Posted inଫୁରସତ

ବର୍ଷା ଛାଡ଼ିଗଲା ପରେ କାହିଁକି ଦିଶେ ଇନ୍ଦ୍ରଧନୁ

ଆକାଶରେ ନିଶ୍ଚିତ ଭାବେ ଇନ୍ଦ୍ରଧନୁକୁ କିଛି ସମୟ ପାଇଁ ଦେଖିଥିବେ। ପ୍ରାୟତଃ ବର୍ଷାଦିନରେ ଏହା ଦେଖାଯାଏ। ଆକାଶରେ ଏକାସଙ୍ଗରେ ବିଭିନ୍ନ ରଙ୍ଗ ଦେଖିବାକୁ ମଳିଥାଏ। ଯାହା ଧନୁ ପରି, ତେଣୁ ଏହାକୁ ଇନ୍ଦ୍ରଧନୁ କୁହାଯାଏ। ମନକୁ କେବେ ପ୍ରଶ୍ନ ଆସିଛି କି, ବର୍ଷା ପରେ ଆକାଶରେ ଏହି ଇନ୍ଦ୍ରଧନୁ କାହିଁକି ସୃଷ୍ଟି ହୁଏ? ବାସ୍ତବରେ ଏହା ପଛରେ କ’ଣ କାରଣ ଲୁଚି ରହିଛି। ଜାଣନ୍ତୁ ଏ ସମ୍ପର୍କରେ କୌତୂହଳପୂର୍ଣ୍ଣ ଏବଂ ଆଶ୍ଚର୍ଯ୍ୟଜନକ ସୂଚନା…


ସୂର୍ଯ୍ୟକିରଣରେ ୭ ପ୍ରକାରର ରଙ୍ଗ ଅଛି। ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦିଆ, ଲାଲ୍‌, ନାରଙ୍ଗୀ। ଯାହାକୁ ସଂକ୍ଷେପରେ ‘ବାଘନିଶହଲାନା’ ମଧ୍ୟ କୁହାଯାଏ। ଏହି ରଙ୍ଗଗୁଡିକ ଏକ ପ୍ରିଜିମ୍‌ ମାଧ୍ୟମରେ ଚିହ୍ନଟ ହୁଏ । ଇନ୍ଦ୍ରଧନୁ ପ୍ରକୃତରେ ପ୍ରକୃତିର ପ୍ରିଜିମ୍‌। ବାସ୍ତବରେ, ଛୋଟ ବୁନ୍ଦା ଜଳ ସ୍ବଚ୍ଛ ପ୍ରିଜିମ୍‌ ଭାବରେ କାର୍ଯ୍ୟ କରେ। ଯେତେବେଳେ ସୂର୍ଯ୍ୟକିରଣ ସେମାନଙ୍କ ଦେଇ ପ୍ରତିଫଳିତ ହୋଇଥାଏ ଏହା ୭ଟି ରଙ୍ଗରେ ଭାଙ୍ଗି ଯାଇଥାଏ। ଏହି କାରଣରୁ ଆମେ ଇନ୍ଦ୍ରଧନୁ ଦେଖିଥାଉ।
ଇନ୍ଦ୍ରଧନୁରେ, ଲାଲ୍‌ ଆଲୋକ ଉପର ଭାଗରେ ଦେଖାଯାଏ ଯେତେବେଳେ ତଳେ ବାଇଗଣୀ ଆଲୋକ ରହିଥାଏ। ବର୍ଷାର ବୁନ୍ଦା ମଧ୍ୟରେ ସୂର୍ଯ୍ୟକିରଣ ବାହାରିଥିଲେ ମଧ୍ୟ ସୂର୍ଯ୍ୟ ଆଡକୁ ମୁହାଁଇଲେ ଇନ୍ଦ୍ରଧନୁ ନିଶ୍ଚିତ ଦେଖାଯାଇଥାଏ। ଯଦିଓ ଏହା ସର୍ବଦା ଦେଖା ଦେଇ ନ ଥାଏ।

ବେଳେବେଳେ ଆକାଶରେ ଗୋଟିଏ ନୁହେଁ, ଦୁଇଟି ଇନ୍ଦ୍ରଧନୁ ମଧ୍ୟ ଦେଖାଦେଇଥାଏ। ଯାହା ବିରଳ। ବାସ୍ତବରେ, ସମାନ ସ୍ଥାନରେ ବାରମ୍ବାର ବୁନ୍ଦା ଆସିବା ପରେ ଦୁଇଟି ଇନ୍ଦ୍ରଧନୁ ଦେଖାଯାଏ। ଏହା ଏପରି ଭାବରେ ଘଟେ ଯେପରି ପ୍ରଥମ ଇନ୍ଦ୍ରଧନୁରୁ ଉତ୍ପନ୍ନ ରଙ୍ଗୀନ ଆଲୋକ ଧଳା ରଙ୍ଗରେ ପରିବର୍ତ୍ତନ ହୁଏ। ଏହା ଦ୍ୱିତୀୟ ବୁନ୍ଦା ବର୍ଷା ସହିତ ସଂସ୍ପର୍ଶରେ ଆସେ ଏବଂ ଆଲୋକ ପୁନର୍ବାର ବିଭିନ୍ନ ରଙ୍ଗରେ ଆଚ୍ଛାଦିତ ହୋଇଥାଏ। ସେତେବେଳେ ଇନ୍ଦ୍ରଧନୁ ସିଧା ଏବଂ ଓଲଟା ଦେଖାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri