କେମିତି ବାନ୍ଧିବେ ଦୋଳି

ଦୋଳି ଖେଳିବାକୁ ସମସ୍ତଙ୍କୁ ଭଲ ଲାଗେ। କେହି ନିଜ ଘରେ ଦୋଳି ଲଗାଉଥିବାବେଳେ ଆଉ କେହି ସ୍ଥାୟୀ ଦୋଳି ବ୍ୟବସ୍ଥା ଥିବା ପାର୍କ କିମ୍ବା ଅନ୍ୟ
ସ୍ଥାନକୁ ଯାଇଥାନ୍ତି। ଯଦି ଆପଣ ନିଜର ସଉକ ଅବା ଘରର ସୌନ୍ଦର୍ଯ୍ୟ
ପାଇଁ ଦୋଳି ଲଗାଉଛନ୍ତି ତେବେ ଜାଣନ୍ତୁ ସେ ନେଇ କିଛି ଟିପ୍ସ…

ଉଭୟ ଘର ଓ ଘର ବାହାରେ ଯଥା ବାଲ୍‌କୋନି କିମ୍ବା ଲନ୍‌ରେ ଲଗାଯାଉଥିବା ଦୋଳିର ଖୁବ୍‌ ଡିମାଣ୍ଡ ରହିଛି। ଘର ଭିତରେ ଲଗାଇବା ଲାଗି ଆପଣ ଟ୍ରାଡିଶନାଲ କାଠଦୋଳି ଆଣିପାରିବେ। ଆପଣ ଚାହିଁଲେ ବେତ କିମ୍ବା ଝୋଟ ଦୋଳି ବି ଲଗାଇପାରିବେ।
ଡେକୋରେଟିଭ୍‌ ସିଲ୍‌ଭର ପ୍ଲେଟେଡ୍‌ ଆଇରନ ଦୋଳି ଲଗାଇପାରିବେ।
ଇଣ୍ଟେରିୟରକୁ ଦେଖି ଏମିତି ସ୍ଥାନରେ ଦୋଳି ଲଗାନ୍ତୁ, ଯେଉଁଠାରେ ଆପଣ କିଛି ସମୟ ବସି ରିଲାକ୍ସ ହୋଇପାରିବେ। ଏଥିପାଇଁ ବାଲ୍‌କୋନି ବେଶି ଭଲ।
ମାର୍କେଟରେ ବିଭିନ୍ନ ଆକର୍ଷଣୀୟ ଡିଜାଇନ୍‌ର ଦୋଳି ବିକ୍ରି ହେଉଛି। ଯାହାକି ମୁଖ୍ୟତଃ ୭ରୁ ୯ ଫୁଟ ଉଚ୍ଚତାବିଶିଷ୍ଟ ଛାତ ପାଇଁ ପ୍ରସ୍ତୁତ କରାଯାଉଛି। ଯଦି ଆପଣଙ୍କ ଛାତର ଉଚ୍ଚତା ଏହାଠାରୁ ଅଧିକ ତେବେ ସେହି ହିସାବରେ ଆପଣ ଏକ୍ସଟ୍ରା କଡ଼ି ଲଗାଇପାରିବେ।
ଦୋଳି ଲଗାଇବା ପାଇଁ ବିଭିନ୍ନ ଡିଜାଇନର ଲୁହା ଷ୍ଟାଣ୍ଡ ମିଳୁଛି। ଆପଣଙ୍କ ବଜେଟ ଅନୁଯାୟୀ ଏହାକୁ କିଣି ଘରର ଲୁକ୍‌କୁ ଆହୁରି ଆକର୍ଷଣୀୟ କରିପାରିବେ।
ଅଧିକ ଉଚ୍ଚା କିମ୍ବା ନୀଚା ନ କରି ତଳଠାରୁ ୩ରୁ ୪ ଫୁଟ ଉଚ୍ଚରେ ହିଁ ଲଗାନ୍ତୁ। ବସିବାକୁ ଆରାମ ଲାଗିବ।
କାଠ, ଝୋଟ, ବେତର ଦୋଳି ଲଗାନ୍ତୁ ନାହିଁ। କାରଣ ବର୍ଷା ସଂସ୍ପର୍ଶରେ ଆସି ଏହା ନଷ୍ଟ ହୋଇଯାଏ। ବରଂ ଲୁହା ଦୋଳି ଏଥିପାଇଁ ଭଲ। ମନେରଖନ୍ତୁ ଏହାକୁ ଲଗାଇବା ପୂର୍ବରୁ ଭଲଭାବେ ପେଣ୍ଟ୍‌ କରନ୍ତୁ। ନଚେତ୍‌ ଏଥିରେ କଳଙ୍କି ଲାଗିବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ତ୍ରୀଙ୍କ ଅନୁମତି ବିନା ମଦ୍ୟପାନ କଲେ ସ୍ବାମୀଙ୍କୁ ହେବ ଜେଲ୍‌! ଜାଣନ୍ତୁ କ’ଣ କହୁଛି ଆଇନ

ନୂଆଦିଲ୍ଲୀ,୧।୧: ନୂଆବର୍ଷ ଆସିବା ସହିତ, ଦେଶ ଏବଂ ବିଶ୍ୱରେ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ପାର୍ଟି ଏବଂ ଉତ୍ସବରେ ମଦ୍ୟପାନ କରିବା ସାଧାରଣ କଥା।...

ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ପାଇଁ ଜୋର୍‌ଦାର ପ୍ରସ୍ତୁତି

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଶୀତ ମହୋତ୍ସବ ଆଉ ଗୋଟିଏ ସପ୍ତାହ ପରେ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ଜୋର୍‌ଦାର କରାଯାଉଛି। ୪ଦିନ ଧରି...

ନୂଆବର୍ଷରେ ବଡ଼ ପ୍ରତିଜ୍ଞା କରିଦେଲେ ଅନୁପମ ଖେର: ପ୍ରଶଂସକ ଚକିତ

ବଲିଉଡ ନୂଆବର୍ଷକୁ ଜୋରଦାର୍‌ ସ୍ବାଗତ କରିଛି। କିଏ ନିଜ ପରିବାର ସହିତ ସମୟ ବିତାଉଛନ୍ତି, ଆଉ କିଏ ମନ୍ଦିରରେ ପ୍ରାର୍ଥନା କରି ଆଶୀର୍ବାଦ ନେଉଛନ୍ତି। ଅଭିନେତା...

ସରକାରୀ ବସ୍‌ରେ ଯାତ୍ରୀଙ୍କୁ ମିଳୁନି ଟିକେଟ୍‌, ସଂଗୃହୀତ ଅର୍ଥ ଯାଉଛି କୁଆଡ଼େ

ଦାରିଙ୍ଗବାଡ଼ି,୧ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କେରୁବାଡ଼ିଠାରୁ ଫୁଲବାଣୀକୁ ଯାତାୟାତ କରୁଥିବା ସରକାରୀ ଯାତ୍ରୀବାହୀ ବସ୍‌ରେ ସମସ୍ତ ଯାତ୍ରୀଙ୍କୁ ବସ୍‌ର କର୍ମଚାରୀ ବା ଟିକେଟ୍‌...

‘୧୦ ବର୍ଷର ପ୍ରାର୍ଥନା ପରେ ଜନ୍ମ ହୋଇଥିଲା ପୁଅ…’, ଦୂଷିତ ପାଣି ପିଇ…

ଇନ୍ଦୋର,୧।୧: ମଧ୍ୟପ୍ରଦେଶର ଇନ୍ଦୋରର ଭାଗୀରଥପୁର ଅଞ୍ଚଳର ମରାଠୀ ମୋହଲ୍ଲାରେ ଦୂଷିତ ପାଣି ପିଇ ଜଣେ ଛଅ ମାସର ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହା...

ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି, ଏହି ଦିନ ଆସିବା ନେଇ ଭକ୍ତ ଦାସଙ୍କ ସୂଚନା

ଭୁବନେଶ୍ୱର,୧।୧: ଆସନ୍ତା ମାର୍ଚ୍ଚରେ ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧି । ଏନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ତେବେ ମାର୍ଚ୍ଚ...

ନୂଆବର୍ଷରେ ନଗର ଉନ୍ନୟନ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବର ନିକୋ ପାର୍କର…

ଭୁବନେଶ୍ୱର,୧।୧: ରାଜଧାନୀ ଭୁବନେଶ୍ବରରେ ଥିବା ନିକୋ ପାର୍କର ହେବ ନବକଳେବର । ଏନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ୩ଟି...

ସିଗାରେଟ୍‌, ବିଡ଼ି, ପାନ ମସଲା ହେବ ମହଙ୍ଗା: ଏହି ତାରିଖରୁ ଲାଗୁ ହେବାକୁ ଯାଉଛି ନୂଆ TAX

ନୂଆଦିଲ୍ଲୀ,୧।୧: ଯଦି ସିଗାରେଟ, ବିଡ଼ି, ପାନ ମସଲା ଇତ୍ୟାଦି ଆପଣଙ୍କ ଅଭ୍ୟାସର ଅଂଶ ଏବଂ ଆପଣ ଏହା ବିନା କିଛି ଅଭାବ ଅନୁଭବ କରୁଛନ୍ତି, ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri