ଓଡ଼ିଶା: ଆଜିର ଫଟୋ

କମିଶନରେଟ୍‌ ପୋଲିସ(ସିପି) ଅଫିସରେ ସିପି ସୁଧାଂଶୁ ଷଡ଼ଙ୍ଗୀ ଭୁବନେଶ୍ୱରରେ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ନିୟମକୁ କାର୍ଯ୍ୟକାରୀ କରିବା ନିମନ୍ତେ ଡ୍ରୋନ୍‌ ବ୍ୟବହାରର ଶୁଭାରମ୍ଭ କରିଛନ୍ତି।

ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରବାସୀମାନେ ଗୁରୁବାର ଭୁବନେଶ୍ୱରର ଜୟଦେବ ବିହାରରୁ ନିଜର ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ଠିକ୍‌ କରୁଛନ୍ତି ଅଟୋ।

ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ମାସ୍କ ପିନ୍ଧି ନ ଥିବା ବାଇକ୍‌ ଚାଳକଙ୍କଠାରୁ ଜରିମାନା ଆଦାୟ କରୁଛି ପୋଲିସ ।

ଆଜିଠାରୁ ରାଜ୍ୟରେ ଆନ୍ତଃରାଜ୍ୟ ବସ୍‌ ସେବା ଆରମ୍ଭ ହୋଇଛି। ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଛାଡ଼ିଥିବା ଏକ ବସ୍‌ରେ ସାମାଜିକ ଦୂରତା ରଖି ବସିଥିବା ଯାତ୍ରୀଙ୍କଠାରୁ ଜଣେ କଣ୍ଡକ୍ଟର ଟିକେଟ ସଂଗ୍ରହ କରୁଛନ୍ତି।

ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଭୁବନେଶ୍ୱର, ଓଡ଼ିଶା ପକ୍ଷରୁ ଷ୍ଟେଶନରେ କାମ କରୁଥିବା କୁଲିଙ୍କୁ(ଅମୃତ କଳସ) ରାଶନ ସାମଗ୍ରୀ ବଣ୍ଟନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୩ ଡିସେମ୍ବର, ୨୦୨୫ )

କଟକ ଜେ.ଏନ୍. ଇଣ୍ଡୋର ଷ୍ଟାଡିୟମରେ ଗଣ୍ଡରପୁର ଏଲ.ଆର୍. ଡି.ଏ.ଭି. ପବ୍ଲିକ୍ ସ୍କୁଲର ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ       ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ସାଂସ୍କୃତିକ...

ଓଡ଼ିଶା: ଆଜିର ଫଟୋ (୨୨ ଡିସେମ୍ବର, ୨୦୨୫ )

‘କଳାକୁଞ୍ଜ’ ମହୋତ୍ସବ ଶ୍ରୀରାଧା କଳାକୁଞ୍ଜ ଟ୍ରଷ୍ଟଙ୍କ ଆୟୋଜନରେ ଜିକେସିଏମ୍ ଓଡ଼ିଶୀ ଗବେଷଣା କେନ୍ଦ୍ରରେ  ଅନୁଷ୍ଠିତ ହୋଇଯାଇଛି 

ଓଡ଼ିଶା: ଆଜିର ଫଟୋ (୨୧ ଡିସେମ୍ବର, ୨୦୨୫ )

ଓଡ଼ିଶା କେନେଲ୍ କ୍ଲବ୍ ପକ୍ଷରୁ ରବିବାର OUAT ପଶୁଚିକିତ୍ସା ମହାବିଦ୍ୟାଳୟ ମଇଦାନରେ କୁକୁର ପ୍ରଦର୍ଶନୀ ଆୟୋଜିତ

ଓଡ଼ିଶା: ଆଜିର ଫଟୋ ( ୨୦ ଡିସେମ୍ବର, ୨୦୨୫ )

ଭୁବନେଶ୍ୱର ଓୟୁଏଟି ଭେଟେରିନାରୀ କଲେଜ୍ ପଡିଆରେ ଓଡିଶା କେନେଲ୍ କ୍ଲବ୍ ଦ୍ୱାରା ଆୟୋଜିତ, “କୁକୁର ଶୋ”     କଟକ ଅନ୍ନପୁର୍ଣ୍ଣ ରଙ୍ଗମଞ୍ଚରେ ଅନ୍ନପୁର୍ଣ୍ଣ ବି...

ଓଡ଼ିଶା: ଆଜିର ଫଟୋ ( ୧୯ ଡିସେମ୍ବର, ୨୦୨୫ )

ଶୁକ୍ରବାର ଭଞ୍ଜକଳା ମଣ୍ଡପରେ ଓଡ଼ିଆ ଭାଷା ସାହିତ୍ୟ ଏବଂ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଜାତୀୟ ପୂପେଟ ଉତ୍ସବର ସମାପନ ଦିନ ପରିଚାଳିତ ହୋଇଥିଲା ଶୁକ୍ରବାର...

ଓଡ଼ିଶା: ଆଜିର ଫଟୋ (୧୭ ଡିସେମ୍ବର, ୨୦୨୫ )

ଧରିତ୍ରୀର ୫୨ତମ ଜନ୍ମ ଦିବସ ସମାରୋହ ପାଳିତ

ଓଡ଼ିଶା: ଆଜିର ଫଟୋ ( ୧୬ ଡିସେମ୍ବର, ୨୦୨୫ )

ଆଜିଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲିଭୋଗ ନୀତି         ବାଣୀବିହାରରେ ଉତ୍ତେଜନା, ପୋଲିସ ମୁତୟନ, ପିଲାମାନେ ନ୍ୟାୟ ପାଇଁ ଗେଟ ଆଗରେ...

ଓଡ଼ିଶା: ଆଜିର ଫଟୋ (୧୪ ଡିସେମ୍ବର, ୨୦୨୫ )

ନାୟୀକା, ବାଲେଶ୍ୱରର କଳାକାର ରବିନ୍ଦ୍ର ମଣ୍ଡପରେ ‘ନାଟ୍ୟଧାରା’ ଆୟୋଜିତ ରବିବାର ଦିନ ‘ଭକ୍ତ ଝୋଲିଆ’ ନାଟକରେ ଅଭିନୟ ପ୍ରଦର୍ଶନ କରିଥିଲେ।

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri