Posted inଜାତୀୟ

ବାତ୍ୟା ବାୟୁର ପ୍ରଭାବ: ସୋମନାଥ ମନ୍ଦିରର ୧୧୫ ଫୁଟ ଉଚ୍ଚ ଶିଖରକୁ ଛୁଇଁଲା ଅଶାନ୍ତ ଜୁଆର

ଅହମ୍ମଦାବାଦ୍‌, ୧୩।୬: ବାତ୍ୟା ବାୟୁ ଗୁଜରାଟ ଉପକୂଳ ସୌରାଷ୍ଟ୍ରରେ ତାଣ୍ଡବ ରଚିଛି। ବାୟୁର ପ୍ରଭାବରେ ଏଠାରେ ସମୁଦ୍ର ଅଶାନ୍ତ ହୋଇ ଉଠିଛି। ଫଳରେ ଜୁଆର ସ୍ଥାନୀୟ ସୋମନାଥ ମନ୍ଦିରର ୧୫୫ ଉଚ୍ଚ ଶିଖରକୁ ଛୁଇଁଥିବା କୁହାଯାଉଛି। ପାହାଡ଼ ଉଚ୍ଚା ଜୁଆର ଦେଖି ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ଉପକୂଳବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛ। ଯେ କୌଣସି ପରିସ୍ଥିତିର ମୁକାବିଲା ପାଇଁ ଉଦ୍ଧାରକାରୀ ଦଳଙ୍କୁ ସଜାଗ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ୩ ମୃତ

ସିଙ୍ଗ୍ରାଉଲି,୨ା୩(ପି.ଟି.): ମଧ୍ୟପ୍ରଦେଶର ସିଙ୍ଗ୍ରାଉଲି ଜିଲାରେ ରବିବାର ଭୋର ସମୟରେ ଦୁଇଟି ମାଲ୍‌ବାହୀ ଟ୍ରେନ୍‌ ମଧ୍ୟରେ ଧକ୍କା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। ଆମ୍‌ଲୋରି ଖଣିରୁ...

ଝିଅ-ପୁଅଙ୍କ ସହ ଆଜି ଭାଜପାରେ ସାମିଲ ହେବେ କ୍ୟାପଟେନ, ଏମ୍‌ପି ପତ୍ନୀ ରହିବେ କଂଗ୍ରେସରେ

ଜଳନ୍ଧର,୧୯ ।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ଦଳ ସୋମବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ବିଲିନ ହୋଇଯିବ । କ୍ୟାପଟେନ ଦିଲ୍ଲୀସ୍ଥିତ ଭାଜପା...

ମମତାଙ୍କୁ ପୁଣି ଲାଗିପାରେ ଝଟ୍‌କା: ଭାଜପାରେ ସାମିଲ ହୋଇପାରନ୍ତି ଟିଏମ୍‌ସିର ୪ ହେଭିୱେଟ

କୋଲକାତା,୩୦ ।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି)କୁ ଝଟ୍‌କା ପରେ ଝଟ୍‌କା ଲାଗି ଚାଳିଛି । ଶନିବାର ପୁଣିଥରେ ଟିଏମ୍‌ସିର ୪...

‘ରାଜୀବ ଗାନ୍ଧୀ କିଶାନ ନ୍ୟାୟ ଯୋଜନା’ ଘୋଷଣା କଲେ ଛତିଶଗଡ଼ ସରକାର

ରାୟପୁର,୨୧।୫:ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କ ୨୯ତମ ଶ୍ରାଦ୍ଧ ଦିବସ ଅବସରରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଗୁରୁବାର ୫,୭୦୦କୋଟି ଟଙ୍କାର ‘ରାଜୀବ ଗାନ୍ଧୀ...

ଏଏପିରେ ମିଶିଲେ ୨ କଂଗ୍ରେସ ନେତା

ନୂଆଦିଲ୍ଲୀ,୧୪ା୧(ପି.ଟି.)- ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଶାସକ ଏଏପି ନିଜ ଶକ୍ତି ବୃଦ୍ଧି କରିବାରେ ଲାଗିଛି। ସୋମବାର ୨ କଂଗ୍ରେସ ନେତା ରାମ୍‌ ସିଂ ନେତାଜୀ...

୯ ହଜାର ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ,୧୬।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛିି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୯ ହଜାର ତଳେ ରହିଛି। ଏହି ସମୟରେ ୮...

ସଂକ୍ରମଣ ଶୀର୍ଷ ଅତିକ୍ରମ କରି ସାରିଛି କେରଳ: ଏମ୍ସ୍‌…

ନୂଆଦିଲ୍ଲୀ,୧୫।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ତୃତୀୟ ଲହର ନେଇ ଆତଙ୍କ ସୃଷ୍ଟି ହୋଇଛି। କେରଳରେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଯୋଗୁ ଦେଶର...

ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଛୁରି ଭୁସି ହତ୍ୟା

ବେଙ୍ଗାଲୁରୁ,୨୧।୨: କର୍ନାଟକର ଶିବମୋଗାରେ ବଜରଙ୍ଗ ଦଳର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଛୁରିରେ ହତ୍ୟା କରାଯାଇଥିଲା। ମୃତ ଯୁବକ ଜଣଙ୍କ ୨୬ ବର୍ଷୀୟ ହର୍ଷ ବୋଲି ଜଣା ପଡିଛି।...

Advertisement
Archives

Model This Week