କାର କିଣୁଥିଲେ ରଙ୍ଗ ପ୍ରତି ଦିଅନ୍ତୁ ବିଶେଷ ଧ୍ୟାନ

କାର କିଣିଲା ବେଳେ ଏହାର ରଙ୍ଗ ପ୍ରତି ମଧ୍ୟ ବିଶେଷ ଧ୍ୟାନ ଦେବା ଜରୁରୀ। କାରଣ ଏହାର ପ୍ରଭାବ ଆମ ଜୀବନ ଉପରେ ପଡିଥାଏ। ତେବେ କେଉଁ ରଙ୍ଗର କାର କିଣିବା ଦ୍ୱାରା କ’ଣ ସବୁ ପ୍ରଭାପ ପଡିଥାଏ, ସେ ସମ୍ପର୍କରେ….

* ଧଳା ରଙ୍ଗର କାର ସାଧାରଣତଃ ସମସ୍ତଙ୍କ ଲାଗି ଶୁଭ ବୋଲି କୁହାଯାଏ। ଯଦିଓ ଧଳାରଙ୍ଗ ହେତୁ ଏହା ପ୍ରତି ଟିକିଏ ଅଧିକ ଯତ୍ନ ନେବାକୁ ପଡିପାରେ, କିନ୍ତୁ ଅଧିକ ରିପାୟରିଂ ବା ବ୍ରେକ୍‌ ଡାଉନ୍‌ ଆଶଙ୍କା କମ୍‌ ଥାଏ।
* ଅନେକ ଲୋକଙ୍କ ପ୍ରଥମ ପସନ୍ଦ ପାଲଟିଥାଏ ନାଲି ରଙ୍ଗର କାର। ତେବେ ନାଲି ରଙ୍ଗର କାର ପସନ୍ଦ କରୁଥିବା ବ୍ୟକ୍ତି ସାଧାରଣତଃ ସ୍ପିଡ୍‌ ଗାଡ଼ି ଚଳେଇବାକୁ ପସନ୍ଦ କରିଥାନ୍ତି। ତେଣୁ ଏହି ରଙ୍ଗର ଗାଡି କିଣୁଥିବା ବ୍ୟକ୍ତି ଚଲେଇଲା ବେଳେ ସତର୍କ ରହିବା ଜରୁରୀ।
* କାର କିଣିଲା ବେଳେ ନୀଳ ରଙ୍ଗର କାର ନ କିଣିବା ଭଲ। ନୀଳ ରଙ୍ଗର କାର କିଣିବା ଦ୍ୱାରା ରିପାୟରିଂ ପାଇଁ ଆପଣଙ୍କୁ ବହୁବାର ଗ୍ୟାରେଜ୍‌ ଯିବାକୁ ପଡ଼ିପାରେ।
* କଳା ରଙ୍ଗର କାର ଦେଖିବାକୁ ଆକର୍ଷଣୀୟ ହୋଇଥାଏ କିନ୍ତୁ ଚଳେଇଲା ବେଳେ ବିଶେଷ ସତର୍କତା ଅବଲମ୍ବନ କରିବା ଜରୁରୀ। ଏହା ମଧ୍ୟ ତାପ ପ୍ରତିରୋଧକ ନୁହେଁ।
* ସିଲ୍‌ଭର କଲର କାର ମଧ୍ୟ ଅନେକ ଲୋକଙ୍କ ପ୍ରଥମ ପସନ୍ଦ। ତେବେ ଏହି ରଙ୍ଗର କାର କିଣିବା ଦ୍ୱାରା ଅଘଟଣର ଆଶଙ୍କା କମ୍‌ ଥାଏ।
* ଗୋଲ୍ଡେନ୍‌ କଲର କାର ଶକ୍ତି, ସମୃଦ୍ଧି, ଉତ୍କର୍ଷତାର ସଙ୍କେତ ବହନ କରେ। ତେବେ ଏହି ରଙ୍ଗର କାର କିଣିବା ମଧ୍ୟ ଉତ୍ତମ ସାବ୍ୟସ୍ତ ହୋଇଥାଏ। .


Enter your email to get our daily news in your inbox.

All Right Reserved By Dharitri.Com

ଆଜ୍‌ମା ଆଶଙ୍କା କମାଏ ସନ୍ତୁଳିତ ଓଜନ

ଆଜ୍‌ମା ଏଭଳି ଏକ ସସମ୍ୟା, ଯାହାକୁ ଔଷଧ ଖାଇବା ସହ ଆଉ କେତୋଟି ବିଷୟ ପ୍ରତି ଧ୍ୟାନ ଦେଲେ ତାହା ନିୟନ୍ତ୍ରଣରେ ରହିଥାଏ। ତେବେ ଏଥିରୁ...

କୃତ୍ରିମ ଉପଗ୍ରହର ବହୁଳତା

ପୃଥିବୀର ଏକମାତ୍ର ପ୍ରାକୃତିକ ଉପଗ୍ରହ ହେଉଛି ଚନ୍ଦ୍ର। କିନ୍ତୁ ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରୁ ଅନେକ କୃତ୍ରିମ ଉପଗ୍ରହ ପୃଥିବୀ କକ୍ଷରେ ଏହାକୁ ପରିକ୍ରମଣ କରୁଛି। ରୁଷିଆ...

୩୦ ବର୍ଷ ପରେ ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ, ଏହି ୪ରାଶିରେ ପଡିବ ଖରାପ ପ୍ରଭାବ, ଅଡୁଆରେ ପଡି ଫସିବେ…

ସୂର୍ଯ୍ୟ-ଶନି ସମାସପ୍ତକ ଯୋଗ 2025, ଯାହା ଗ୍ରହମାନଙ୍କର ରାଜା ସୂର୍ଯ୍ୟଙ୍କ କନ୍ୟା ରାଶିରେ ପ୍ରବେଶ ସହିତ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ବର୍ତ୍ତମାନ କନ୍ୟା ରାଶିରେ ଅଛନ୍ତି...

୨୦୨୬ରେ କେମିତି ରହିବ ତୁଳା ରାଶିର ଭାଗ୍ୟ, ବୃହସ୍ପତିଙ୍କ ଚଳନ, ଟଙ୍କାରେ ପୋତି ହେବେ…

ବର୍ଷ ୨୦୨୬ ତୁଳା ରାଶି ପାଇଁ ସେମାନଙ୍କ ଅଧ୍ୟୟନ ଏବଂ କ୍ୟାରିୟର ଉଭୟ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । ବର୍ଷର ମଧ୍ୟଭାଗରେ ବୃହସ୍ପତିଙ୍କ ପ୍ରଭାବ ଆପଣଙ୍କୁ ସ୍ଥଗିତ...

ନୂଆବର୍ଷ ଆଗରୁ ଅଚାନକ ଧନୀ ହୋଇଯିବେ ୩ରାଶି! ହୁହୁ ହୋଇ ବଢିବ ସମ୍ପତ୍ତି

ଦ୍ରିକ ପାଞ୍ଜି ଅନୁସାରେ, ଶୁକ୍ର ଓ ଶନି ଏକ ଅତ୍ୟନ୍ତ ଶକ୍ତିଶାଳୀ, ଦୁର୍ଲଭ ଏବଂ ଶୁଭ ଯୋଗ ଗଠନ କରୁଛନ୍ତି, ଯାହା ୬ ଡିସେମ୍ବର,ଶନିବାର ସନ୍ଧ୍ୟା...

ମୃତବ୍ୟକ୍ତିଙ୍କ ସୁନା ଅଳଙ୍କାର ପାଖରେ ରଖୁଛନ୍ତି କି? ପଡିପାରେ ନକରାତ୍ମକ ଶକ୍ତି, ଜାଣନ୍ତୁ ଗରୁଡ ପୁରାଣ କ’ଣ କହୁଛି

ସୁନାକୁ ସୌଭାଗ୍ୟ ଏବଂ ସକାରାତ୍ମକ ଶକ୍ତିର ବାହକ ବୋଲି ବିବେଚନା କରାଯାଏ। ଏହାର ଚମକ ଏବଂ ଆକର୍ଷଣ ସମସ୍ତଙ୍କୁ ଆକର୍ଷିତ କରେ। ସୁନା ଅଳଙ୍କାର, ବିଶେଷକରି...

ପଡିବ ଶନିଙ୍କ ଭୟଙ୍କର ମହାଦଶା, ଏହି ରାଶି ଉପରେ ପଡିବ ଖରାପ ପ୍ରଭାବ

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ “କର୍ମଦାତା” ଏବଂ “ବିଚାରକ” ଭାବରେ ଜଣାଯାଏ। ସେ ବ୍ୟକ୍ତିମାନଙ୍କୁ ସେମାନଙ୍କ କାର୍ଯ୍ୟ ଆଧାରରେ ଶୁଭ କିମ୍ୱା ଅଶୁଭ ଫଳ ପ୍ରଦାନ...

୫୦ ବର୍ଷ ପରେ ଡିସେମ୍ବରରେ ଘଟୁଛି ଏମିତି ଯୋଗ, ଏହି ୫ ରାଶିର ଲାଗିବ ଲଟେରୀ, ହେବ ଧନ ଲାଭ

ଡିସେମ୍ବର ମାସ ଗ୍ରହ ଏବଂ ନକ୍ଷତ୍ର ଦୃଷ୍ଟିକୋଣରୁ ବହୁତ ବିଶେଷ ହେବାକୁ ଯାଉଛି। ବୈଦିକ ଜ୍ୟୋତିଷ ଅନୁସାରେ, ୫୦ ବର୍ଷ ପରେ ଧନୁ ରାଶିରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri