ଜେଇଇ ଆଡଭାନ୍ସରେ ଆକାଶ ଛାତ୍ରୀଛାତ୍ରଙ୍କ ସଫଳତା

ଭୁବନେଶ୍ୱର,୧୫-୬:ଚଳିତ ବର୍ଷର ଜେଇଇ ଆଡଭାନ୍ସରେ ଆକାଶ କୋଚିଂ ପ୍ରତିଷ୍ଠାନର ଛାତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ସର୍ବଭାରତୀୟ ର଼୍ୟାଙ୍କ ୫୧ ସହ ପ୍ରତିଷ୍ଠାନର ଛାତ୍ର ସାୟନ୍ତନ ଧର ଓଡ଼ିଶା ଟପ୍ପର ହୋଇଛନ୍ତି। ସେହିଭଳି ଆକାଶ ଆଇଆଇଟି ଜେଇଇର ସର୍ବଭାରତୀୟ ର଼୍ୟାଙ୍କ ୫୮ରେ ଶିବାଶିଷ ନାୟକ, ୮୩ତମ ର଼୍ୟାଙ୍କରେ ପ୍ରତୀକ ଚୌଧୁରୀ ରହିଛନ୍ତି। ସର୍ବଭାରତୀୟ ୧୦୦ ର଼୍ୟାଙ୍କ ମଧ୍ୟରେ ଓଡ଼ିଶାର ୩ ଛାତ୍ରୀଛାତ୍ର ସ୍ଥାନିତ ହୋଇଥିବା ବେଳେ ଏହା ୧୫ ବର୍ଷ ମଧ୍ୟରେ ପ୍ରଥମ ବୋଲି ଭୁବନେଶ୍ୱର ଆକାଶ ଆଇଆଇଟି-ଜେଇଇର ନିର୍ଦ୍ଦେଶକ ଏ.ବି.ସିଂ ସୂଚନା ଦେଇଛନ୍ତି। ସେହିଭଳି କ୍ୟାଟେଗୋରୀ-୬ ର଼୍ୟାଙ୍କରେ ଥିବା ଜ୍ଞାନ ପ୍ରକାଶ ବେରିଆ ଆକାଶ ଜେଇଇରେ ପଠନରତ ଥିଲେ ବୋଲି ସେ ସୂଚନା ଦେଇଛନ୍ତି। ସାୟନ୍ତନ ଆଇଆଇଟି ଖଡଗପୁର ଜୋନରେ ୫ମ ସ୍ଥାନରେ ରହିଛନ୍ତି। ଏ.ବି.ସିଂଙ୍କ ତତ୍ତ୍ୱାବଧାନରେ ପରିଚାଳିତ ଉକ୍ତ ପ୍ରତିଷ୍ଠାନର ଛାତ୍ରୀଛାତ୍ର ନିଟ୍‌ ,ଏମ୍ସ ଏବଂ ଜେଇଇ ମେନ୍‌ ଏବଂ ଆଡଭାନ୍ସରେ ପ୍ରଦର୍ଶନଧାରା ଉନ୍ନତ ରହିଥିବା ପ୍ରତିଷ୍ଠାନ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରିଲାଏନ୍ସ ଡିଜିଟାଲରେ ‘ଡିଜିଟାଲ ଇଣ୍ଡିଆ ସେଲ୍‌’

ନୂଆଦିଲ୍ଲୀ,୨୩।୧: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ରିଲାଏନ୍ସ ଗ୍ରୁପ ସହଯୋଗୀ କମ୍ପାନୀ ରିଲାଏନ୍‌ସ ଡିଜିଟାଲ୍‌ ପକ୍ଷରୁ ଚଳିତ ନବ ବର୍ଷ ଓ ସାଧାରଣତନ୍ତ୍ର ଦିବସ...

ବିଓବି ପକ୍ଷରୁ ‘ଡିଜିଟାଲ ଋଣ’କର୍ମଶାଳା

ନୂଆଦିଲ୍ଲୀ,୧୪।୨: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ପକ୍ଷରୁ ନିକଟରେ ଏକ ଜାତୀୟ ସ୍ତରର କର୍ମଶାଳା ‘ଅଖିଳ ଭାରତୀୟ ହିନ୍ଦୀ ସମ୍ମିଳନୀ’ ପଞ୍ଜାବର ଅମୃତସରଠାରେ ଆୟୋଜିତ ହୋଇଯାଇଛି।...

ଡ୍ରିମ୍‌ସ ପଲିଟେକ୍‌ନିକକୁ ଏନ୍‌ବିଏ ମାନ୍ୟତା

କଟକ,୬।୨: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍‌ସ ଗ୍ରୁପ୍‌ର ସହଯୋଗୀ ଅନୁଷ୍ଠାନ ଡ୍ରିମ୍‌ସ ପଲିଟେକ୍‌ନିକକୁ ନିକଟରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ନ୍ୟାଶନାଲ...

ଜେଟ୍‌ ଏୟାରଓ୍ବେଜ୍‌ରେ ଇସ୍ତଫା ଦୌଡ

ନୂଆଦିଲ୍ଲୀ,୧୫-୫: ଘରୋଇ ବିମାନ କମ୍ପାନୀ ଜେଟ୍‌ ଏୟାରଓ୍ବେଜ୍‌ର ପୁନଃକାର୍ଯ୍ୟକ୍ଷମ ହେବା ଆଶା ପ୍ରାୟ ଶେଷ ହୋଇଯିବା ପରେ ଟପ୍‌ ମ୍ୟାନେଜମେଣ୍ଟ ଅଧିକାରୀଙ୍କ ମଧ୍ୟରେ ନୈରାଶ୍ୟ ଖେଳିଯାଇଛି।...

ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୫ା୩: ଆକ୍ସିସ ମ୍ୟୁଚୁଆଲ ଫଣ୍ଡର ନୂତନ ଉତ୍ପାଦ ‘ଆକ୍ସିସ ଏସ୍‌ ଆଣ୍ଡ ପି ୫୦୦ଇଟିଏଫ୍‌ ଫଣ୍ଡ ଅଫ୍‌ ଫଣ୍ଡ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି...

ନିଯୁକ୍ତି କ୍ଷେତ୍ର ଚଳଚଞ୍ଚଳ, ମାର୍ଚ୍ଚରେ ୬ ପ୍ରତିଶତ ବୃଦ୍ଧି, ମୁମ୍ବାଇ-କୋଏମ୍ବାଟୁରରେ ଅଧିକ…

ନୂଆଦିଲ୍ଲୀ, ୧୯।୪ : ଏକ ରିପୋର୍ଟ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବା ପରେ ଅର୍ଥନୈତିକ କାର୍ଯ୍ୟକଳାପରେ ଉନ୍ନତି ଘଟିଛି। ଏହା ସହିତ,...

ବିଦେଶକୁ ଖସିପାରିଲେନି ନରେଶ ଗୋୟଲ

ମୁମ୍ବାଇ,୨୬-୫: ଜେଟ୍‌ ଏୟାରଓ୍ବେଜ୍‌ ପ୍ରତିଷ୍ଠାତା ନରେଶ ଗୋୟଲ ଓ ତାଙ୍କ ସ୍ତ୍ରୀ ଅନୀତା ଗୋୟଲ ବିଦେଶ ଖସିଯିବାକୁ ଉଦ୍ୟମ କରି ବିଫଳ ହୋଇଛନ୍ତି। ଶନିବାର ଗୋୟଲଙ୍କ...

ବଢିବନି ପୋଷାକ ଦର

ନୂଆଦିଲ୍ଲୀ,୩୧।୧୨: ଉଦ୍ୟୋଗୀ ଓ ରାଜ୍ୟ ସରକାରଙ୍କ ବିରୋଧ ପରେ କେନ୍ଦ୍ର ସରକାର କପଡ଼ା ଓ ଜୋତା ଉପରେ ୫ରୁ ୧୨ ପ୍ରତିଶତ ଜିଏସ୍‌ଟି ବୃଦ୍ଧି ନିଷ୍ପତ୍ତିକୁ...

Advertisement
Archives

Model This Week