ଇଭିଏମ ଖରାପ : ମତଦାନ ବିଳମ୍ବ

ବନ୍ତ,୨୯।୪(ସ୍ବ.ପ୍ର.) : ଭଦ୍ରକ ଜିଲା ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ ୪୭ନଂ ବୁଥ୍‌ରେ ଲୋକସଭା ଇଭିଏମ ଖରାପ ଯୋଗୁଁ ମତଦାନ ହୋଇପାରିନାହିଁ । ଫଳରେ  ଭୋଟରଙ୍କ ମଧ୍ୟରେ ଅସନ୍ତୋଷ  ପ୍ରକାଶ ପାଇଛି। ନୂଆ ମେସିନ ଆସିବା ପରେ ମତଦାନ ହେବ ବୋଲି ପ୍ରିଜାଇଡିଂ ଅଫିସର କହିଛନ୍ତି।