prime Minister Narendra Modi has announced a complete lockdown across the country for 21 days in a bid to fight coronavirus. While the lockdown came into force Tuesday midnight, there appears to be confusion among the public pertaining to the establishments that can remain operational during these days. Let’s learn more about what will get closed and what remains open during lockdown.