ସନ୍ଧ୍ୟା ଦର୍ଶନ କଟକଣା: ଗର୍ଭଗୃହକୁ ଯାଇପାରିବେନି ଭକ୍ତ

ପୁରୀ ଅଫିସ,୧୧।୭: ଆଡ଼ପମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାବିଗ୍ରହ। ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରି କୃତାର୍ଥ ହେଉଛନ୍ତି ଶ୍ରଦ୍ଧାଳୁ। ଗୁରୁବାର ସନ୍ଧ୍ୟା ଦର୍ଶନ। ନବମୀ ତିଥିରେ ଜନ୍ମବେଦିରେ ମହାପ୍ରଭୁଙ୍କୁ ଦର୍ଶନ କରିବା ଦୁଲର୍‌ଲଭ ଦର୍ଶନ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସନ୍ଧ୍ୟା ଦର୍ଶନ ପାଇଁ ପରିମାଣିକ ଟିକେଟ ନ ଥିବାବେଳେ କୌଣସି ଭକ୍ତ ଗର୍ଭଗୃହକୁ ଯାଇପାରିବେ ନାହିଁ। ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାରିକେଡ ବ୍ୟବସ୍ଥା ହୋଇଛି। ବ୍ୟାରିକେଡ଼ ମାଧ୍ୟମରେ ଭକ୍ତ ଏକମୁଖୀ ରାସ୍ତାରେ ଯାଇ ଦର୍ଶନ କରିବେ ଏବଂ ନାକଚଣା ଦ୍ୱାର ଦେଇ ବାହାରକୁ ବାହାରିବେ। ସୁରକ୍ଷା ପାଇଁ ପ୍ରାୟ ୪୦ରୁ ୪୫ ପ୍ଲାଟୁନ ପୋଲିସ ରହିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡ଼ାଉନ୍‌ ଯୋଗଁ ତରଭୁଜ ଚାଷରେ ବ୍ୟାପକ କ୍ଷତି

ଦେବଗଡ଼,୩୧ା୩(ଡି.ଏନ୍‌.ଏ.)- ଲକଡ଼ାଉନ୍‌ କଟକଣା ଯୋଗୁ ଦେବଗଡ଼ ଜିଲାରେ ତରଭୁଜ ଚାଷରେ ବ୍ୟାପକ କ୍ଷତି ଘଟିଛି । ଗାଡିମୋଟର ଚଳାଚଳ କରୁ ନ ଥିବାରୁ ବେପାରୀ ତରଭୁଜ...

ଡିସେମ୍ବର ପହିଲାରୁ ସାରା ଦେଶରେ ଏକକ ଟୋଲ ଦେୟ ବ୍ୟବସ୍ଥା: ସାମିଲ ହେବ ଓଡ଼ିଶାର ୧୨ ଜାତୀୟ ରାଜପଥ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଡିସେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହେବ ଏକକ ଟୋଲ ଦେୟ ବ୍ୟବସ୍ଥା। ଓଡ଼ିଶାର ବିଭିନ୍ନ ଜାତୀୟ ରାଜପଥରେ ମଧ୍ୟ ଜାତୀୟ ଇଲେକ୍ଟ୍ରୋନିକ...

ମାଲ ପରିବହନରେ ପୂର୍ବତଟ ରେଳପଥର ରେକର୍ଡ

ଭୁବନେଶ୍ୱର,୨।୪(ବ୍ୟୁରୋ): ପୂର୍ବତଟ ରେଳପଥ ୨୦୧୯-୨୦ ଆର୍ଥିକ ବର୍ଷରେ ୨୦୦.୮୫ ମିଲିଅନ୍‌ ଟନ୍‌ ମାଲ୍‌ ପରିବହନ କରି ରେକର୍ଡ଼ କରିଛି। ପୂର୍ବ ଆର୍ଥିକବର୍ଷ ଅର୍ଥାତ୍‌ ୨୦୧୮-୧୯ରେ ପରିହବନ...

ଭୁବନେଶ୍ୱରରୁ ଆଜି ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୬।୯(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୩୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୭୬ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୨୮୬...

ଓଡ଼ିଶା ଆଗକୁ ବଢ଼ିବା ଚିତ୍ର ସ୍ପଷ୍ଟ ହେଉଛି: ମୁଖ୍ୟମନ୍ତ୍ରୀ

ବାରିପଦା ଅଫିସ/ ମୋରଡ଼ା, ୧୩ା୮(ଡି.ଏନ.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୂରଭଞ୍ଜ ଜିଲା ଗସ୍ତରେ ଆସି ଦୁଇଟି ପ୍ରମୁଖ ଜଳସେଚନ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି। ଏହା...

ପଦ୍ମପୁର ଉପନିର୍ବାଚନ: ଗୁରୁବାର ସକାଳ ୮ରୁ ଭୋଟଗଣତି

ଭୁବନେଶ୍ୱର,୭।୧୨(ବ୍ୟୁରୋ): ଆସିବ ପଦ୍ମପୁର ଉପନିର୍ବାଚନ ଫଳାଫଳ। କଡ଼ା ସୁରକ୍ଷା ମଧ୍ୟରେ ଗୁରୁବାର ଭୋଟ୍‌ ଗଣତି କରାଯିବ। ସକାଳ ୮ଟାରୁ ଗଣତି ଆରମ୍ଭ ହେବ। ପ୍ରଥମେ ପୋଷ୍ଟାଲ...

ଓଡ଼ିଶା ୱାକଫ୍‌ ବୋର୍ଡର ପୂର୍ଣ୍ଣକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତିକୁ ନେଇ ଜନସ୍ବାର୍ଥ ମାମଲା: ସରକାରଙ୍କୁ ଜବାବ ତଲବ

କଟକ ଅଫିସ,୨୭ା୬: ଓଡ଼ିଶା ୱାକଫ୍‌ ବୋର୍ଡର ପୂର୍ଣ୍ଣକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଯୁକ୍ତି କରିବାରେ ସରକାରଙ୍କ ଅବହେଳାକୁ ଚ୍ୟାଲେଞ୍ଜ କରି କଟକ ମହାନଗର ସଂଖ୍ୟାଲଘୁ ନାଗରିକ...

ବିଗ୍‌ବଜାର ପକ୍ଷରୁ ପ୍ଲାଷ୍ଟିକ ସଚେତନତା: ‘ପ୍ଲାଷ୍ଟିକ ଭରୋ-ରିସାଇକେଲ କରୋ’ ଆରମ୍ଭ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ଫ୍ୟୁଚର ଗ୍ରୁପର ରିଟେଲ ଚେନ୍‌ ବିଗ୍‌ବଜାର ପକ୍ଷରୁ ଭୁବନେଶ୍ୱରରେ ପ୍ଲାଷ୍ଟିକ ସଚେତନତା କାର୍ଯ୍ୟକ୍ରମ ‘ପ୍ଲାଷ୍ଟିକ ଭରୋ-ରିସାଇକେଲ କରୋ’ଆରମ୍ଭ ହୋଇଛି। ୟୁନାଇଟେଡ ନେଶନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ...

Advertisement
Archives

Model This Week