ପାଲଲହଡ଼ାରେ ମୁକେଶ ୬୨୯୯ ଭୋଟରେ ଆଗରେ

ପାଲଲହଡ଼ା, ୨୩ା୫(ଡି.ଏନ.ଏ.)- ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ୧୦ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ମୁକେଶ ପାଲ ୬୨୯୯ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ୧୦ମ ରାଉଣ୍ଡରେ ମୁକେଶ ପାଲ ୧୭୮୩ ଖଣ୍ଡ ଭୋଟ, ଭାଜପାର ଅଶୋକ ମହାନ୍ତି ୧୨୫୫ ଖଣ୍ଡ ଭୋଟ ପାଇଛନ୍ତି।