ରିଲାଏନ୍ସ ଡିଜିଟାଲର ଫେଷ୍ଟିଭାଲ ଅଫ୍‌ ଇଲେକ୍‌ଟ୍ରୋନିକ୍ସ

ଭୁବନେଶ୍ୱର,୬-୧୦: ରିଲାଏନ୍ସ ଡିଜିଟାଲ ପକ୍ଷରୁ ପାର୍ବଣ ଉପଲକ୍ଷେ ଫେଷ୍ଟିଭାଲ ଅଫ୍‌ ଇଲେକଟ୍ରୋନିକ୍ସ ଶୁଭାରମ୍ଭ ହୋଇଛି। ଏହି ସମୟରେ ରିଲାଏନ୍ସ ଡିଜିଟାଲରୁ କ୍ରୟ ଉପରେ ଗ୍ରାହକମାନେ ଆକର୍ଷଣୀୟ ଡିଲ ଏବଂ ଅଫର ଲାଭ କରିପାରିବେ। ରିଲାଏନ୍ସ ଡିଜିଟାଲ ଏବଂ ମାଇଁ ଜିଓ ଷ୍ଟୋରରେ ବିଭିନ୍ନ ରେଞ୍ଜର ଇଲେକଟ୍ରୋନିକ୍ସ ଉପରେ ଗ୍ରାହକଙ୍କ ଲାଗି କ୍ୟାଶବ୍ୟାକ ୧୫%ରୁ ଆରମ୍ଭ ହେଉଛି। ଏହାବାଦ ଆସେସୋରିଜ ଉପରେ ଗ୍ରାହକଙ୍କୁ ଅତିରିକ୍ତ ୧୦% ଅଫର ଉପଲବ୍ଧ ହେବ। ଭାଗ୍ୟଶାଳୀ ଗ୍ରାହକଙ୍କୁ ୧ କିଲୋ ସୁନା, ଲକ୍‌ଜ୍ୟୁରୀ କାର, ମୋଟର ସାଇକେଲ, ଏଲ୍‌ଇଡି ଟିଭି, ଲ୍ୟାପଟପ, ଆଇଫୋନ ରହିଛି। ସେହିଭଳି ଆସ୍ୟୁର୍ଡ ବେନିଫିଟ ଭାବେ ଗ୍ରାହକଙ୍କୁ ଆଜିଓ ଭାଉଚର, ଆଜିଓ ସାଭନ ପ୍ରୋ ସବସ୍କ୍ରିପଶନ ୬ ମାସ ଲାଗି ମାଗଣା ନେବାର ସୁବିଧା ରହିଛି। ଏଠାରେ ସହଜରେ ଫାଇନାନ୍ସ ସୁବିଧା ଉପଲବ୍ଧ। ଟିଭି, ହୋମ ଆପ୍ଲାଏନ୍ସ, ମୋବାଇଲ ଫୋନ, ଲାପଟପ, ଆସେସୋରିଜ ଭଳି ଅନ୍ୟ ପ୍ରଡକ୍ଟ ଉପରେ ଆକର୍ଷଣୀୟ ଡିଲ୍‌ ଚଳିତ ମାସ ୫ରୁ ୮ ଯାଏ ରହିଥିବା ସୁଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ବୟାନ ପରେ ଶେୟାର ବଜାରରେ ହାହାକାର! ନିବେଶକଙ୍କ ବୁଡ଼ିଲା ୪ ଲକ୍ଷ କୋଟି

ନୂଆଦିଲ୍ଲୀ,୮।୭: ବୁଧବାର ଭାରତୀୟ ଶେୟାର ବଜାରରେ ଏକ ବଡ଼ ଧରଣର ଉତ୍ଥାନ ଦେଖିବାକୁ ମିଳିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ କଡ଼ା ବୟାନ ଅସ୍ଥିର ବିଶ୍ୱ…

PF ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର! ଖାତାକୁ ଆସିବ ୮.୨୫% ସୁଧ, ଘରେ ବସି ଏମିତି ଚେକ୍‌ କରନ୍ତୁ ବାଲାନ୍ସ

ନୂଆଦିଲ୍ଲୀ, ୭।୭: ଯଦି ଆପଣଙ୍କର ମଧ୍ୟ EPFରେ ପଇସା ଜମା ହେଉଛି, ତେବେ ଆପଣଙ୍କ ପାଇଁ ବଡ଼ ଖୁସି ଖବର। EPFO ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri