Posted inଜାତୀୟ

ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ପାଇଁ ତୁରନ୍ତ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କରିବ କଂଗ୍ରେସ

ନୂଆଦିଲ୍ଲୀ,୨୩।୫: ତ୍ରିଶଂକୁ ଫଳାଫଳ ହେଲେ ସରକାର ଗଠନ ଲାଗି ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିବ ବୋଲି ସୂଚନା ମିଳିଛି। ଏନ୍‌ଡିଏକୁ ଯଦି ବହୁମତ ନ ମିଳିଲା ତେବେ କଂଗ୍ରେସ ତୁରନ୍ତ ଏହି ପଦକ୍ଷେପ ନେବ। ସୂଚନାଯୋଗ୍ୟ, କଂଗ୍ରେସର ପରାମର୍ଶଦାତା ଅହମ୍ମଦ ପଟେଲ ଓ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଙ୍ଗଭି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଘରେ ଏକ ଗୋପନୀୟ ବୈଠକରେ ଏହି ନିଷ୍ପତ୍ତି ନେଇଥିବା ବିଶେଷ ସୂତ୍ରରୁ ଜଣାପଡିଛି। ଏହାପରେ କଂଗ୍ରେସ ପ୍ରଥମେ ରାଷ୍ଟ୍ରପତିଙ୍କ ନିକଟରେ ପହଞ୍ଚିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଶତାଧିକ ଗାଡ଼ି ପୋଡ଼ି ପାଉଁଶ…

ନୂଆଦିଲ୍ଲୀ, ୮।୬ : ଦିଲ୍ଲୀର ଜାମିଆ ନଗର ସ୍ଥିତ ପାର୍କିଂ ସ୍ଥଳରେ ଅଗ୍ନିକାଣ୍ଡ ଘଟିଛି। ଫଳରେ ଶତାଧିକ ଗାଡ଼ିରେ ନିଆଁ ଲାଗିଯାଇଛି। ଜଳି ଯାଇଥିବା ଗାଡ଼ିଗୁଡ଼ିକ...

ସାମ୍ବିଧାନିକ ବ୍ୟବସ୍ଥାକୁ ସୁଦୃଢ଼ କରିଥାଏ ନ୍ୟାୟପାଳିକା: ମୋଦି

ନୂଆଦିଲ୍ଲୀ, ୬।୨: ସାମ୍ବିଧାନିକ ବ୍ୟବସ୍ଥାକୁ ସୁରକ୍ଷା ଯୋଗାଇ ଦେବା ଏବଂ ସୁଦୃଢ଼ କରିବା କ୍ଷେତ୍ରରେ ନ୍ୟାୟପାଳିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ଦ୍ୱାରା ନାଗରିକ...

ଦିଲ୍ଲୀ ମେଟ୍ରୋରେ ଯାତ୍ରା କଲା ମାଙ୍କଡ଼

ନୂଆଦିଲ୍ଲୀ,୨୦।୬: ଦିଲ୍ଲୀ ମେଟ୍ରୋ ଟ୍ରେନରେ ଅନ୍ୟ ଯାତ୍ରୀଙ୍କ ସହ ଯାତ୍ରା କରୁଛି ଏକ ମାଙ୍କଡ଼। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ଡଙ୍ଗାରେ ବର ପାଣିରେ ବରଯାତ୍ରୀ: ବନ୍ୟା ବିଭିଷୀକାରେ ହେଉଛି ଏଭଳି ବିବାହ

ପାଟନା,୧୧।୮: ଗୋଟିଏ ପଟେ କରୋନା ଦେଶର ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ଅନ୍ୟପଟେ ବନ୍ୟା ଦାଉ ସାଧୁଛି। ବିହାର ଏହି ସମୟରେ ବନ୍ୟା ଘେରରେ ରହିଛି। ରାଜ୍ୟର...

ପୂର୍ବତନ କେନ୍ଦ୍ରମନ୍ତୀ ରଘୁବଂଶ ପ୍ରସାଦ ସିଂଙ୍କ ପରଲୋକ

ନୂଆଦିଲ୍ଲୀ,୧୩ ।୯: ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂଙ୍କର ରବିବାର ଦିଲ୍ଲୀ ସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ରେ ପରଲୋକ ହୋଇଛି ।...

ତେଲଙ୍ଗାନାରେ ପୁଣି ୧୪ ଦିନ ବଢ଼ିବ ଲକ୍‌ଡାଉନ୍‌

ହାଇଦ୍ରାବାଦ,୭।୪: ଭାରତରେ ଲକ୍‌ଡାଉନ୍‌ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ଲାଗୁ କରାଯାଇଥିବା ବେଳେ ପରିସ୍ଥିତିକୁ ଦେଖି ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବାର ସମ୍ଭାବନା ରହିଛି। ହେଲେ...

ମମତାଙ୍କ ବଡ ବୟାନ, ଟିଏମସି ଏକେଲା ଲଢିବ ଲୋକ ସଭା ନିର୍ବାଚନ

କୋଲକାତା,୩ ।୩: ଆସନ୍ତା ୨୦୨୪ ଲୋକ ସଭା ନିର୍ବାଚନକୁ ନେଇ ବିରୋଧି ଏକାଠି ହେଉଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ଅଧ୍ୟକ୍ଷ ଏହାକୁ ଏକ...

ଗୋଟିଏ ଦିନ ପାଇଁ ଜିଲାପାଳ ଆସନରେ ବସିଲେ ଆନ୍ଧ୍ରପ୍ରଦେଶର ଦ୍ୱାଦଶ ଶ୍ରେଣୀ ଛାତ୍ରୀ

ଅମରାବତୀ,୧୨ ।୧୦: ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ ଅବସରରେ ଦ୍ୱାଦଶ ଶ୍ରେଣୀର ଜଣେ ଛାତ୍ରୀଙ୍କୁ ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ଜିଲାପାଳ ଭାବେ ନିଯୁକ୍ତି ମିଳିଛି । ରାଜ୍ୟପାଳ...

Advertisement
Archives

Model This Week