ମୋଦିଙ୍କ ଲୋକପ୍ରିୟତା ବଢ଼ାଇଲା କରୋନା

ନୂଆଦିଲ୍ଲୀ,୧୯ା୫: ଭାରତକୁ କରୋନା ଭୂତାଣୁ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ଭବତଃ ତାଙ୍କ କାର୍ଯ୍ୟକାଳର ସବୁଠୁ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ। ସରକାର ବିରୋଧୀ ବିକ୍ଷୋଭ ଦେଶର ବିଭିନ୍ନ ଭାଗରେ ମୁଣ୍ଡ ଟେକିଥିଲା। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ପୂର୍ବରୁ ରାଜଧାନୀ ଦିଲ୍ଲୀରେ ସାମ୍ପ୍ରଦାୟିକ ଦଙ୍ଗା ଦେଖାଦେଇଥିଲା। ଦେଶର ଅର୍ଥନୀତି ନିମ୍ନଗାମୀ ହେବା ସହ ନିଯୁକ୍ତି ହ୍ରାସ ପାଇଥିଲା। ଏହା ପରେ ସାରା ବିଶ୍ୱ କରୋନା ମହାମାରୀ କବଳରେ ପଡିବା ସହ ଭାରତର ଅର୍ଥନୀତିରେ ଅଧିକ ସଙ୍କଟ ଦେଖାଦେଲା। ତେବେ କୋଭିଡ୍‌-୧୯ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତି ଲୋକମାନଙ୍କ ସମର୍ଥନ ବୃଦ୍ଧି ପାଇଛି। ନିକଟରେ ହୋଇଥିବା ଜନମତ ସର୍ଭେରୁ ଜଣାପଡିଛି ଗତ କିଛି ମାସ ମଧ୍ୟରେ ମୋଦିଙ୍କ ଲୋକପ୍ରିୟତା ଯଥେଷ୍ଟ ବୃଦ୍ଧି ପାଇ ୮୦ରୁ ୯୦ ପ୍ରତିଶତରେ ପହଞ୍ଚତ୍ପାରିଛି। ଏପରିକି କୋଭିଡ୍‌-୧୯ ସଙ୍କଟର ମୁକାବିଲା କରିବାରେ ମୋଦି ଅନ୍ୟ ଦୁଇ ଲୋକପ୍ରିୟ ନେତା ଡୋନାଲ୍ଡ ଟ୍ରମ୍ପ୍‌ ଓ ଭ୍ଲାଡିମିର ପୁଟିନଙ୍କଠାରୁ ଆଗରେ ରହିଛନ୍ତି। ଭାରତ ଯଦି କରୋନା ସଙ୍କଟରୁ ମୁକ୍ତ ହୋଇଯାଏ ତେବେ ମୋଦିଙ୍କ ଲୋକପ୍ରିୟତା ଆହୁରି ସୁଦୃଢ଼ ହୋଇଯିବ ବୋଲି କେତେଜଣ ବିଶ୍ଳେଷକ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଗୁଳିରେ ଟଳିଲେ ଶିଖ୍‌ ପୂଜକ

ନୂଆଦିଲ୍ଲୀ, ୧୭ା୧୨: କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କ ସଂଘର୍ଷ ଓ ଦୁର୍ଦ୍ଦଶାରେ ମର୍ମାହତ ହୋଇ ଜଣେ ଶିଖ୍‌ ପୂଜକ...

ହାଇଦ୍ରାବାଦରୁ ଚାଲିଚାଲି ଆସୁଥିବା ଶ୍ରମିକଙ୍କ ରାସ୍ତାରେ ଜୀବନ ଗଲା

  ମାଲକାନଗିରି,୧୩ା୫ (ଡି.ଏନ୍‌.ଏ.): କରୋନା ସାରା ବିଶ୍ୱରେ ଅନେକ ପରିବାରକୁ ଉଜାଡି ଦେଇଛି। ଏଥିରେ ଆକ୍ରାନ୍ତ ହୋଇ ଅନେକଙ୍କ ମୃତ୍ୟୁ ଘଟିଛି। ବେଶି କ୍ଷତିଗ୍ରସ୍ତ ହୋଇଛନ୍ତି...

ଗଞ୍ଜାମରେ ସ୍ଥିତି ଅସମ୍ଭାଳ: ଆକ୍ରାନ୍ତ ସଂଖ୍ୟା ୨୫୦କୁ ଟପିଲା

ଭୁବନେଶ୍ୱର,୧୪।୫(ବ୍ୟୁରୋ): ଗଞ୍ଜାମ ଜିଲାରେ କରୋନା ସ୍ଥିତି ଦିନକୁ ଦିନ ଅସମ୍ଭାଳ ହେବାରେ ଲାଗିଛି। ଗୁରୁବାର ସକାଳେ ରାଜ୍ୟରେ ଆଉ ୭୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।...

କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ୧୬୫ ବିଧାନସଭା ଆସନ ପାଇଁ ମତଦାନ ଜାରି…

ଲକ୍ଷ୍ନୌ/ପଣଜୀ/ଡେରାଡୁନ୍‌,୧୪ା୨: ସୋମବାର ୩ ରାଜ୍ୟର ୧୬୫ ଆସନରେ ମତଦାନ ଆରମ୍ଭ ହୋଇଛି। ସେଥିମଧ୍ୟରେ ଉତ୍ତରପ୍ରଦେଶରେ ଦ୍ୱିତୀୟ ପର୍ଯ୍ୟାୟରେ ୯ ଟି ଜିଲାର ୫୫ ଆସନରେ ଭୋଟିଂ...

ପ୍ରଜାପତି, ୪ ଆଇଏଏସ୍‌ ଅଧିକାରୀଙ୍କ ନାଁରେ ସିବିଆଇ ମାମଲା ରୁଜୁ

ନୂଆଦିଲ୍ଲୀ,୧୧ା୭(ପି.ଟି.): ଉତ୍ତରପ୍ରଦେଶ (ୟୁପି) ଖଣି ଦୁର୍ନୀତି ଘଟଣାରେ ସିବିଆଇ ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ୪ ଜଣ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ମାମଲା ରୁଜୁ...

୧୧ ଦିନ ପରେ ଆରବ ସାଗରରୁ ମିଳିଲା ନିଖୋଜ ପାଇଲଟଙ୍କ ମୃତଦେହ

ନୂଆଦିଲ୍ଲୀ,୭।୧୨-ନଭେମ୍ବର ୨୬ରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଭାରତୀୟ ନୌସେନାର ଏୟାରକ୍ରାଫ୍ଟ MiG-୨୯kର ପାଇଲଟ କମାଣ୍ଡାଣ୍ଟ ନିଶାନ୍ତ ସିଂହଙ୍କ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ୧୧ଦିନ ସର୍ଚ୍ଚ ଅପରେଶନ...

୪୦ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୮।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଦୈନିକ...

କରୋନା ଟେଷ୍ଟ ପାଇଁ ସଂଗ୍ରହ ହେଲା କେଜରିଓ୍ବାଲଙ୍କ ନମୁନା

ନୂଆଦିଲ୍ଲୀ,୯।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ସୋମବାର ଗଳାରେ ଦରଜ ଅନୁଭବ କରିବା ସହ ଜ୍ୱର ଲାଗିବାରୁ ସେ ନିଜକୁ ହୋମ ଆଇସୋଲେଶନରେ ରଖିଥିଲେ। କରୋନା...

Advertisement
Archives

Model This Week