Categories: Video

କରୋନା ଗାଇଡଲାଇନ୍ସ | Corona scare in India

ପ୍ରଥମେ ଚାଇନା ପରେ ଇଟାଲୀରେ କରୋନା ଆତଙ୍କ ଆଉ ଏବେ ଭାରତରେ ଏହି ଭୂତାଣୁକୁ ନେଇ ଆତଙ୍କ ସୃଷ୍ଟି ହୋଇଛି । ଏହାରି ଭିତରେ ଦେଶରେ କରୋନା ନେଇଛି ଦୁଇଟି ମୁଣ୍ଡ, ସେପଟେ ଏବେବି ୮୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଦିନକୁ ଦିନ ଏହା ଗୋଟିଏ ପରେ ଗୋଟିଏ ରାଜ୍ୟକୁ ବ୍ୟାପିବାରେ ଲାଗିଛି । ଯାହା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଲୋକଙ୍କ ଲାଗି ଏକ ଗାଇଡଲାଇନ୍ ଜାରି କରିଛି । ଏବେ ଆସନ୍ତୁ ଜାଣିବା ଯଦି କେହି କରୋନା ଆକ୍ରାନ୍ତ କିମ୍ବା ସନ୍ଦିଗ୍ଧ ଅଛନ୍ତି ସେମାନେ କଣ କରିବା ଦରକାର ।

 

Deadly coronavirus is spreading its tentacles in India after causing mayhem in China, Italy and Iran among other countries. More than 80 persons have tested positive while two lives have been lost to the disease leading to panic and chaos across the country. Union health ministry, meanwhile, has issued a set of guidelines for the public to follow in order to contain the disease. Let’s watch what suspected coronavirus patients need to do.