ଇଂଲଣ୍ଡର ଜଣେ ମହିଳାଙ୍କ ବିବାହ ଆଜିକାଲି ଚର୍ଚ୍ଚାରେ ରହିଛି। ଏହି ମହିଳା ମଣିଷ କି ପଶୁ ନୁହେଁ, ଗଛକୁ ବିବାହ କରିଛନ୍ତି। ମହିଳା ଜଣକ ଗଛ ଭିତରେ ତାଙ୍କର ସର୍ବୋତ୍ତମ ବନ୍ଧୁଙ୍କୁ ଦେଖି ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ମହିଳା ଜଣକ ତିନି ବର୍ଷ ପୂର୍ବେ ଏହି ବୃକ୍ଷକୁ ବିବାହ କରିଥିଲେ ଏବଂ ଆଜି ସେ ଖୁସିରେ ଗଛ ସହିତ ଏକ ଦାମ୍ପତ୍ୟ ଜୀବନ ଅତିବାହିତ କରୁଛନ୍ତି।
କେଟ କନିଙ୍ଗହାମ ନାମକ ଏହି ମହିଳା ଜଣଙ୍କ କହିଛନ୍ତି ସେ ନିଜ ଦାମ୍ପତ୍ୟ ଜୀବନରେ ଗଛ ସହିତ ବହୁତ ସନ୍ତୁଷ୍ଟ। ସେ କହିଛନ୍ତି ଯେ ଉଭୟଙ୍କ ଜୀବନ ସଂପୂର୍ଣ୍ଣ ଚାଲିଛି। ଯଦିଓ ଲୋକମାନେ ସେମାନଙ୍କର ବିବାହ ଦ୍ୱାରା ଆଶ୍ଚର୍ଯ୍ୟ ହୋଇଥାନ୍ତି ଏବଂ ଅନେକ ପ୍ରଶ୍ନ ପଚାରନ୍ତି। କିନ୍ତୁ ସେ ସମସ୍ତଙ୍କୁ କହିବାକୁ ଚାହାଁନ୍ତି, ତାଙ୍କ ବୈବାହିକ ଜୀବନ ବହୁତ ଭଲରେ ଚାଲିଛି। ୨୦୧୯ରେ କେଟ ତାଙ୍କ ପ୍ରେମିକ ବୃକ୍ଷକୁ ବହୁତ ପ୍ରଶଂସକ ସହିତ ବିବାହ କରିଥିଲେ। ପାର୍କ ଯାଉ ଯାଉ ଗଛ ପ୍ରେମରେ ପଡିଥିଲେ କେଟ୍। ସେ କୁହନ୍ତି ସେ ସପ୍ତାହରେ ୫ ଥର ସ୍ବାମୀଙ୍କୁ ଦେଖା କରନ୍ତି। ଖ୍ରୀଷ୍ଟମାସ ଅବସରରେ ସେ ତାଙ୍କ ସ୍ବାମୀଙ୍କୁ ସଜେଇବେ। କିଟ ରିମୋର୍ସ ଭ୍ୟାଲି କାଉଣ୍ଟି ପାର୍କରେ ଥିବା ଏକ ଗଛ ସହିତ ବିବାହ କରିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ନିଜ ସରନେମ୍କୁ ମିସେସ୍ ଏଲ୍ଡର୍ରେ ମଧ୍ୟ ପରିବର୍ତ୍ତନ କରିଛନ୍ତି।
କେଟ ଏବେ ଶିକ୍ଷାଦାନ କରୁଛନ୍ତି। ସେ ତାଙ୍କ ସ୍ବାମୀଙ୍କ ସହ ତୃତୀୟ ଥର ପାଇଁ ଖ୍ରୀଷ୍ଟମାସ ପାଳନ କରିବାକୁ ଯାଉଛନ୍ତି। ସେ କହିଛନ୍ତି, ଖ୍ରୀଷ୍ଟମାସ ସମୟରେ ତାଙ୍କ ସ୍ବାମୀ ବହୁତ ଆକର୍ଷଣୀୟ ଦେଖାଯାନ୍ତି।
ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ
ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...
ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି
କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...
ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….
ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...
ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର
ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...
ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….
କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...
ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ
ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...
ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ
ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...
୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର
ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...
Archives


