Categories: Video

ବଢିଲା ସୁନା ଦର | Gold prices rise again

ରେକର୍ଡ ଭାଙ୍ଗିଛି ସୁନା ଦର । ଭାରତରେ ସୁନା ଦର ପ୍ରତି ୧୦ଗ୍ରାମକୁ ୪୪ହଜାର ଟଙ୍କା ଟପିଛି । ଜାତୀୟ ବଜାରରେ ସୁନା ମୂଲ୍ୟରେ ଏହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି । ତେବେ ଓଡ଼ିଶାରେ ଏବେ ବାହାଘରର ସିଜନ ଚାଲିଥିବାରୁ ଗ୍ରାହକ ଏବଂ ବ୍ୟବସାୟୀଙ୍କ ଉପରେ ଏହାର କି ପ୍ରଭାବ ପଡୁଛି ଚାଲନ୍ତୁ ଜାଣିବା ….

The continuous rise in gold prices across the country is leading to frustration among buyers – especially during the ongoing wedding season. The yellow metal prices have crossed Rs 44,000 per 10 grams which is said to be an all-time high in the country. Let’s watch how it affects the gold buyers and sellers.