ସୌଦି ଆରମକୋ ଅଏଲ ପ୍ଲାଣ୍ଟରେ ଡ୍ରୋନ୍‌ ଆକ୍ରମଣ: ଲାଗିଲା ନିଆଁ

ରିୟାଦ,୧୪।୯: ସୌଦି ଆରବରେ ଥିବା ବିଶ୍ୱର ସବୁଠାରୁ ବଡ ସୌଦି ଆରମକୋ ଅଏଲ ପ୍ଲାଣ୍ଟରେ ଶନିବାର ଡ୍ରୋନ୍‌ ଆକ୍ରମଣ ଫଳରେ ନିଆଁ ଲାଗି ଯାଇଛି। ସୌଦି ଆରବର ଗୃହମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଡ୍ରୋନ୍‌ ଆକ୍ରମଣ ଫଳରେ ପ୍ଲାଣ୍ଟରେ ବଡ ଧରଣର ୨ଟି ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆରମ୍ଭ ହେଲା ‘କ୍ୟାଟ ୱାର’

ମସ୍କୋ,୩ ।୩: ରୁଷିଆ-ୟୁକ୍ରେନ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି । ଏହାରି ଭିତରେ ରୁଷିଆର ଆକ୍ରମଣକୁ ଦେଖି ବିଶ୍ୱର ଅଧିକାଂଶ ଦେଶ ରୁଷିଆ ଉପରେ କିଛି...

କ୍ଷମା ମାଗିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

କାନ୍‌ବେରା,୧୭ା୨: ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମୋରିସନ୍‌ ମଙ୍ଗଳବାର ଜଣେ ମହିଳାଙ୍କୁ କ୍ଷମା ମାଗିଛନ୍ତି, ଯାହାଙ୍କୁ ଦେଶର ପାର୍ଲାମେଣ୍ଟରେ ଜଣେ ସହକର୍ମୀ ବଳାତ୍କାର କରିଥିଲେ। ସରକାରୀ କାର୍ଯ୍ୟସ୍ଥଳରେ...

ମସ୍‌ଜିଦରେ ଦଳାଚକଟା: ୩୧ ମୃତ

ବାଗ୍‌ଦାଦ,୧୧ା୯(ଆଇଏଏନ୍‌ଏସ୍‌): ଇରାକ୍‌ର କର୍ବଲା ସହରସ୍ଥିତ ଏକ ପ୍ରସିଦ୍ଧ ମସ୍‌ଜିଦରେ ମଙ୍ଗଳବାର ଦଳାଚକଟା ହୋଇଛି। ଏଥିରେ ୩୧ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା...

ଫିଟିବ ଖାଶୋଗି ହତ୍ୟା ଗୁମର:ଦୋଷ ମୁଣ୍ଡାଇଲେ କ୍ରାଉନ୍‌ ପ୍ରିନ୍ସ

ରିୟାଦ,୨୭।୯(ଆଇଏଏନ୍‌ଏସ୍‌):ବହୁଚର୍ଚ୍ଚିତ ଜମାଲ ଖାଶୋଗି ହତ୍ୟାକାଣ୍ଡକୁ ବର୍ଷେ ପୂରିବାକୁ ଯାଉଥିବାବେଳେ ପ୍ରଥମଥର ପାଇଁ ନୀରବତା ଭାଙ୍ଗିଛନ୍ତି ସୌଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ (ଏମ୍‌ବିଏସ୍‌)। ସୌଦି...

ସିଙ୍ଗାପୁରରେ ଜୁନ୍‌ ୧ ପର୍ଯ୍ୟନ୍ତ ବଢିଲା ଲକ୍‌ଡାଉନ ଅବଧି

ସିଙ୍ଗାପୁର,୨୧।୪: କରୋନା ଭାଇରସର ସଂକ୍ରମଣଙ୍କୁ ଦେଖି ବିଭିନ୍ନ ଦେଶରେ କ୍ରମାଗତ ଭାବେ ଲକ୍‌ଡାଉନ ଅବଧି ବୃଦ୍ଧି ହେବାରେ ଲାଗିଛି। ମଙ୍ଗଳବାର ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ହେସେନ...

କେଉଁମାନଙ୍କୁ ପ୍ରଥମେ କରୋନା ଟିକା ଦେବା ଉଚିତ, କ’ଣ କହୁଛି ଡବ୍ଲୁଏଚ୍‌ଓ

ଜେନେଭା,୮ ।୧୨: ଶେଷ ହେବ କରୋନା ମହାମାରୀର ତାଣ୍ଡବ । ବିଶ୍ୱର ବିଭିନ୍ନ ଦେଶର ବୈଜ୍ଞାନିକମାନେ ଏବେ ପ୍ରାୟ କରୋନା ଟିକା ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ...

ବାଇଡେନ୍‌ଙ୍କୁ ଏଭଳି କଟାକ୍ଷ କଲେ ଇମ୍ରାନ୍‌

ଇସ୍‌ଲାମାବାଦ,୧୭।୯: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜଣେ ବିଜି ମ୍ୟାନ୍‌ (ବ୍ୟସ୍ତ ମଣିଷ) ବୋଲି କଟାକ୍ଷ କରିଛନ୍ତି। ବାଇଡେନ୍‌ ଗତ...

ପ୍ରେମଭରା ମେସେଜ ପଠାଇ ମାସକୁ ଏତିକି ଟଙ୍କା ରୋଜଗାର କରୁଛନ୍ତି ଏହି ମହିଳା

ଓ୍ବାଶିଂଟନ,୨୨ା୧: ଅର୍ଥ ରୋଜଗାର ପାଇଁ କିଏ କେତେ ପ୍ରକାର ଯୋଜନା କରିଥାନ୍ତି। ଜଣେ ମହିଳା କେବଳ ମେସେଜ ପଠାଇ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି।...

Advertisement
Archives

Model This Week