Categories: Video

ଧୋନିଙ୍କ ଶେଷ ଆଇପିଏଲ ! Dhoni’s final IPL series !

ସ୍ପୋଷ୍ଟ୍ସ ରାଉଣ୍ଡଅପର ଏହି ଏପିସୋଡରେ ଦେଖିବା କୋରନାକୁ ନେଇ ଚାଇନା ପରେ ଇଟାଲୀରେ ପରିସ୍ଥିତି ସାଙ୍ଘାତିକ ହେବାରୁ ସେଠାକାର ସରକାର କଣ ନିଷ୍ପତ୍ତି ନେଇଛନ୍ତି । ଆଇସିସି ମହିଳା ଟି 20 ପରେ ଶେଫାଳିଙ୍କ ହରାଇଲେ ଶୀର୍ଷ ସ୍ଥାନ । ବିସିସିଆଇ ଭାରତ – ଦକ୍ଷିଣ ଆଫ୍ରିକା ମ୍ୟାଚ୍ ନେଇ ଖେଳାଳିଙ୍କ ଲାଗି କେଉଁସବୁ ନିୟମ ଆଣିଛନ୍ତି । କ୍ରିକେଟରେ ଲୋକପ୍ରିୟ ନିୟମ ଫ୍ରି ହିଟ୍ କଣ ଓ ଏହା କେବେଠୁ ଆରମ୍ଭ ହୋଇଛି । ଶେଷରେ ଧୋନିଙ୍କ କ୍ରିକେଟ କ୍ୟାରିୟରକୁ ନେଇ ବିଶେଷଜ୍ଞ କଣ କହୁଛନ୍ତି ।

 

In this episode of Sports Roundup, we will discuss about the coronavirus situation in Italy and the steps Italian government is taking to contain it. Besides, we will reveal why Shafali Verma lost the top spot in ICC women’s T20 International rankings, the new rules to be in place by BCCI for India- South Africa match, the ‘free hit’ system in cricket and the career of MS Dhoni in IPL.