ଭାରତ ସହ ପୁଣି ଡାକସେବା ଆରମ୍ଭ କରିବ ପାକିସ୍ତାନ

ଇସ୍‌ଲାମାବାଦ,୧୯।୧୧: ଭାରତ ସହ ପାକିସ୍ତାନ ପୁଣି ଥରେ ଡାକସେବା ଆରମ୍ଭ କରିବାକୁ ଯାଉଛି। ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ଦୁଇ ଦେଶ ମଧ୍ୟରେ ଡାକସେବାକୁ ବନ୍ଦ କରିଦେଇଥିଲା। ଦୀର୍ଘ ୩ମାସ ପରେ ଏହି ସେବାକୁ ପୁଣି ଚାଲୁ ରଖିବ ବୋଲି ମଙ୍ଗଳବାର ପାକିସ୍ତାନ ଗଣମାଧ୍ୟମରୁ ଜଣାପଡ଼ିଛି। ହେଲେ ଏନେଇ ଏ ପର୍ଯ୍ୟନ୍ତ ଔପଚାରିକ ଘୋଷଣା ହୋଇନାହିଁ। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରକୁ କେନ୍ଦ୍ରଶାସିତ ରାଜ୍ୟ କରାଯିବା ପରେ ଏହାକୁ ନେଇ ପାକିସ୍ତାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲା। ଏହାପରେ ଭାରତ ସହ ପାକିସ୍ତାନ ସମସ୍ତ କୂଟନୈତିକ ସମ୍ପର୍କକୁ ଛିନ୍ନ କରିବା ସହ ଗତ ଅଗଷ୍ଟ ୫ରୁ ଡାକସେବାକୁ ବନ୍ଦ କରିଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଗଜ୍‌ନବୀ’ପରୀକ୍ଷା କଲା ପାକିସ୍ତାନ

ଜମ୍ମୁ-କଶ୍ମୀର ସମ୍ପର୍କିତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପରେ ଭାରତକୁ ବାରମ୍ବାର ଆଣବିକ ଅସ୍ତ୍ର ପ୍ରୟୋଗର ଧମକ ଦେଇ ଯୁଦ୍ଧ ଭୟ ଦେଖାଉଥିବା ପାକିସ୍ତାନ ଶେଷରେ ଏକ...

ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ଭାରତ ପ୍ରେମ: କହିଲେ, ମୋଦି ଅଛନ୍ତି ତ ସବୁ ସମ୍ଭବ

ନ୍ୟୁୟର୍କ, ୧୩।୬: ଭାରତ ଏବଂ ଆମେରିକା ମଧ୍ୟରେ ଆଗକୁ ସମ୍ପର୍କ ଦୃଢ ହେବା ନେଇ ଆଶାବାଦୀ ଅଛନ୍ତି ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍‌ ପୋମପିଓ। ଇଣ୍ଡିଆ...

ଫ୍ରୋଜନ ଫୁଡ ପ୍ୟାକେଟ ଉପରେ ଜୀବନ୍ତ କରୋନା ଭାଇରସ: ଚିନ୍ତାରେ ବିଶେଷଜ୍ଞ

ବେଜିଂ,୧୮ ।୧୦: ପୁଣିଥରେ ଚାଇନାର ଚିନ୍ତା ବଢାଇଛି କରୋନା ଭାଇରସ । ଚାଇନାର ସ୍ୱାସ୍ଥ୍ୟ ପ୍ରାଧିକରଣ କ୍ୱିଙ୍ଗଦାଓ ବନ୍ଦର ସହରରେ ଆୟୋଜିତ ସମୁଦ୍ର ମାଛର ଫ୍ରୋଜନ...

ନିର୍ଣ୍ଣାୟକ ହେବେ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୧ା୧୦: ୨୦୨୦ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ୯ ଝୁଲା ରାଜ୍ୟ ଉପରେ ନିର୍ଭର କରେ। ତେଣୁ ରିପବ୍ଲିକାନ୍‌ ଡୋନାଲ୍ଡ ଟ୍ରମ୍ପ୍‌ ଓ ଡେମୋକ୍ରାଟ ଜୋ...

ଟ୍ରମ୍ପଙ୍କ ନୂଆ ଭିଜା କଟକଣା

ଓ୍ବାଶିଂଟନ, ୨୪ା୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ନୂଆ ଭିଜା କଟକଣା ଲଗାଇଛନ୍ତି। ପ୍ରଚଳିତ ଏଚ୍‌-୧ବି ଭିଜା ସମେତ ଅନ୍ୟ ଭିଜାକୁ ସେ...

ଭାରତକୁ ନେଇ ଚିନ୍ତାରେ ଇମ୍ରାନ୍‌

ଇସ୍‌ଲାମାବାଦ, ୨୯ା୧୦: ପାକିସ୍ତାନରେ ଅସ୍ଥିରତା ସୃଷ୍ଟିକରିବା ଲାଗି ଭାରତ ଆଫଗାନିସ୍ତାନ ମାଟିରୁ ଇସ୍‌ଲାମାବାଦକୁ ଟାର୍ଗେଟ୍‌ କରିପାରେ। ମୋଦି ସରକାର କେବଳ ପାକିସ୍ତାନ ବିରୋଧୀ ନୁହନ୍ତି ବରଂ...

ଇସ୍ରାଏଲ୍‌ରେ ଗଲା କେରଳୀଙ୍କ ଜୀବନ

ଗାଜା ସିଟି,୧୨।୫:ବିବାଦୀୟ ଜେରୁଜେଲମ୍‌କୁ ନେଇ ଉତ୍ତେଜନା ଲାଗିରହିଥିବାବେଳେ ଇସ୍ରାଏଲ୍‌ ଓ ପାଲେଷ୍ଟାଇନ୍‌ର ହମାସ୍‌ ଆତଙ୍କବାଦୀ ମୁହଁ।ମୁହିଁ ହୋଇଛନ୍ତି। ଇସ୍ରାଏଲ୍‌ ପକ୍ଷରୁ ମଙ୍ଗଳବାର ଗାଜା ଉପରେ ଆକାଶମାର୍ଗରୁ...

ମାସ୍କ୍‌ ଭଳି କୋଭିଡ୍‌ ଭାକ୍ସିନ୍‌ ପାସପୋର୍ଟ ଏବେ ହେବ ଜରୁରୀ

ଲଣ୍ଡନ,୨୯।୧୨: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ୨୦୨୧ ବର୍ଷରେ ମାସ୍କ୍‌ ଭଳି କୋଭିଡ୍‌ ଭାକ୍ସିନ୍‌...

Advertisement


Archives

Model This Week