ରୋଗ୍‌ରେ ପଡ଼ି ଅକରମା ଗଜିନ୍ଦ୍ର: ସରକାରୀ ସାହାଯ୍‌ ଆଶ୍‌ରେ ପରିବାର

 

ଲୋଇସିଂହା,୧୮।୧(ଡି.ଏନ୍‌.ଏ.)-
ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଗୁର୍ଜିଭଟା ଗଁାର ଗଜିନ୍ଦ୍ର କୁମ୍ଭାର(୪୭)। ଆଏଜ୍‌କେ ୫ ବଛର ହେଲା ପେଟ୍‌ ବେମାରୀରେ ପୀଡ଼ିତ ଅଛନ୍‌। ଅପରେଶନ ଉତାରୁ ବି ସେ ଠିକ୍‌ ନାଇଁହେବାର। ସେ ଅକରମା ହେଇ ଘରେ ପଡ଼ିରହିଛନ୍‌। ଇଆଡ଼େ ଘରେ ଅଭାବ ଅନାଟନ ଲାଗି ରହିଛେ। ଏନ୍‌ତାଥି ତାକର ଚିକିଛା ଆର ୨ ଝି’ପୁଓର ପାଠ୍‌ପଢ଼ା ଖେଲଢ଼େପ ହେଉଛେ।
ସୂଚନା ଅନ୍‌ସାରେ ଯୋଗୀସର୍ଡ଼ା ପଁଚେତ୍‌ ଅଧୀନ ଗୁର୍ଜିଭଟା ହରିଜନ ପଡ଼ାର ଗଜିନ୍ଦ୍ରକଁର ପରିବାର କହେଲେ ମାଏକିନା ଚନ୍ଦ୍ରା, ପୁଓ ତରଣୀ ଆର ମାଟ୍ରିକ ପଢ଼ୁଥିବାର ଝି’ କ୍ଷୀରକେ ନେଇ ସଁସାର। ଗଜିନ୍ଦ୍ର କୁଲିମଜୁରି କରି କୁଟୁମ ପୁଷୁଥିଲେ। ହେଲେ ବଛର କେତେଟା ତଲେ ତାକର ପେଟ୍‌ ବଥା ଆରମ୍‌ ହେଲା। ପେଟ୍‌ ବଥା ଦିନୁଦିନ୍‌କେ ବଢ଼ଲାରୁ ସେ ଲାଗ୍‌ବରମସ, ଧାରଉଧାର କରି ବୁର୍ଲା ବଡ଼ ଡାକ୍‌ତରଖାନାରେ ଅପରେଶନ କରାଲେ। ଅପରେଶନ ହେବାର ବି ଆଏଜ୍‌କେ ୩ ବଛର ବିତିଗଲାନ। ହେଲେ ସେ ନିରୋଗ୍‌ ହେଇ ନାଇଁପାରବାର। ଏନ୍‌ତାଥି ମାଏକିନା ଚନ୍ଦ୍ରା ବି ଆପ୍‌ନେକେ ଛାଡ଼ି କାମ୍‌ବୁତା କରି ଯାଇ ନାଇଁପାରବାର। ପଁଚେତ୍‌ରୁ ମିଲୁଥିବାର ଚାଉଲକେ ଆଶ୍‌ରେ କରି କୁଟୁମ୍‌ଟା ବଡ଼ା ଦୁଖେ ଚଲୁଛନ୍‌। ଏହେଦେ ରୁଜ୍‌ଗାର ଅଭାବୁ ପରିବାରର ଥିତି ଦୁହୁଲି ଯାଇଛେ। ଦିହିପା ସମସିଆର ଲାଗି ଗଜିନ୍ଦ୍ର ଏହେଦେ ଅକରମା ପାଲଟିଯାଇଛନ୍‌। ଏନ୍‌ତାଥି ତାକର ମାଏକିନା ଚନ୍ଦ୍ରା ଗଣମାଧ୍ୟମ ଜରିଆରେ ଆପ୍‌ନେ ଲାଗି ଭତା ଆର ପରିବାରକେ ଟଁକା ପଏସା ସାହାଯ୍‌ ଯୁଗେଇ ଦେବାକେ ପରଶାସନକେ ଗୁହାରି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତି କରୋନା ଯୋଦ୍ଧା ପାଇଁ ଆମେ ଗର୍ବିତ : ଡିଜିପି

ଛତ୍ରପୁର, ୨୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୧୨ ଜଣ ପୋଲିସ ଯୋଦ୍ଧା କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବା ପରେ ରବିବାର ପୁଣିଥରେ କାର୍ଯ୍ୟରେ ଯୋଗ ଦେଇଛନ୍ତି।...

୧ କୋଟି ଟଙ୍କାରେ ହନୁମାନ ପଇସା ଡିଲ୍‌

ଦେବଗଡ଼,୧୮ା୪(ଡି.ଏନ.ଏ.): ଦେବଗଡ ଜିଲା ପୋଲିସ ସ୍ପେଶାଲ ସ୍କ୍ବାଡ୍‌କୁ ପୁଣି ମିଳିଛି ସଫଳତା। ରବିବାର ବେଆଇନ ହନୁମାନ ପଇସା କାରବାରରେ ଲିପ୍ତ ୨ ଅଭିଯୁକ୍ତଙ୍କୁ ଗ୍ରାହକ ବେଶରେ...

ପିଏଚ୍‌ଡି ମୁଖ୍ୟ ପାଇପ୍‌ ଲାଇନ୍‌ରେ ଫାଟ : ପାନୀୟ ଜଳରେ ମିଶୁଛି ଦୂଷିତ ପାଣି

ଭୁବନେଶ୍ୱର, ୧୪ା୮(ବ୍ୟୁରୋ): ରସୁଲଗଡ ଛକ ଦେଇଯାଇଛି ପିଏଚଡିର ମୁଖ୍ୟ ପାନୀୟ ଜଳ ପାଇପ ଲାଇନ। କୁଆଖାଇ ନଦୀରୁ ଉକ୍ତ ସର୍ଭିସ ପାଣି ପାଇପ ଲାଇନ ଆସିଛି। ଯାହାକି...

ଆଜି ଓଡ଼ିଶା ଆସୁଛନ୍ତି ଖାର୍ଗେ

ଭୁବନେଶ୍ବର,୧୪ା୧୦(ବ୍ୟୁରୋ):ଅଖିଳ ଭାରତ କଂଗ୍ରେସ କମିଟି(ଏଆଇସିସି) ସଭାପତି ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବାକୁ ଯାଉଥିବା ମଲିକାର୍ଜୁନ ଖାର୍ଗେ ଶୁକ୍ରବାର ଓଡିଶା ଗସ୍ତରେ ଆସୁଛନ୍ତି। ଖାର୍ଗେ ନିର୍ବାଚନ ପୂର୍ବରୁ...

୧୪ ଓକିଲଙ୍କ ଜାମିନ ଆବେଦନ ଖାରଜ

ସମ୍ବଲପୁର,୧୭ା୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ସମ୍ବଲପୁରରେ ଚାଲିଥିବା ଆନ୍ଦୋଳନ ଗତ ୧୨ ତାରିଖରେ ଉଗ୍ର ରୂପ ନେଇ କୋର୍ଟ ଭିତରେ...

ଚୌଦ୍ୱାର ଜେଲରେ ଗୋପାଳ ଦାସ

କଟକ ଅଫିସ/ଚୌଦ୍ୱାର/ବ୍ରଜରାଜନଗର,୧୫ା୨(ଡି.ଏନ୍‌.ଏ.): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଝାରସୁଗୁଡ଼ାରୁ ଚୌଦ୍ୱାର ମଣ୍ଡଳ କାରାଗାରକୁ ମଙ୍ଗଳବାର...

ସଙ୍ଗରୋଧରେ ଗଲେ ଜଣେ ଇନ୍ସପେକ୍ଟରଙ୍କ ସମେତ ୮ କର୍ମଚାରୀ

ବ୍ରହ୍ମପୁର ଅଫିସ,୨୬ା୬- ବ୍ରହ୍ମପୁର ମଣ୍ଡଳ କାରାଗାରରେ ପୁଣି ଜଣେ ଅନ୍ତେବାସୀ କରୋନା ପଜିଟିଭ ହୋଇଛନ୍ତି। ତେଣୁ ଅଭିଯୁକ୍ତଙ୍କ ସଂସ୍ପର୍ଶରେ ଆସିଥିବା ବଡବଜାର ଥାନା ଇନ୍ସପେକ୍ଟରଙ୍କ ସମେତ...

ଗଜା ମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା ଅଫିସ, ୨୩ା୬: ଓଡ଼ିଶାକୁ ଗତ ୪ ଦିନ ପୂର୍ବରୁ ମୌସୁମୀ ପ୍ରବାହ ଆରମ୍ଭ ହୋଇଥିବା ପାଣିପାଗ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ତେବେ କେନ୍ଦ୍ରାପଡ଼ା ଜିଲାର...

Advertisement
Archives

Model This Week