ପ୍ରଥମଥର ଭୋଟ ଦେବେ ଏହି ଷ୍ଟାର କିଡ୍‌ସ

୧୭ତମ ଲୋକ ସଭା ନିର୍ବାଚନ ପାଇଁ ସମଗ୍ର ଦେଶ ଚଳଚଞ୍ଚଳ ହୋଇଉଠିଛି। ପ୍ରତିବର୍ଷ ନୂଆ ନୂଆ ଭୋଟର ଏଥିରେ ଯୋଡ଼ି ହେଉଛନ୍ତି। ପ୍ରଥମଥର ପାଇଁ ଯେଉଁମାନେ ଭୋଟ ଦେବେ ସେମାନଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଛି। ଏଥିରୁ ବାଦ୍‌ ପଡ଼ିନାହାନ୍ତି ବଲିଉଡ୍‌ ଷ୍ଟାର୍‌ କିଡ୍‌ସ। ମୁମ୍ବାଇରେ ଚଳିତମାସ ୨୯ ତାରିଖରେ ଭୋଟଗ୍ରହଣ ହେବ। ପ୍ରଥମଥର ପାଇଁ କେଉଁ ଷ୍ଟାର କିଡ୍‌ସ ଭୋଟ ଦେବେ ଆସନ୍ତୁ ଜାଣିବା।ସୁହାନା ଖାନ୍‌ : ଶାହାରୁଖ୍‌ଙ୍କ ଝିଅ ସୁହାନାଙ୍କୁ ୧୮ ବର୍ଷ ହୋଇସାରିଛି। ତେଣୁ ସେ ପ୍ରଥମ ଥର ଭୋଟ ଦେବେ।

 

ଖୁସି କପୁର : ବୋନି କପୁରଙ୍କ ଝିଅ ତଥା ଜାହ୍ନବୀଙ୍କ ଭଉଣୀ ଖୁସି ପ୍ରଥମଥର ଭୋଟ ଦେବେ।
ନବ୍ୟା ନନ୍ଦା : ଅମିତାଭ ବଚ୍ଚନଙ୍କ ନାତୁଣୀ ତଥା ଶ୍ୱେତାଙ୍କ ଝିଅ ନବ୍ୟା ପ୍ରଥମ ଥର ଭୋଟ ଦେବେ। ତାଙ୍କୁ ୨୨ ବର୍ଷ ହୋଇସାରିଲାଣି। ସେ ଦିଲ୍ଲୀରେ ରହୁଛନ୍ତି। ସେଠାରେ ସେ ଭୋଟ ଦେବେ।
ଜାହ୍ନବୀ କପୁର : ୨୨ ବର୍ଷୀୟା ଜାହ୍ନବୀ ଆଜିପର୍ଯ୍ୟନ୍ତ ଭୋଟ ଦେଇନାହାନ୍ତି। ଚଳିତବର୍ଷ ସେ ନୂଆ କରି ଭୋଟ ଦେବେ। ପ୍ରଥମ ମତଦାତା ଭାବେ ଭୋଟର ଲିଷ୍ଟରେ ତାଙ୍କ ନାମ ପ୍ରକାଶ ପାଇଛି।
ଇନା ଖାନ୍‌ : ସୁପରଷ୍ଟାର ଅମୀର ଖାନ୍‌ଙ୍କ ଝିଅ ଇରାଙ୍କୁ ବି ୨୨ ବର୍ଷ। ଆଜି ପର୍ଯ୍ୟନ୍ତ ସେ ଭୋଟ ଦେଇନାହାନ୍ତି। ସେ ପ୍ରଥମ ଥର ଭୋଟ ଦେବେ। ସେହିପରି ସଞ୍ଜୟ କପୁରଙ୍କ ଝିଅ, ଶାହାରୁଖ୍‌ଙ୍କ ପୁଅ, ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ପୁଅ ଚଳିତବର୍ଷ ପ୍ରଥମଥର ପାଇଁ ଭୋଟ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଟିଭି ଧାରାବାହିକ ‘Naagin’ ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ଭିତରେ ଦେବୀ ମାତା! ଭିଡିଓ ଭାଇରାଲ୍

ନୂଆଦିଲ୍ଲୀ,୪।୧:  ଜଣାଶୁଣା ଟିଭି ଏବଂ ଚଳଚ୍ଚିତ୍ର ଅଭିନେତ୍ରୀ ସୁଧା ଚନ୍ଦ୍ରନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓଟି ଦେବୀ ଦୁର୍ଗା ପୂଜା...

ବିବାହର ୧୪ବର୍ଷ ପରେ ଅଲଗା ହେଲେ ଜୟ ଭାନୁଶାଳୀ-ମାହି, ପୋଷ୍ଟ ଶେୟାର କରି କହିଲେ କାହାଣୀରେ ଭିଲେନ…

ମୁମ୍ୱାଇ: ପ୍ରସିଦ୍ଧ ଟିଭି ଦମ୍ପତି ଜୟ ଭାନୁଶାଳୀ ଏବଂ ମାହି ଭିଜ ଶେଷରେ ଛାଡପତ୍ର ନେଇଛନ୍ତି। ଜୟ ଭାନୁଶାଳୀ ତାଙ୍କ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଶେୟାର...

ଇତିହାସ ରଚିଲା Dhurandhar: ଟିକସ ଛାଡ଼ ଘୋଷଣା କଲେ…

ମୁମ୍ବାଇ,୨।୧: ଫିଲ୍ମ “ଧୁରନ୍ଧର” ଡିସେମ୍ବର ୫, ୨୦୨୫ରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମଟି ସାରା ବିଶ୍ୱରେ ହିଟ ହୋଇଥିଲା ଏବଂ ବକ୍ସ ଅଫିସରେ ଉଲ୍ଲେଖନୀୟ ପ୍ରଦର୍ଶନ...

୪ ବର୍ଷ ପରେ BTS ର ଧମାକାଦାର ପ୍ରତ୍ୟାବର୍ତ୍ତନ: ଏହିଦିନ ରିଲିଜ୍ ହେବ ନୂଆ ଆଲବମ୍

ନୂଆଦିଲ୍ଲୀ,୨।୧: ବିଶ୍ୱପ୍ରସିଦ୍ଧ କେ-ପପ୍ ବୟ ବ୍ୟାଣ୍ଡ BTS ର ପ୍ରଶଂସକଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ୪ ବର୍ଷର ବ୍ୟବଧାନ ପରେ ଏହି...

ରାଗିକି ପଞ୍ଚମ ହୋଇଗଲେ ଜାଭେଦ ଅଖତର: ଦେଇଦେଲେ ଏମିତି ଧମକ

ପ୍ରବୀଣ ଗୀତିକାର ଜାଭେଦ ଅଖତର ପ୍ରତ୍ୟେକ ପ୍ରସଙ୍ଗରେ ସ୍ପଷ୍ଟ ମତ ରଖିବା ପାଇଁ ଜଣାଶୁଣା। ଅନ୍ୟ ଅନେକ ତାରକାଙ୍କ ପରି, ଆଜିକାଲି ସେ ମଧ୍ୟ ଡିପ୍‌ଫେକ୍‌ର...

ଭିନ୍ନ ଢଙ୍ଗରେ ନୂଆବର୍ଷକୁ ସ୍ବାଗତ କଲେ ବିରାଟ-ଅନୁଷ୍କା, ଫଟୋ ଶେୟାର କରି କହିଲେ ମୋ’ ଜୀବନର…

ମୁମ୍ବାଇ: କ୍ରିକେଟର ବିରାଟ କୋହଲି ତାଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ୨୦୨୫କୁ ବିଦାୟ ଦେବା ସମୟରେ ଏକ ବିଶେଷ ମୁହୂର୍ତ୍ତକୁ ଶେୟାର କରି ଏକ...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri