ଏପ୍ରିଲ ୧୩ରୁ ଆରମ୍ଭ ହେବ ନବମ ଶ୍ରେଣୀ ପରୀକ୍ଷା

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଏପ୍ରିଲ ୧୩ରେ ଆରମ୍ଭ ହେବ ନବମ ଶ୍ରେଣୀ ସମେଟିଭ୍‌-୨ ପରୀକ୍ଷା। ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେବ। ତେବେ ୧୩ରୁ ପରୀକ୍ଷା ଆରମ୍ଭ ହୋଇ ୨୧ରେ ସରିବ। ସେହିପରି ଏପ୍ରିଲ ୧୮ରୁ ୨୬ ପର୍ଯ୍ୟନ୍ତ ଅନ୍ୟ ଏକ ସ୍କୁଲ୍‌ରେ ମୂଲ୍ୟାୟନ ହେବ।

Share