ପାଲଲହଡ଼ାରେ ମୁକେଶ ୬୪୦୨ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୧୪ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୪୦୨ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ୧୩ତମ ରାଉଣ୍ଡରେ ଭାଜପାର ମୁକେଶ ପାଲ ୯୪ ଓ ୧୪ତମ ରାଉଣ୍ଡରେ ୩୦୪ ଖଣ୍ଡ ଭୋଟରେ ଭାଜପାର ଅଶୋକ ମହନ୍ତିଠାରୁ ଆଗରେ ରହିଛନ୍ତି। ୧୩ତମ ରାଉଣ୍ଡରେ ବିଜେଡିର ମୁକେଶ ପାଲ ୧୯୨୦ ଭୋଟ ପାଇଥିବା ବେଳେ ଭାଜପାର ଅଶୋକ ୧୮୨୬ ଖଣ୍ଡ ଭୋଟ ପାଇଥିଲେ। ସେହିପରି ୧୪ତମ ରାଉଣ୍ଡରେ ମୁକେଶ ୧୭୨୭ ଓ ଅଶୋକ ମହାନ୍ତି ୧୪୨୩ଖଣ୍ଡ ଭୋଟ ପାଇଛନ୍ତି।