ଲକ୍‌ଡାଉନ ଘୁଞ୍ଚିଲେ ଗରିବଙ୍କ ସଙ୍କଟ ବଢ଼ିଯିବ:ଡି. ସୁବାରାଓ

ନୂଆଦିଲ୍ଲୀ,୨୮।୪: କରୋନା ରୋକିବାକୁ ଏବେ ଲକ୍‌ଡାଉନ ଭଳି ପଦକ୍ଷେପ ନିଆଯାଇଛି। ସରକାର ଲକ୍‌ଡାଉନକୁ ମେ ମାସ ୩ ଯାଏ ଘୁଞ୍ଚାଇଛନ୍ତି। ବର୍ତ୍ତମାନ ଗରିବଙ୍କ ଜୀବନ ଜୀବିକା ଗଭୀର ଭାବେ ପ୍ରଭାବିତ ହୋଇଛି। ଲକ୍‌ଡାଉନ ଅବଧି ବଢିଲେ ଏହି ଲୋକଙ୍କ ସ୍ଥିତି ସଙ୍କଟାପନ୍ନ ହେବ ବୋଲି ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି.ସୁବାରାଓ କହିଛନ୍ତି। ସେହିଭଳି ଲକ୍‌ଡାଉନ ପରେ ଭାରତର ବିକାଶ ହାର ତ୍ୱରାନ୍ବିତ ହେବ ବୋଲି ସେ ଆଶାବାଦୀ ରହିଥିବା କହିଛନ୍ତି। ଏହି ସମୟରେ ଭାରତର ବିକାଶ ହାର ଅନ୍ୟ ଦେଶଗୁଡିକ ତୁଳନାରେ ଉନ୍ନତ ହେବ। ଲକ୍‌ଡାଉନ ଆଗରୁ ଦେଶର ଅଭିବୃଦ୍ଧି କ୍ଷତିଗ୍ରସ୍ତ ସ୍ତରରେ ରହିଛି। ଗତ ବର୍ଷ ଭାରତର ଅଭିବୃଦ୍ଧି ୫% ରହିବା ନେଇ ଅନୁମାନ କରାଯାଇଥିଲା। ଚଳିତ ବର୍ଷ ଅଭିବୃଦ୍ଧି ପ୍ରାୟ ୩୦ ବର୍ଷର ସର୍ବନିମ୍ନ ରହିବ ବୋଲି ଆକଳନ କରାଯାଇଛି। ଭାରତ ଗତ କିଛି ତ୍ରୈମାସ ଧରି ଚାପରେ ରହିଛି। ଗରିବ ଦେଶ ହୋଇଥିବାରୁ ଲକ୍‌ଡାଉନ ବଢ଼ିଲେ କୋଟି କୋଟି ଲୋକଙ୍କ ଜୀବନ ଜୀବିକା ଉପରେ ଏହା ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବ। ଏହି ସମୟରେ ଗରିବଙ୍କ ଅସ୍ତିତ୍ୱ ଉପରେ ସଙ୍କଟ ସ୍ଥିତି ଜାରି ରହିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଓଏମ୍‌ ପକ୍ଷରୁ କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମ

ଭୁବନେଶ୍ୱର,୨୯।୯: ବ୍ୟାଙ୍କ ଅଫ୍‌ ମହାରାଷ୍ଟ୍ର (ବିଓଏମ୍‌) ପକ୍ଷରୁ ନିକଟରେ ସ୍ଥାନୀୟ ଲକ୍ଷ୍ମୀସାଗରଠାରେ ବ୍ୟାଙ୍କର ୩୬ତମ ଶାଖା ତଥା ଭୁବନେଶ୍ୱରର ୬ଷ୍ଠ ଶାଖାର ଶୁଭାରମ୍ଭ କରାଯାଇଛି। ଏହି...

କୋଭିଡ୍‌-୧୯ ଯୋଦ୍ଧାଙ୍କ ପିଲାଙ୍କୁ ଏଲ୍‌ପିୟୁର ଛାତ୍ରବୃତ୍ତି

ଜଳନ୍ଧର,୧୧।୫: କୋଭିଡ୍‌-୧୯ ମହାମାରୀ ବିରୋଧରେ ବର୍ତ୍ତମାନ ସାରା ଦେଶ ଲଢ଼େଇ ଜାରି ରଖିଛି। ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍‌, ପୋଲିସ ପର୍ସୋନେଲଙ୍କ ସମେତ ଅନ୍ୟ କିଛି...

ବିମୁଦ୍ରୀକରଣ ପରେ ନିଯୁକ୍ତି ହରାଇଛନ୍ତି ୫୦ ଲକ୍ଷ

ନୂଆଦିଲ୍ଲୀ,୧୮-୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୬ ନଭେମ୍ବର ୮ରେ ବିମୁଦ୍ରୀକରଣ ଘୋଷଣା କଲେ। ଏହାଦ୍ୱାରା ଆତଙ୍କବାଦ, ଦୁର୍ନୀତି ଓ କଳାଧନ ଦେଶରୁ ଲୋପ ପାଇବ ବୋଲି...

ମାନ୍ଦାବସ୍ଥା ପ୍ରଭାବ;ଟାଟା ମୋଟର୍ସ, ଅଶୋକ ଲେଲ୍ୟାଣ୍ଡ, ହିରୋ ଉତ୍ପାଦନ ବନ୍ଦ କଲା

ନୂଆଦିଲ୍ଲୀ,୧୭ -୮: ଅଟୋ ସେକ୍ଟରରେ ମାନ୍ଦାବସ୍ଥା ଶେଷ ହେବାର କୌଣସି ଚିହ୍ନବର୍ଣ୍ଣ ଦେଖାଯାଉନାହିଁ। ବାଧ୍ୟ ହୋଇ କମ୍ପାନୀମାନେ ନିଜର ଉତ୍ପାଦନ ବନ୍ଦ କରିବା ଲାଗି ନିଷ୍ପତ୍ତି...

ସମସ୍ତ ପ୍ରକାର ଋଣକୁ ରେପୋରେଟ୍‌ ସହ ଯୋଡାଯିବ

ମୁମ୍ବାଇ,୫।୯: ବ୍ୟାଙ୍କଗୁଡ଼ିକ ଗୃହ, ଅଟୋ ଓ ପର୍ସନାଲ ଋଣ ଉପରେ ଫିକ୍ସଡ ବା ସ୍ଥାୟୀ ,ଫ୍ଲୋଟିଂ(ଅସ୍ଥାୟୀ) ସୁଧ ହାର ଘୋଷଣା କରିଛନ୍ତି। ଗ୍ରାହକ ନିଜ ପସନ୍ଦ...

ରୁଷୀୟ କମ୍ପାନୀ ସହ ସମ୍ପର୍କକୁ ଏଡ଼ାଇଲା ଇନ୍‌ଫୋସିସ୍‌

ନୂଆଦିଲ୍ଲୀ,୨୭।୩: ୟୁକ୍ରେନ୍‌ ସହ ଯୁଦ୍ଧ ପରେ ରୁଷିଆରେ କାର୍ଯ୍ୟ କରୁଥିବା ପ୍ରମୁଖ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ ଅସୁବିଧାରେ ପଡ଼ିଛି। ଏ ସମ୍ପର୍କରେ ବ୍ରିଟିଶ୍‌ ମିଡିଆ ଆଉଟ୍‌ଲେଟ୍‌...

୧୦.୩% ଛୁଇଁଲା ବେରୋଜଗାରୀ ହାର

ନୂଆଦିଲ୍ଲୀ,୧୨।୯: ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ବେରୋଜଗାରୀ ଡାଟା ସଂକ୍ରାନ୍ତ ରିପୋର୍ଟ ପ୍ରକାଶ ପାଇଛି। ଦେଶର ସହରାଞ୍ଚଳରେ ଗତ ଗୋଟିଏ ବର୍ଷ ମଧ୍ୟରେ ବେରୋଜଗାରୀ ହାର...

ଅଜିମ ପ୍ରେମଜୀଙ୍କ ବଦାନ୍ୟତା;ପରୋପକାର ଲାଗି ବିକିଲେ ୭,୩୦୦ କୋଟିର ଶେୟାର

ନୂଆଦିଲ୍ଲୀ, ୧୩-୯: ନିଜ ସମ୍ପତ୍ତିର ଏକ ବୃହତ୍‌ ଅଂଶକୁ ପରୋପକାର କାର୍ଯ୍ୟ ଲାଗି ଖର୍ଚ୍ଚ କରିବାକୁ ବିଶିଷ୍ଟ ଶିଳ୍ପପତି ଅଜିମ ପ୍ରେମଜୀ ଚଳିତ ବର୍ଷ ଘୋଷଣା...

Advertisement
Archives

Model This Week