Categories: Video

ବିନା ଭକ୍ତରେ ପୂଜା ପାଇବେ ମା’ ଦୁର୍ଗା

କଟକରେ ହେବ ଦୁର୍ଗାପୂଜା । କରୋନା କଟକଣା ଭିତରେ ଦୁର୍ଗାପୂଜା ହେବାନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ସୂଚନା ଦେଇଛନ୍ତି । ତେବେ ସମ୍ପୂର୍ଣ୍ଣ କୋଭିଡ୍ କଟକଣା ଭିତରେ ଏଥର କଟକରେ ପାଳିତ ହେବ ଦୁର୍ଗପୂଜା କିନ୍ତୁ ସାର୍ବଜନୀନ ସ୍ଥାନରେ ଅଦୌ ଦୁର୍ଗାପୂଜାର ଆୟୋଜନ ହେବନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ।