ବିଜେପୁର ଉପନିର୍ବାଚନ: ୩ଟା ସୁଦ୍ଧା ୫୬.୫% ମତଦାନ

ବରଗଡ଼ ଅଫିସ/ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି । ନିର୍ବାଚନମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା ବେଳେ ମତଦାନ ହାର ଧୀରେ ଧୀରେ ବଢ଼ିବାରେ ଲାଗିଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୩ଟା ସୁଦ୍ଧା ୫୬.୫% ମତଦାନ ହୋଇଥିବା ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।
ଏଥର ମୋଟ ୨,୩୨,୨୬୪ଜଣ ମତଦାତା ୫ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ। ମୋଟ ଭୋଟରଙ୍କ ମଧ୍ୟରେ ପୁରୁଷ ଭୋଟରଙ୍କ ସଂଖ୍ୟା ୧,୨୦,୧୩୫ ରହିଛି। ସେହିପରି ମହିଳାଙ୍କ ସଂଖ୍ୟା ୧,୧୨,୧୧୪ ଓ ୧୫ଜଣ ତୃତୀୟ ଲିଙ୍ଗ ମତଦାତା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଛଡ଼ାଇନେଲା ଜୀବିକା

ଖୋର୍ଦ୍ଧା ଅଫିସ,୨୦ା୬: କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। ଏଥିସହ ସପ୍ତାହାନ୍ତ ଶଟ୍‌ଡାଉନ ରହିଛି। ପୂର୍ବରୁ ଲକ୍‌ଡାଉନ ସମୟରେ କେବଳ ୪ଘଣ୍ଟା...

ହାତୀ ଆକ୍ରମଣରେ ୨ ମୃତକ ପରିବାରକୁ ୪ ଲକ୍ଷ ଲେଖାଏ ସହାୟତା

ବଡ଼ଗାଁ,୨୬ା୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବନଖଣ୍ଡ ଅଧୀନରେ ହାତୀ ଉପଦ୍ରବ ପ୍ରତିବର୍ଷ ଦେଖିବାକୁ ମିଳିଥାଏ। ଏଥିଯୋଗୁ ବହୁ ଧନ, ଜୀବନ ହାନି ହୋଇଥାଏ। ଗତବର୍ଷ ହାତୀ...

୧୦ ଦିନ ଧାରଣା ପରେ ମିଳିଲା ନ୍ୟାୟ :୩ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ, ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା।...

ବେଆଇନ ଭାବେ ଟ୍ରେନ୍‌ ଟିକେଟ ବିକ୍ରି, ୭ ଗିରଫ

ଭୁବନେଶ୍ୱର, ୫ା୧୨(ବ୍ୟୁରୋ): ବ୍ୟକ୍ତିଗତ ଆଇଆର୍‌ସିଟିସି ଆକାଉଣ୍ଟରେ ଟିକଟ କାଟି ବିକୁଥିବା ୭ ଜଣ ଏଜେଣ୍ଟଙ୍କୁ ଆର୍‌ପିଏଫ୍‌ ଗିରଫ କରିଛି। ଗତ ମାସ ୨୮ ତାରିଖରୁ ବୁଧବାର...

ଆଜି ହୋଲି : ଗାଁଠୁ ସହର ଯାଏ ସବୁଠି ଉତ୍ସବ ମୁଖର

ଭୁବନେଶ୍ବର,୮।୩(ବ୍ୟୁରୋ): ଆଜି ହେଉଛି ହୋଲି ପର୍ବ। ରଙ୍ଗର ପର୍ବ ହୋଲିକୁ ନେଇ ଗାଁଠୁ ସହର ସବୁଠି ଉତ୍ସବ ମୁଖର। ହିନ୍ଦୁ ପରମ୍ପରା ଅନୁଯାୟୀ ଦୋଳ ପୂର୍ଣ୍ଣିମା...

ମହାନଦୀରେ ଗୋମୁହାଁ କୁମ୍ଭୀର ଆତଙ୍କ ବନ ବିଭାଗ ପକ୍ଷରୁ ପଦକ୍ଷେପ ଦାବି

ଖଣ୍ଡପଡ଼ା,୨୫ା୮(ସ୍ବ.ପ୍ର.)-ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସମୟରେ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟରେ ରହୁଥିବା କେତେକ କୁମ୍ଭୀର ଗଭୀର ଜଳ ସ୍ରୋତରେ ନଦୀର ତଳ ମୁଣ୍ଡକୁ ଚାଲି...

୧୪ ବର୍ଷ ହେଲା ପାଇପ୍‌ ପାଣିରୁ ବଞ୍ଚିତ ୩ ଗାଁ

ବୋଲଗଡ଼,୧୭।୫(ଡି.ଏନ୍‌.ଏ.): ଗ୍ରାମାଞ୍ଚଳରେ ଲୋକେ କିପରି ବିଶୁଦ୍ଧ ପାନୀୟଜଳ ପାଇପାରିବେ, ସେନେଇ ସରକାର ବିଭିନ୍ନ ଯୋଜନା କରିବା ସହ ପଦକ୍ଷେପ ନେଉଛନ୍ତି। ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ...

ପ୍ରସୂତି କକ୍ଷରୁ ନବଜାତ ଶିଶୁ ଗାଏବ ଅଭିଯୋଗ

ମାଥିଲି, ୨୧ା୩ (ଡି.ଏନ.ଏ.):ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ସବ୍‌ଡିଭିଜନ ହସ୍ପିଟାଲର ପ୍ରସୂତି କକ୍ଷରୁ ନବଜାତ ଶିଶୁ ଗାଏବ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା...

Advertisement
Archives

Model This Week