Posted inଜାତୀୟ

ଥରିଲା ଉତ୍ତର ଭାରତ: ଲୋକେ ଆତଙ୍କିତ

ନୂଆଦିଲ୍ଲୀ,୨୪।୯: ଦିଲ୍ଲୀ ଏନସିଆର୍‌ରେ ମଙ୍ଗଳବାର ଅପରାହ୍ନ ୪.୪୦ରେ ଭୂକମ୍ପ ଝଟକା ଲାଗିଛି। କେବଳ ଦିଲ୍ଲୀରେ ନୁହେଁ, ଉତ୍ତର ଭାରତର ଅନେକ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ହରିୟାଣା, ଚଣ୍ଡିଗଡରେ ଲୋକେ ଭୟରେ ଘରୁ ବାହାରକୁ ଚାଲିଆସିଥିଲେ। ସେହିଭଳି କଶ୍ମୀରରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିବାବେଳେ ପାକିସ୍ତାନର ବିଭିନ୍ନ ଯାଗାରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପରେ କୌଣସି କ୍ଷୟକ୍ଷତି ବାବଦରେ ଏଯାଏ ସୂଚନା ମିଳିନାହିଁ। ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୬.୧ ମପାଯାଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ପାକିସ୍ତାନର ଲାହୋରଠାରୁ ୧୭୩ କିମି ଦୂରରେ ବୋଲି ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁଠାରେ କେବେ ଚାଲିନାହିଁ ମୋଦି ମ୍ୟାଜିକ୍‌, ଏଥର ସେଠାରେ ବଦଳିବ ଇତିହାସ, ଜାଣନ୍ତୁ କ’ଣ କହୁଛି ସର୍ଭେ ଫଳାଫଳ

ନୂଆଦିଲ୍ଲୀ,୧୯।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହୋଇସାରିଛି। ଗତଥର ପରି ଏଥର ମଧ୍ୟ ସାତୋଟି ପର୍ଯ୍ୟାୟରେ ଭୋଟ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପାଇଁ...

ନିର୍ବାଚନ ଲଢିବେ କଙ୍ଗନା, ଏହି ଆସନରୁ ଟିକେଟ୍‌ ଦେଇପାରେ ଭାଜପା

ନୂଆଦିଲ୍ଲୀ,୧୯।୩: ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ବୟାନକୁ ଯୋଗୁ ସବୁବେଳେ ହେଡଲାଇନରେ ରହିଥାନ୍ତି। ଅଭିନେତ୍ରୀ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରନ୍ତି ଏବଂ...

ମୋଦି କ୍ୟାବିନେଟରୁ ଇସ୍ତଫା ଦେଲେ ପଶୁପତି ପାରସ, କହିଲେ ଆମ ସହ ଅନ୍ୟାୟ ହୋଇଛି

ନୂଆଦିଲ୍ଲୀ,୧୯।୩: ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ରେ ଆସନ ଭାଗବଣ୍ଟାରେ ଅସନ୍ତୋଷ ଥିବା ଜନ ଜନଶକ୍ତି ପାର୍ଟି (ଏଲଜେପି) ଅଧ୍ୟକ୍ଷ ପଶୁପତି ପାରସ ମୋଦି କ୍ୟାବିନେଟରୁ ଇସ୍ତଫା...

ପୋଲିସକୁ ବଡ଼ ସଫଳତା: ଟଳିପଡିଲେ ୪ ନକ୍ସଲ

ମୁମ୍ବାଇ,୧୯।୩: ମହାରାଷ୍ଟ୍ରର ଗାଡଚିରୋଲିରେ ନକ୍ସଲମାନଙ୍କ ସହ ହୋଇଥିବା ଏନକାଉଣ୍ଟରରେ ପୋଲିସ ବଡ଼ ସଫଳତା ହାସଲ କରିଛି। ଏହି ଏନକାଉଣ୍ଟରରେ ସି୬୦ କମାଣ୍ଡୋଙ୍କ ଗୁଳିରେ ୪ ଜଣ...

ନିର୍ବାଚନ ପୂର୍ବରୁ ଶକ୍ତିଶାଳୀ ହେଉଛି ଭାଜପା: ପିଏମକେ-ଭାଜପା ଆସନ ବୂଝାମଣା ଶେଷ

ଚେନ୍ନାଇ,୧୯।୩: ଲୋକ ସଭା ନିର୍ବାଚନ ପାଇଁ ତାମିଲନାଡୁ ପଟ୍ଟାଲି ମକ୍କାଲ କାଟ୍‌ଚି (ପିଏମକେ) ଭାଜପା ସହ ମେଣ୍ଟ କରିବାକୁ ଘୋଷଣା କରିଛି। ଏହି ଘୋଷଣାର ଗୋଟିଏ...

ଦାଦା-ପୁତୁରା ପୁଣି ମୁହାଁମୁହିଁ

ପାଟନା/ନୂଆଦିଲ୍ଲୀ,୧୯ା୩:ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସୋମବାର ବିହାରରେ ଆସନ ବୁଝାମଣା ସୂତ୍ର ଉପରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ୪୦ ଲୋକ ସଭା ଆସନ ମଧ୍ୟରୁ...

ଓଡ଼ିଶାରେ କାହାକୁ ମିଳିବ ଲୋକ ସଭା ଟିକେଟ୍‌: ଦିଲ୍ଲୀରେ ଚାଲିଛି କସରତ

ନୂଆଦିଲ୍ଲୀ/ଭୁବନେଶ୍ୱର.୧୯।୩: ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ ଭାଜପା କୋର କମିଟି ବୈଠକ ଚାଲିଛି। ଓଡ଼ିଶା ସମେତ ୮ଟି ରାଜ୍ୟରେ ଲୋକ ସଭା ପ୍ରାର୍ଥୀ ଚୟନ ପାଇଁ ଏହି...

ସରିଲା ଭାଜପାର କୋର କମିଟି ବୈଠକ

ନୂଆଦିଲ୍ଲୀ,୧୯।୩: ୨୦୨୪ ଲୋକ ସଭା ନିର୍ବାଚନ ସମ୍ପର୍କରେ ଦିଲ୍ଲୀରେ ଆୟୋଜିତ ଭାଜପା କୋର କମିଟି ବୈଠକ ଶେଷ ହୋଇଛି। ଏହି ବୈଠକରେ ଭାଜପା ୟୁପିର ଅବଶିଷ୍ଟ...

Advertisement
Business Eminence Awards 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri