କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ବୈଜ୍ଞାନିକଙ୍କୁ ମିଳିଲା ସଫଳତା

ଓ୍ବାଶିଂଟନ,୨୦।୨: କରୋନା ସଂକ୍ରମଣ ଯୋଗୁ ଚାଇନାରେ ଇତିମଧ୍ୟରେ ୨୧୨୮ ଜଣଙ୍କ ମୃତ୍ୟୁ ଘଟିଛି। ପୃଥିବୀର ୨୮ରୁ ଅଧିକ ଦେଶରେ କରୋନା ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ତେବେ ଆମେରିକା ବୈଜ୍ଞାନିକୁଙ୍କୁ କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତିରେ ବଡ଼ ସଫଳତା ମିଳିଛି। ଚାଇନା ବୈଜ୍ଞାନିକଙ୍କ ମିଳିତ ସହଯୋଗରେ ସେମାନେ କରୋନା ଭୂତାଣୁର ଥ୍ରୀ-ଡି ଆଟମିକ୍‌ ସ୍କେଲ ମ୍ୟାପ୍‌ ତିଆରି କରିଛନ୍ତି। ଆମେରିକା ଟେକ୍ସାସ୍‌ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ହେଲଥ୍‌ର ଗବେଷକଙ୍କୁ ଏହି ସଫଳତା ମିଳିଛି। ଏହି ମ୍ୟାପ୍‌ ସହାୟତାରେ ସ୍ପାଇକ୍‌ ପ୍ରୋଟିନ୍‌ ଦ୍ୱାରା କରୋନା ପ୍ରତିଷେଧକ ଟୀକା ପ୍ରସ୍ତୁତି ସମ୍ଭବ ହୋଇପାରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାଥ୍‌ ରୁମ୍‌ରେ ୯ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ

ଓ୍ବାଶିଂଟନ,୨୨।୩: କରୋନା ସଂକ୍ରମଣ ନେଇ ଏବେ ସାରା ପୃଥିବୀରେ ଲୋକଙ୍କ ମଧ୍ୟରେ ସଚେତନତା ବଢ଼ିବାରେ ଲାଗିଛି। ଏହି ଭୂତାଣୁ ବାଥ୍‌ ରୁମ୍‌ରେ ୯ ଦିନ ପର୍ଯ୍ୟନ୍ତ...

କାଲିଫର୍ନିଆ ଜଙ୍ଗଲରେ ନିଆଁ: ଅନ୍ଧାରରେ ୨ ଲକ୍ଷ ପରିବାର

କଲିଫର୍ନିଆ,୨୫।୧୦: ଆମେରିକାର କାଲିଫର୍ନିଆରେ ଥିବା ଜଙ୍ଗଲରେ ଗତ ବୁଧବାର ଲାଗିଥିବା ନିଆଁ ବେଳକୁ ବେଳ ବଢିବାରେ ଲାଗିଛି। ଏହା ଏବେ ଏତେ ଭୟଙ୍କର ହୋଇଯାଇଛି ଯେ...

ପାକିସ୍ତାନ କମେଡିଆନ ଉମର ଶରିଫ ଗୁରୁତର: ପ୍ରଧାନମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଲେ ପତ୍ନୀ

କରାଚି,୧୨ ।୯: ପାକିସ୍ତାନର ବରିଷ୍ଠ ହାସ୍ୟ ଅଭିନେତା ତଥା ଟେଲିଭିଜନ ଦୁନିଆର ଜଣାଶୁଣା ଚେହେରା ଉମର ଶରିଫ ଗୁରୁତର ହୋଇ ପଡିଛନ୍ତି । ତାଙ୍କର ଚିକିତ୍ସା...

ଗେଣ୍ଡା ପାଇଁ ଅଟକିଲା ୨୬ ଟ୍ରେନ୍‌: ହଇରାଣ ହେଲେ ୧୨ ହଜାର ଯାତ୍ରୀ

ଟୋକିଓ,୨୪।୬: ଜାପାନର ଟ୍ରେନ୍‌ ସେବା ଅତି ଉଚ୍ଚକୋଟୀର। ଏଠାରେ ହୁଏତ ବିମାନ ଉଡ଼ାଣରେ ବିଳମ୍ବ ହୋଇପାରେ ମାତ୍ର ସମସ୍ତ ଟ୍ରେନ୍‌ର ଆସିବା ଏବଂ ଛାଡିବା ସମୟ...

ପାକିସ୍ତାନରେ ୫୦୦ ଏଚ୍‌ଆଇଭି ସଂକ୍ରମିତ

ରାତୋଦରୋ,୧୮।୫: ଦକ୍ଷିଣ ପାକିସ୍ତାନର ଅବହେଳିତ ଜିଲା ଲାର୍‌କାନାର ବିଭିନ୍ନ ଗଁାରେ ପାଖାପାଖି ୫ଶହ ଜଣ ଏଚ୍‌ଆଇଭିର ଶିକାର ହୋଇଛନ୍ତି। ତନ୍ମଧ୍ୟରେ ୪ଶହ ପିଲା ସଂକ୍ରମିତ। ଜନୈକ...

ନିଷ୍ପତ୍ତି ଥିଲା ଠିକ, ପ୍ରତ୍ୟାବର୍ତ୍ତନ ବ୍ୟତୀତ ନ ଥିଲା ଅନ୍ୟ ବିକଳ୍ପ…

ଓ୍ବାଶିଂଟନ,୧।୯: ଆଫଗାନିସ୍ତାନରୁ ଆମେରିକା ସୈନ୍ୟବାହିନୀ ପ୍ରତ୍ୟାବର୍ତ୍ତନ କରିବା ନିଷ୍ପତ୍ତି ଠିକ ଥିଲା। ଏହା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନ ଥିଲା ବୋଲି ଆମେରିକା ରାଷ୍ଟ୍ରପତି...

କରୋନାରୁ ସୁସ୍ଥ ହୋଇଥିବା ୯୦ ପ୍ରତିଶତ ରୋଗୀଙ୍କ ଫୁସଫୁସର ହେଉଛି ଏପରି ଅବସ୍ଥା!

ବେଜିଂ,୬।୮: ଚାଇନାର ଉହାନ ସହରରେ କରୋନା ଭାଇରସରୁ ଆରୋଗ୍ୟ ହୋଇଥିବା ଅଧିକାଂଶ ରୋଗୀଙ୍କ ଫୁସଫୁସ ଖରାପ ହୋଇଯାଇଛି। କେବଳ ଏତିକି ନୁହେଁ, କରୋନାରୁ ସୁସ୍ଥ ହୋଇଥିବା...

ଜମ୍ମୁ-କଶ୍ମୀର ମାମଲାରେ ଭାରତକୁ ସମର୍ଥନ କଲା ଆମେରିକା, ଚିଡିଗଲା ପାକିସ୍ତାନ

ଇସଲାମାବାଦ,୧୨।୨: ଆମେରିକାର ଜୋ ବାଇଡେନ ପ୍ରଶାସନ କଶ୍ମୀର ଭାରତର ବୋଲି କହିବା ପରେ ପାକିସ୍ତାନ ରାଗି ଯାଇ ଏହାକୁ ତୀବ୍ର ବିରୋଧ କରିଛି। ଆମେରିକାର ବୈଦେଶିକ...

Advertisement


Archives

Model This Week