ପଡିଆପଶି-ବନ୍ଧାଣୀ ପୋଲ ଧସିଲା : ବ୍ୟାପକ ଫସଲ ନଷ୍ଟ

ତେଲକୋଇ, ୧।୯(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ କରମଙ୍ଗୀ ପଞ୍ଚାୟତ ଅଧୀନର ପଡିଆପଶି-ବନ୍ଧାଣୀଆ ରାସ୍ତା ମଝିରେ ପୋଲ ଭୁଶୁଡ଼ି ପଡିଛି। ଏଥଯୋଗୁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ତଳ ମୁଣ୍ଡରେ ଥିବା ରବି ମହାନ୍ତ, ନିର୍ମଳ ମହାନ୍ତ, କୀର୍ତ୍ତନ ମହାନ୍ତ, ସୀତା ସୋରେନଙ୍କ ବ୍ୟାପକ ଚାଷ ଜମି ନଷ୍ଟ ହେବା ନେଇ ତହସିଲ ଅଫିସରେ ଅଭିଯୋଗ ହୋଇଛି । ଉକ୍ତ ରାସ୍ତାକୁ ସଂଯୋଗ କରୁଥିବା ପୁରୁଜୋଡା, ରାଇସୁଆଁ ଓ ବିମଳା ପଞ୍ଚାୟତ ଲୋକେ ଯାତାୟାତରେ ହଇରାଣ ହେଉଛନ୍ତି। ଉକ୍ତ ପୋଲ ୬ ମାସ ପୂର୍ବରୁ ଏମଜିଏନଆରିଜିଏସ ଯୋଜନାରେ ନିର୍ମାଣ କରାଯାଇଥିଲା। ଏତେ କମ୍‌ ଦିନରେ ପୋଲଟି ଭୁଶୁଡ଼ି ପଡ଼ିବାରୁ ଏହାର ନିର୍ମାଣ କାର୍ଯ୍ୟ ନିମ୍ନମାନର କରାଯାଇଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏସମ୍ପର୍କରେ ବିଡିଓ ଦିଲୀପ କୁମାର ବାରାଙ୍କୁ ପଚାରିବାରୁ ଏହାର ତଦନ୍ତ କରାଯାଇ ପୋଲ ମରାମତି ପାଇଁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା କଟକଣା ମଧ୍ୟରେ ଶିବ-ପାର୍ବତୀଙ୍କ ବିବାହ ସମ୍ପନ୍ନ

କେନ୍ଦୁଝର,୧୬ା୬(ସ୍ବ.ପ୍ର.): କରୋନା କଟକଣା ଭିତରେ ନିରାଡ଼ମ୍ବର ଭାବରେ ଶିବ ପାର୍ବତୀଙ୍କ ବିବାହ ବିଭିନ୍ନ ଶୈବପୀଠରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ସହର ବଡ଼ଶାସନରେ ଥିବା ସର୍ବ ପୁରାତନ...

ତେଲ୍‌ ନଦୀ ପୋଲ ଉପରେ ୩ ଫୁଟର ବନ୍ୟାଜଳ

ପାଟଣା,୨୦।୮(ସ୍ବ.ପ୍ର.): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ପାଟଣା-ସାହାରପଡ଼ା ବ୍ଲକ ଦେଇ ପ୍ରବାହିତ ହେଉଥିବା ବିଭିନ୍ନ ନଦୀ ଓ ଶାଖା ନଦୀଗୁଡିକରେ ଜଳସ୍ତର ବୃଦ୍ଧି ପାଇଛି। ସାହାରପଡ଼ା...

ଟିଉସନ କରିବା ବେଳେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ; ଅପହରଣ ପରେ ବଳାତ୍କାର ଅଭିଯୋଗରେ ବାନ୍ଧିଲା ପୋଲିସ

ପାଟଣା,୨୯।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୧୫ ବର୍ଷର ନାବାଳିକାଙ୍କୁ ପ୍ରେମଜାଲରେ ଫସାଇ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗରେ ପାଟଣା ପୋଲିସ...

ବନ କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ବାରିପଦା ଅଫିସ,୧୨।୧୨: ବାରିପଦା ହାତୀ ଶିକାର ଘଟଣାକୁ ନେଇ ତିନି ଜଣ ବନ କର୍ମଚାରୀ ନିଲମ୍ବିତ ହେବା ଘଟଣା ପରେ ପୁଣି ଚର୍ଚ୍ଚା ଘେରକୁ ଆସିଛି...

ରାତି ଅଧରେ ଟଙ୍କା ବାଣ୍ଟୁଥିବା କର୍ମୀଙ୍କୁ ଥାନାକୁ ଆଣିବାକୁ ଯାଇ ପୋଲିସ ହଟହଟା

ପାଟଣା,୧୭ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ୨୧ ନମ୍ବର ଜିଲା ପରିଷଦ ଅନ୍ତର୍ଗତ କଣ୍ଟିଆପଡ଼ା ପଞ୍ଚାୟତ ବଲାଣିପଶି ଗାଁରେ ବୁଧବାର ରାତି ଅଧରେ ରାଜନୈତିକ ହଟଚମଟ...

୪୦ ଲିଟର ମଦ ଜବତ, ୨ ମହିଳା ଗିରଫ

ପାଟଣା,୨ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଅବକାରୀ ଅଧିକ୍ଷକ ନାରାୟଣ ମେହେରଙ୍କ ନିର୍ଦ୍ଦେଶ କ୍ରମେ ପାଟଣା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ୪୦...

ଥମୁନି ହାତୀ ଉପଦ୍ରବ: ମଞ୍ଚାରେ କଟୁଛି ରାତି

କେନ୍ଦୁଝର,୧୪।୮( ସ୍ବ.ପ୍ର.)-ଦିନରେ କଠିନ ପରିଶ୍ରମ ଓ ରାତିରେ ହାତୀ ପାଇଁ ଉଜାଗର । ଏଭଳି କଷ୍ଟ ଯନ୍ତ୍ରଣାରେ ଗରିବ ଚାଷୀ ମାନେ ଦିନ ଓ ରାତି...

କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ଦାବି

କେନ୍ଦୁଝର, ୧।୧(ସ୍ବ.ପ୍ର.) କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ଓ ଅନ୍ୟାନ୍ୟ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ...

Advertisement
Archives

Model This Week