
ଭଞ୍ଜକଳା ମଣ୍ଡପରେ ଆଚାର୍ଯ୍ୟ ତାରିଣୀ ଚରଣ ପାତ୍ର ସମ୍ମାନ ଉତ୍ସବରେ ଆୟୋଜିତ ନୃତ୍ୟ।

ବାତ୍ୟା ମୋନ୍ଥା ମୁକାବିଲା ପାଇଁ ବିଇଏମସି ପକ୍ଷରୁ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀକୁ ଅସହାୟ ଲୋକଙ୍କୁ ସ୍ଥାନାନ୍ତରଣ।


ଆସନ୍ତା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱର ନଳସାହିରେ ଜଣେ କାରିଗର ସୋଲ ଡଙ୍ଗା (ନୌକା) ତିଆରି କରୁଛନ୍ତି।


