Categories: Video

କଟକରେ ସଟଡାଉନ୍

କରୋନା ମୁକାବିଲା ପାଇଁ ସରକାରା ରାଜଧାନୀ ସମେତ କଟକ ଓ ଭଦ୍ରକକୁ ୪୮ ଘଣ୍ଟା ଲାଗି ସଟଡାଉନ୍ ଘୋଷଣା କରିଥିଲେ । ଏହି ୪୮ ଘଣ୍ଟିଆ ସଟଡାଉନ ଏବେ ହଟିଛି ତେବେ ଏହି ସମୟରେ କଟକର ଚିତ୍ର କଣ ଥିଲା ଆସନ୍ତୁ ଦେଖିବା ଏହି ଭିଡିଓରେ ।