ନୂଆଦିଲ୍ଲୀ,୩୦-୭: ଏକଦା ଟ୍ୟୁସନ ପଢ଼ାଉଥିବା ବାଇଜୁ ରବିନ୍ଦ୍ରନ ଆଜି ଭାରତର ନୂଆ କୋଟିପତି ଭାବେ ପରିଗଣିତ ହେଉଛନ୍ତି। ଗତ ୮ ବର୍ଷ ଭିତରେ ତାଙ୍କ ସମ୍ପତ୍ତି ପରିମାଣ ୪୨ ହଜାର କୋଟି ଟଙ୍କା( ୬ ବିଲିୟନ ଡଲାର)ରେ ପହଞ୍ଚତ୍ୟାଇଛି। ତାଙ୍କ କମ୍ପାନୀ ଥିଙ୍କ ଆଣ୍ଡ ଲର୍ନ ପ୍ରାଇଭେଟ ଲିମିଟେଡ ଚଳିତ ମାସରେ ୧୫୦ ମିଲିୟନ ଡଲାର ନିବେଶ ସଂଗ୍ରହ ପରେ ରବିନ୍ଦ୍ରନ କୋଟିପତି କ୍ଲବ୍ରେ ସାମିଲ ହୋଇଛନ୍ତି। କମ୍ପାନୀର ନୂଆ ବାଇଜୁସ୍ ଆପ୍ ଓ୍ବାଲ୍ଟ ଡିଜ୍ନୀ ସହିତ ୨୦୨୦ ପର୍ଯ୍ୟନ୍ତ ଡିଲ୍ କରିଛି। ଟ୍ୟୁସନ ପଢ଼ାଇବାରୁ ରବିନ୍ଦ୍ରନଙ୍କୁ ଆପ୍ ତିଆରି ଆଇଡିଆ ମିିଳିଥିଲା। ଏହା ପଛରେ ତାଙ୍କର ପୂର୍ବତନ ଛାତ୍ରୀଛାତ୍ର ଥିଲେ, ଯେଉଁମାନଙ୍କୁ ସେ ଆରମ୍ଭରେ ପାଠ ପଢ଼ାଉଥିଲେ। ଆରମ୍ଭରେ ସେ ୮ ଜଣଙ୍କୁ ନେଇ ଏକ ଟିମ୍ ଗଠନ କରି ବାଇଜୁସ୍ ଆପ୍ ତିଆରିରେ ଲାଗିପଡିଥିଲେ। ଏସିଆର ସବୁଠାରୁ ମୂଲ୍ୟବାନ ଟେକ୍ କମ୍ପାନୀ ଟେନସେଣ୍ଟ ଗତ ବର୍ଷ ଜୁଲାଇରେ ବାଇଜୁସ୍ର ମୋଟ ସମ୍ପତ୍ତି ପରିମାଣ ୨୬ ହଜାର କୋଟି ଟଙ୍କା ହେବ ବୋଲି ଆକଳନ କରିଥିଲା। ବର୍ତ୍ତମାନ ଏହାର ମୂଲ୍ୟ ବହୁ ଅଧିକ ହେବ। ଇଞ୍ଜିନିୟର ହେବା କାରଣରୁ ବାଇଜୁଙ୍କର ଗଣିତ ପ୍ରତି ଅଧିକ ଆକର୍ଷଣ ଥିଲା। ଏହାହିଁ ତାଙ୍କୁ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ କରିଥିଲା। ମାର୍କେଟିଂ ବ୍ୟାପାରରେ ଦକ୍ଷତା ଥିବା ଭାଇସ୍ ପ୍ରେସିଡେଣ୍ଟ ଅର୍ଜୁନ ମୋହନଙ୍କ ଭଳି ତାଙ୍କର ପୂର୍ବତନ ଛାତ୍ର ଆଇଆଇଏମ୍ ଛାଡ଼ି ତାଙ୍କର ଷ୍ଟାର୍ଟଅପ୍ରେ ଯୋଗ ଦେଇଥିଲେ। ତାଙ୍କ ପନତ୍ୀ ତଥା କମ୍ପାନୀର ଡାଇରେକ୍ଟର ଦିବ୍ୟା ଗୋପୀନାଥ ମଧ୍ୟ ଗଣିତ ଓ ବାୟୋଲୋଜିରେ ପାରଙ୍ଗମ। ବାୟଜୁ ତାଙ୍କର ଅନ୍ଲାଇନ କୋଚିଂ କମ୍ପାନୀ ଜରିଆରେ ବାର୍ଷିକ ପ୍ରାୟ ୨୬୦ କୋଟି ଟଙ୍କା ଆୟ କରନ୍ତି।
ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM
ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…
GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….
ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…
୨.୫୦ ଲକ୍ଷ ଟପିବ ସୁନା? ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ଏକ୍ସପର୍ଟ କହିଲେ…
ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ସୁନା ଓ ରୂପା ଦର ବେଶ ବୃଦ୍ଧି ପାଇଛି। ସୁନା କଥା କହିବାକୁ ଗଲେ, ଜାନୁଆରୀ ମାସରେ ଯେଉଁଠି ସୁନା ଦର ୧.୩୫…
ଆରମ୍ଭ ହେଲା ସେଲ୍; iPhone 16 ଉପରେ ବଡ଼ ଅଫର, ୧୮ ହଜାର କମିଲା ଦାମ୍!
ନୂଆଦିଲ୍ଲୀ,୮।୧୦: ଆମାଜନ ଗ୍ରେଟ ଇଣ୍ଡିଆନ ଫେଷ୍ଟିଭାଲ ସେଲ୍ 2026ରେ iPhone କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଭଲ ଡିଲ୍ ସାମ୍ନାକୁ ଆସିଛି । Samsung Galaxy S25…
ଜାନୁଆରୀ ପର୍ଯ୍ୟନ୍ତ ସ୍ଥଗିତ ରହିବ UPI ଶୁଳ୍କ! ଜାଣନ୍ତୁ ଅନଲାଇନ ପେମେଣ୍ଟ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଖବର
ନୂଆଦିଲ୍ଲୀ,୮।୧୦: UPI କାରବାର ପାଇଁ ନୂତନ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ବ୍ୟବସ୍ଥା ଲାଗୁ ହେବାର ତାରିଖ ୨୦୨୭ ମସିହା ଜାନୁଆରୀ ୧ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ…
Repo Rate: FD ନିବେଶକଙ୍କ ପାଇଁ ଖୁସି ଖବର; ବ୍ୟାଙ୍କଗୁଡ଼ିକ ସୁଧ ହାର…
ନୂଆଦିଲ୍ଲୀ,୭।୧୦: ଯଦି ଆପଣ ଏକ ଫିକ୍ସଡ ଡିପୋଜିଟ (FD) ଖୋଲିବାକୁ ବିଚାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ…
କେବେ ଭାବିଛନ୍ତି କି, ଗୋଟିଏ ମାସରେ ପୂରା ଭାରତର ବିଜୁଳି ବିଲ କେତେ ଆସୁଥିବ?
ଆଜିକାଲି ବଢ଼ୁଥିବା ମହଙ୍ଗା ମାଡ଼ରେ ଘରର ବଜେଟ ସମ୍ଭାଳିବା ବହୁତ କଷ୍ଟକର ହୋଇପଡ଼ିଛି। ଯଦି ପରିବାରରେ କେବଳ ଜଣେ ହିଁ ରୋଜଗାରକ୍ଷମ ବ୍ୟକ୍ତି ଥାଆନ୍ତି, ତେବେ ପ୍ରତି…
RBIର ବଡ଼ ଝଟକା: ୪ ବର୍ଷ ପରେ ବୃଦ୍ଧି ପାଇଲା ରେପୋ ରେଟ, ଜାଣନ୍ତୁ କେତେ ବଢ଼ିବ EMI
ନୂଆଦିଲ୍ଲୀ,୭।୧୦: ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ମୁଦ୍ରା ନୀତି କମିଟି (MPC) ବୈଠକରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ରେପୋ ହାରକୁ ୨୫ ବେସିସ ପଏଣ୍ଟ (୦.୨୫%) ବୃଦ୍ଧି…

