ବୈଜୟନ୍ତଙ୍କୁ ପଛରେ ପକାଇ ଆଗଉଛନ୍ତି ଅନୁଭବ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବୈଜୟନ୍ତଙ୍କ ପଣ୍ଡାଙ୍କଠାରୁ ୩୫,୯୩୧ ଭୋଟରେ ଆଗରେ ଅଛନ୍ତି ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି। ୧୪ ରାଉଣ୍ଡ ଗଣତି ଶେଷ ସୁଦ୍ଧା ଅନୁଭବ ୧,୧୧,୭୪୦ ଭୋଟ ପାଇଥିବା ବେଳେ ବୈଜୟନ୍ତ ୭୫, ୮୦୯ ଖଣ୍ଡ ଭୋଟ ପାଇଥିବା ଜଣାପଡ଼ିଛି।