Posted inଜାତୀୟ

କେମିକାଲ ପ୍ଲାଣ୍ଟରେ ଗ୍ୟାସ ଲିକ୍‌: ୮ ମୃତ, ୫ହଜାର ଅସୁସ୍ଥ

ବିଶାଖାପଟନମ,୭।୫: ଆନ୍ଧ୍ର ପ୍ରଦେଶର ଭାଇଜାକରେ ଥିବା ଏକ କେମିକାଲ ପ୍ଲାଣ୍ଟରେ ଗୁରୁବାର ସକାଳେ ଗ୍ୟାସ୍‌ ଲିକ୍‌ ହେବା ପରେ ସକାଳ ୧୦ଟା ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ହଜାର ଲୋକ ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ବରିଷ୍ଠ ନାଗରିକ ଥିବା ବେଳେ ଜଣେ ୮ ବର୍ଷର ଶିଶୁ କନ୍ୟା ରହିଛନ୍ତି। ଆର୍‌ ଆର୍‌ ଭେଙ୍କଟପୁରମରେ ଥିବା ଏଲ୍‌ଜି ପଲିମର୍ସ ଇଣ୍ଡଷ୍ଟ୍ରିରେ ଗୁରୁବାର ଭୋର ପ୍ରାୟ ୩ଟାରେ ଏହି ଦୁର୍ଘଟଣା ଘଡିଛି। ଏହି କେମିକାଲ ପ୍ଲାଣ୍ଟକୁ ଲାଗି ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ଲୋକେ ଭୟଭୀତ ହେବାସହ ଏହାପାଖ ଦେଇ ଯାତାୟାତ କରୁଥିବା ବା ବସବାସ କରୁଥିବା ଲୋକେ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବା ସହ ଲୋକଙ୍କ ଦେହହାତ କୁଣ୍ଡାଇ ହେବା ସହ ଆଖି ମଧ୍ୟ ପୀଡା ହେଉଛି ବୋଲି ଅଭିଯୋଗ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ଭୋଜିରେ ମଟନ ଦେଲେନି ବୋଲି କ୍ୟାଟରିଂ ପିଲାର ବେକ କାଟିଦେଲେ, ୪ ଜଣଙ୍କୁ ଅଟକ ରଖି…

ବାଲେଶ୍ୱର,୨୮ା୬(ବାଞ୍ଛାନିଧି ଦେ): ଜଣେ ନାବାଳକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି ୪ ନାବାଳକ। ରେମୁଣା ଥାନା ମନ୍ଦିର ଛକରେ ନାବାଳକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏକ ବିବାହ…

ଶ୍ରମ ନୁହେଁ, ଶିକ୍ଷା ଚାହୁଁ

ମହାକାଳପଡ଼ା,୨୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବାରଡ଼ାଙ୍ଗ ପଞ୍ଚାୟତ ସ୍ଥାନୀୟ ନନ୍ତାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁନ୍ଦର ମୋହନ ସିଂଙ୍କ ତତ୍ତ୍ୱାବଧାନରେ ଶନିବାର…

ଗୃହ ହସ୍ତାନ୍ତରରେ ବିଳମ୍ବ ହେଲେ କ୍ରେତା କ୍ଷତିପୂରଣ ଦାବି କରିପାରିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୬: ଗୃହ କ୍ରେତା ଫ୍ଲାଟ୍‌ର ଦଖଲ ପାଇବା ପରେ ମଧ୍ୟ ହସ୍ତାନ୍ତରରେ ହୋଇଥିବା ବିଳମ୍ବ ପାଇଁ କ୍ଷତିପୂରଣ ଦାବିର ନ୍ୟାୟିକ ସମାଧାନ ଚାହିଁପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।…

ସିୟା-ଚେତନଙ୍କ ପ୍ରେମ କାହାଣୀର କ୍ରିକେଟ ସହ ରହିଛି ବିଶେଷ ସମ୍ପର୍କ, ପ୍ରଥମ ସାକ୍ଷାତର କାହାଣୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ପୁଣେ,୨୮।୬: କେତନ ଅଗ୍ରୱାଲ ହତ୍ୟା ମାମଲାର ଦୁଇ ମୁଖ୍ୟ ଅଭିଯୁକ୍ତ – ସିୟା ଗୋୟଲ ଏବଂ ଚେତନ ଚୌଧୁରୀଙ୍କ ସମ୍ପର୍କରେ ଏକ ନୂଆ ଦିଗ ସାମ୍ନାକୁ ଆସିଛି।…

India Playing XI: ୨ଟି ପରିବର୍ତ୍ତନ, ତଥାପି ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ଥାନ ନାହିଁ…

ନୂଆଦିଲ୍ଲୀ,୨୮।୬: ବେଲଫାଷ୍ଟର ସିଭିଲ ସର୍ଭିସ କ୍ରିକେଟ କ୍ଲବ ଗ୍ରାଉଣ୍ଡରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ରବିବାର ଅନୁଷ୍ଠିତ ହେବ। ଶ୍ରେୟସ ଆୟର ଏବଂ…

ବୋମା ମାଡ଼ ମଧ୍ୟରେ ହର୍ମୁଜ ପ୍ରଣାଳୀ ଚିରି ବାହାରିଗଲା ଭାରତୀୟ ଜାହାଜ, ଧାନ ବୁଣା ପୂର୍ବରୁ ଚାଷୀଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୮।୬: ହର୍ମୁଜ ପ୍ରଣାଳୀରେ ବଢୁଥିବା ଉତ୍ତେଜନା ଏବଂ ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ମଧ୍ୟରେ, ଭାରତୀୟ ଚାଷୀଙ୍କ ପାଇଁ ଏକ ସ୍ବାଗତଯୋଗ୍ୟ ଖବର ଅଛି। ଇରାନ ଦ୍ୱାରା…

ଭାଜପାରେ ସାମିଲ ହେବେ କି ମହୁଆ? ଚମକାଇଲା ଭଳି ଜବାବ ଦେଲେ ଟିଏମସି ସାଂସଦ

କୋଲକାତା,୨୮।୬: ପଶ୍ଚିମବଙ୍ଗ ରାଜନୀତିରେ ଆଜିକାଲି ବେଶ୍‌ ହଲଚଲ ଦେଖିବାକୁ ମିଳୁଛି। ବିଧାନସଭା ନିର୍ବାଚନ ପରେ ଟିଏମସି (TMC) ରେ ବଡ଼ ଧରଣର ବିଭାଜନ ହେବାର ଖବର ସାମ୍ନାକୁ…

ମୁଣ୍ଡ ନୁଆଁଇଲା ଶେହବାଜ ସରକାର, ପାକିସ୍ତାନର ସବୁଠାରୁ ବଡ଼ ନ୍ୟୁଜ ଚ୍ୟାନେଲ ଜିଓ ନ୍ୟୁଜ ଉପରେ ଲଗାଇଲା ପ୍ରତିବନ୍ଧକ, ଜାଣନ୍ତୁ କାହିଁକି

ଇସଲାମାବାଦ,୨୮।୬: ପାକିସ୍ତାନରେ ଗଣମାଧ୍ୟମ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପାକିସ୍ତାନ ସରକାର ଦେଶର ସବୁଠାରୁ ବଡ଼ ନ୍ୟୁଜ ଚ୍ୟାନେଲଗୁଡ଼ିକ ମଧ୍ୟରୁ ଗୋଟିଏ, ଜିଓ ନ୍ୟୁଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri