Categories: Video

ଲକଡାଉନରେ ଶିଖନ୍ତୁ ଡୁଡଲ ଆର୍ଟ

ଲକଡାଉନରେ ଆପଣ ଘରେ ବୋର ହେଉଛନ୍ତି କି । ତେବେ ଜମା ବୋର ହୁଅନ୍ତୁ ନାହିଁ । ଘରେ ରହି ବିଭିନ୍ନ ଆର୍ଟ କରନ୍ତୁ ଏବଂ ଆମକୁ ପଠାନ୍ତୁ । ସେହି ଭିଡ଼ିଓକୁ ଆମେ ଧରିତ୍ରୀ ଲାଇଭରେ ପ୍ରକାଶିତ କରିବୁ । ତେବେ ଘରେ ରହି ଲକଡାଉନରେ ଶିଖନ୍ତୁ ଡୁଡଲ ଆର୍ଟ |