Posted inଜାତୀୟ

ଜୟପୁର ବୋମା ବିସ୍ଫୋରଣ ମାମଲା: ୪ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡାଦେଶ

ନୂଆଦିଲ୍ଲୀ,୨୦।୧୨: ରାଜସ୍ଥାନ ଜୟପୁର ବୋମା ବିସ୍ଫୋରଣ ମାମଲାର ଦୀର୍ଘ ୧୧ ବର୍ଷ ପରେ ୪ ଦୋଶୀଙ୍କୁ ଫାଶୀ ଦଣ୍ଡ ମିଳିଛି। ସ୍ପେଶାଲ କୋର୍ଟର ବିଚାରପତି ଅଜୟ କୁମାର ଶର୍ମା ୪ ଦୋଷୀଙ୍କୁ ଫାଶୀଦଣ୍ଡାଦେଶ ଦେଇଛନ୍ତି। ଦୀର୍ଘ ୧୧ ବର୍ଷ ପରେ ଏହି ରାୟ ପ୍ରକାଶ ପାଇଥିବା ବେଳେ ଏହାକୁ ଅନେକ ସ୍ବାଗତ କରିଛନ୍ତି। ସୂଚନାଯୋଗ୍ୟ, ୨୦୦୮, ମେ ୧୩ରେ ହୋଇଥିବା ସିରିଏଲ ବୋମା ବିସ୍ଫୋରଣରେ ପ୍ରାୟ ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮୩ ଆହତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରକୁ ପୁଣି ଝଟ୍‌କା, ଏବେ ଔଷଧ ପ୍ରକଳ୍ପ ବି ହାତରୁ ଗଲା…

ମୁମ୍ବାଇ, ୧୫।୯ : ମହାରାଷ୍ଟ୍ର ହାତରୁ ସେମିକଣ୍ଡକ୍ଟର କାରଖାନା ଗୁଜୁରାଟକୁ ଯିବା ପରେ ଏବେ ପୁଣି ବଡ଼ ଝଟ୍‌କା ଲାଗିଛି। ଶିବସେନା ନେତା ଆଦିତ୍ୟ ଠାକରେ...

କଙ୍ଗନାଙ୍କୁ ଧନ୍ୟବାଦ ଦେଲେ ଆଶା ଦେବୀ

ନୂଆଦିଲ୍ଲୀ,୨୩।୧: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ନିର୍ଭୟାଙ୍କ ମା’ ଆଶା ଦେବୀ ଧନ୍ୟବାଦ ଜଣାଇଛନ୍ତି। ଆହୁରି ମଧ୍ୟ ସେ କଙ୍ଗନାଙ୍କୁ ସମର୍ଥନ କରନ୍ତି ବୋଲି କହିଛନ୍ତି।...

ଭାରତୀୟ ସେନାର କଡା ଜବାବ ପରେ ଠିକଣା ବଦଳାଇଲେ ପାକ୍‌ ଆତଙ୍କବାଦୀ

ଶ୍ରୀନଗର,୨୨।୧୦: ଉତ୍ତର କଶ୍ମୀରର କୁପଓ୍ବାଡା ଜିଲା ନିକଟରେ ଥିବା ସୀମାରେ ପାଖାପାଖି ଶହେ ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ପାଇଁ ଅପେକ୍ଷା ରଖିଥିଲେ। ଏମାନେ କଶ୍ମୀରରେ...

ଅସହାୟଙ୍କୁ ଆଇନ ସେବା ସୁନିଶ୍ଚିତ ଲକ୍ଷ୍ୟ

ଭାରତରେ ସବୁ ନାଗରିକଙ୍କୁ ଯେପରି ଭାବେ ନିରପେକ୍ଷ ଆଇନ ସେବା ମିଳିପାରିବ ତାକୁ ସୁନିଶ୍ଚିତ କରିବା ସହ ଏହା ସମ୍ପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟିକରିବା...

ବିବାହ ପାଇଁ ପ୍ରପୋଜ୍‌ କରିବା ପୋକ୍ସୋ ଅନ୍ତର୍ଗତ ଯୌନ ନିର୍ଯାତନା ନୁହେଁ, ହାଇକୋର୍ଟଙ୍କ ରାୟ…

କୋଲକାତା,୨।୧୨: ଜଣେ ନାବାଳିକାଙ୍କ ଓଢ଼ଣୀ ଟାଣିବା, ହାତ ଟାଣିବା ଏବଂ ବିବାହ ପାଇଁ ପ୍ରପୋଜ୍‌ କରିବା ପୋକ୍ସୋ ଆକ୍ଟ ଅନ୍ତର୍ଗତ ଯୌନ ନିର୍ଯାତନା ନୁହେଁ। କୋଲକାତା...

୫୬ ଇଞ୍ଚର ଛାତି ଏବେ କେଉଁଠି? ତଓ୍ବାଙ୍ଗ ପ୍ରସଙ୍ଗରେ ସରକାର ମିଛ କହୁଥିବା ଅଭିଯୋଗ ଆଣିଲେ ଓଓ୍ବାଇସି

ନୂଆଦିଲ୍ଲୀ,୧୯।୧୨: ଅରୁଣାଚଳ ପ୍ରଦେଶର ତଓ୍ବାଙ୍ଗରେ ଚାଇନା ସୈନିକ ଏବଂ ଭାରତୀୟ ଯବାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି।...

ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷିତ ରଖିବାକୁ ହେବ

ନୂଆଦିଲ୍ଲୀ,୯ା୪(ପି.ଟି.): କରୋନା ମହାମାରୀ ବିରୋଧୀ ଲଢ଼େଇରେ ଡାକ୍ତର ଓ ସ୍ବାସ୍ଥ୍ୟସେବା କର୍ମଚାରୀମାନେ ହେଉଛନ୍ତି ଯୋଦ୍ଧା। ସେମାନଙ୍କୁ ସୁରକ୍ଷିତ ରଖିବାକୁ ହେବ ବୋଲି ସୁପ୍ରିମକୋର୍ଟ ବୁଧବାର କେନ୍ଦ୍ର...

୨୦ ବର୍ଷ ଜେଲରେ ରହିବା ପରେ ନିର୍ଦ୍ଦୋଷ ସାବ୍ୟସ୍ତ ହେଲେ ବଳାତ୍କାର ଅଭିଯୁକ୍ତ

ଲଳିତପୁର,୨୩।୨: ବିନା ଦୋଷରେ ଜଣେ ଲୋକଙ୍କୁ ୨୦ ବର୍ଷ ଜେଲରେ ବିତାଇବାକୁ ପଡ଼ିଛି। ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଲଳିତପୁରରେ ଘଟିଛି। ୧୬ ବର୍ଷ...

Advertisement
Archives

Model This Week