Posted inଫୁରସତ

ବୟଫ୍ରେଣ୍ଡ୍‌ ନ ଥିଲେ ଚିନ୍ତା କରନ୍ତୁନି, ଏକଲାପଣ ଦୂର କରିବ ‘ବୟଫ୍ରେଣ୍ଡ୍‌ ହଗ୍‌ ସ୍ପିକର୍ସ’

ବୟଫ୍ରେଣ୍ଡ୍‌ ନ ଥିଲେ ଆଦୌ ଚିନ୍ତା କରନ୍ତୁନି। ଏକଲାପଣ ଦୂର କରିବା ପାଇଁ ଜାପାନର ଏକ ଭିଡିଓ ଗେମ୍‌ କମ୍ପାନୀ ‘ଲେବଲ-୫’ ଓତୋମେ ୟୁଶା ସହିତ ମିଶି ନକଲି ବୟଫ୍ରେଣ୍ଡ୍‌ ପ୍ରସ୍ତୁତ କରିଛି। ଯୁବତୀମାନେ ଏହି ନକଲି ବୟଫ୍ରେଣ୍ଡ୍‌ର ବାହୁବନ୍ଧନରେ ବାନ୍ଧି ହୋଇ ଟେନ୍‌ସନ୍‌ ଦୂର କରିପାରିବେ। ଏହାକୁ ଯେଉଁ ସ୍ଥାନକୁ ଚାହିଁବେ ସାଙ୍ଗରେ ନେଇ ଯାଇପାରିବେ। ଯେପରିକି ରେଷ୍ଟୁରାଣ୍ଟ, ଶପିଂ ମଲ୍‌, କାଫେ କିମ୍ବା ସିନେମା ହଲ୍‌। ଏହି ପ୍ରଡକ୍ଟର ନାଁ ହେଲା ‘ବୟଫ୍ରେଣ୍ଡ୍‌ ହଗ୍‌ ସ୍ପିକର୍ସ’। ଦୁଇ ବାହୁ ବିଶିଷ୍ଟ ଏହି ନକଲି ବୟଫ୍ରେଣ୍ଡ ଏକ ଧଳା ରଙ୍ଗର ତକିଆ ସଦୃଶ। ଆରାମ ଲାଗିବା ପାଇଁ ଦୁଇ ବାହୁରେ ବ୍ଲୁ ଟୁଥ୍‌ ସ୍ପିକର ଲାଗିଛି। କୋଳେଇ ନେଲେ ମ୍ୟୁଜିକ୍‌ ବାଜିଉଠିବ।

ଏହି ‘ବୟଫ୍ରେଣ୍ଡ୍‌ ସ୍ପିକର’ ପାଇବା ଏତେ ସହଜ ନୁହେଁ। କମ୍ପାନୀ ପକ୍ଷରୁ ଟୁଇଟ୍‌ରରେ ଏକ ପ୍ରତିଯୋଗିତା କରାଯାଉଛି। ଏଥିରେ ଯେଉଁ ପ୍ରତିଯୋଗୀଙ୍କ ନାମ ଅଗଷ୍ଟ ୯ ପୂର୍ବରୁ ବିଜେତା ଘୋଷଣା କରାଯିବ ତାଙ୍କୁ ଏହି ସ୍ପିକର ପ୍ରଦାନ କରାଯିବ। ଖାଲି ଯୁବତୀଙ୍କ ପାଇଁ ନୁହେଁ ଯୁବକଙ୍କ ପାଇଁ ମଧ୍ୟ ଏପରି ‘ଗାର୍ଲଫ୍ରେଣ୍ଡ୍‌ ସ୍ପିକର’ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri