Posted inଫୁରସତ

ଏହି ଦେଶରେ ବାପା ହେଲେ ପୁରୁଷଙ୍କୁ ମିଳିଥାଏ ସର୍ବାଧିକ ଛୁଟି

ସାଧାରଣତଃ ପିଲା ଜନ୍ମ ଦେଲେ କାର୍ଯ୍ୟସ୍ଥଳରେ ମା’ଙ୍କୁ ଛୁଟି ମିଳିଥାଏ। ମାତ୍ର କେଉଁଠି ବାପାଙ୍କୁ ଛୁଟି ମିଳୁଥିବାର ଶୁଣିଛନ୍ତି। ଆଜ୍ଞା ହଁ, ଏମିତି ଏକ ଦେଶ ହେଉଛି ଜାପାନ। ଯେଉଁଠି ସନ୍ତାନ ଜନ୍ମ ହେଲେ ବାପାଙ୍କୁ କାର୍ଯ୍ୟସ୍ଥଳରେ ସର୍ବାଧିକ ଛୁଟି ମିଳିଥାଏ। ବାପା ହେଲେ ଏଠି ୩୦ ସପ୍ତାହ ଛୁଟି ମିଳିଥାଏ। ତାହା ପୁଣି ପୂରା ଦରମା ସହ। ଏହି କାରଣରୁ ଏଠାରେ ୫ ପ୍ରତିଶତ ପୁରୁଷ ଛୁଟିରେ ରହିଥାନ୍ତି। ଖାଲି ଜାପାନ ନୁହେଁ, କୋରିଆରେ ମଧ୍ୟ କାର୍ଯ୍ୟସ୍ଥଳରୁ ପୁରୁଷମାନଙ୍କୁ ଛୁଟି ମିଳିଥାଏ। ଏଠି ୧୭ ସପ୍ତାହ ଛୁଟି ମିଳିବା ସହ ପୂରା ଦରମା ମିଳିଥାଏ। ଏଠାରେ କମ୍‌ ସଂଖ୍ୟକ ପୁରୁଷ ଛୁଟି ନେଇଥାନ୍ତି। ପର୍ତ୍ତୁଗାଲରେ କେହି ବାପା ହେଲେ ବିନା ବେତନରେ ୨୦ ଦିନ ଛୁଟି ମିଳିଥାଏ। ସେହିପରି ଆଉ ଏକ ଦେଶ ହେଉଛି ସ୍ବିଡେନ୍‌। ଏଠାରେ କେହି ବାପା ହେଲେ ତାଙ୍କୁ କାର୍ଯ୍ୟାଳୟରୁ ୯୦ ଦିନ ଛୁଟି ମିଳିଥାଏ। ଏହି ତାଲିକାରେ ଭାରତର ନାଁ ୧୩ ନଂ.ରେ ରହିଛି। ୨୦୧୭ ମସିହାରୁ ଭାରତରେ କେହି ବାପା ହେଲେ କିଛି କାର୍ଯ୍ୟସ୍ଥଳରୁ ପୁରୁଷମାନଙ୍କୁ ୧୫ ଦିନ ଛୁଟି ମିଳିବା ସହ ପୂରା ଦରମା ମିଳିଥାଏ।   କାର୍ଯ୍ୟସ୍ଥଳର


Enter your email to get our daily news in your inbox.

All Right Reserved By Dharitri.Com

ମା’-ପୁଅ ଏକାଠି ପାସ୍‌ କଲେ ପବ୍ଲିକ୍‌ ସର୍ଭିସ୍‌ କମିଶନ ପରୀକ୍ଷା

ଥିରୁଭାନନ୍ତପୁରମ୍‌,୧୦।୮: କେରଳରେ ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ସମସ୍ତ ଶିକୁଳି ଭାଙ୍ଗି ଜଣେ ୪୨ ବର୍ଷୀୟା ମା’ ଏବଂ ୨୪ ବର୍ଷର ପୁଅ ଏକାଠି...

୯୫ ବର୍ଷରେ ଗ୍ରାଜୁଏସନ ପାସ କଲେ ଭାଇଭଉଣୀ

କୁହାଯାଏ, ଇଚ୍ଛା ଥିଲେ ମଣିଷ ଲକ୍ଷ୍ୟସ୍ଥଳରେ ପହଞ୍ଚିପାରେ। ଏଥିରେ ବୟସ କେବେ ବି ବାଧକ ସାଜେ ନାହିଁ। ଏମିତି ପ୍ରମାଣ କରି ଦେଇଛନ୍ତି ଆମେରିକାର ଡେନଭରରେ...

୧୫ ବର୍ଷ ପରେ ଯୁବତୀ ଜାଣିଲେ ସେ ଜଣେ ଯୁବକ: ମାତାପିତା ଚିନ୍ତାରେ

ପୁଣେ, ୨୭।୧: ମହାରାଷ୍ଟ୍ରର ପୁଣେରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବତୀ ୧୫ ବର୍ଷ ପରେ ନିଜକୁ ଚିହ୍ନି ପାରିଛନ୍ତି। ସେ ଜଣେ...

ଯୁବକ ତିଆରି କଲେ ୬ ସିଟର୍‌ ଇଲେକ୍ଟ୍ରିକ୍‌ ବାଇକ୍‌

ବେଳେବେଳେ କମ୍‌ ପଢିଥିବା ଓ ଗାଁ ଗହଳିରେ ରହୁଥିବା ବ୍ୟକ୍ତି ଏମିତି କିଛି କାମ କରି ଦେଖାନ୍ତି, ଯାହା ବେଶ୍‌ ଅବିଶ୍ୱସନୀୟ ଲାଗେ। ନିକଟରେ ଭାଇରାଲ...

ଛୋଟ ସ୍କଟ୍‌ ପିନ୍ଧି ସ୍କୁଲ ଆସିବାକୁ ଛାତ୍ରୀ ମନା କରିବାରୁ…

ଦୁନିଆରେ କିଛି ସ୍କୁଲ ଅଛି, ଯେଉଁଠି ଛାତ୍ରୀମାନଙ୍କୁ ଛୋଟ ସ୍କଟ୍‌ ପିନ୍ଧିବାକୁ ପଡ଼ିଥାଏ। ମାତ୍ର ଏପରି ୟୁନିଫର୍ମ ପିନ୍ଧି ଛାତ୍ରୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି।...

ଡେରାଡୁନ୍‌ର ଏକ ଗଳିର ନାଁ ଲୈଲା-ମଜ୍‌ନୁ, କାହିଁକି ଜାଣନ୍ତି

ଲୈଲା-ମଜ୍‌ନୁଙ୍କ ପ୍ରେମ ସମ୍ପର୍କ ସମସ୍ତଙ୍କୁ ଊଣା ଅଧିକେ ଜଣା। ଏମାନଙ୍କ ପ୍ରେମକୁ ନେଇ ଅନେକ କାହାଣୀ ଥିବାବେଳେ କିଛି ଫିଲ୍ମ ମଧ୍ୟ ନିର୍ମାଣ ହୋଇସାରିଛି। ଏହା...

ଏହି ଅଙ୍ଗୁର ପେନ୍ଥାର ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଜାରରେ ବିଭିନ୍ନ ପ୍ରକାରର ଅଙ୍ଗୁର ମିଳିଥାଏ। ଭିନ୍ନ ଭିନ୍ନ ଅଙ୍ଗୁରର ଦାମ୍‌ ମଧ୍ୟ ଅଲଗା ରହିଥାଏ। କିନ୍ତୁ ଜାପାନ୍‌ରେ ରୁବି ରୋମାନ ନାମକ ଏକ ଅଙ୍ଗୁରର...

ଏହି ଜିଲାରେ ୧ କିଲୋ ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଦେଲେ ମିଳୁଛି ୧ କିଲୋ ଚାଉଳ

ହାଇଦ୍ରାବାଦ୍‌,୧୭।୧୦: ଦେଶକୁ ପ୍ଲାଷ୍ଟିକ୍‌ ମୁକ୍ତ କରିବା ପାଇଁ ପ୍ରୟାସ ଚାଲିଛି। ନିକଟରେ ଛତିଶଗଡର ଅମ୍ବିକାପୁରରେ ଏକ ‘ଗାର୍ବେଟ୍‌ କାଫେ’ ଖୋଲାଯାଇଛି। ଯେଉଁଠି ପ୍ଲାଷ୍ଟିକ୍‌ ବର୍ଜ୍ୟବସ୍ତୁ ଦେଲେ...

Advertisement
Archives

Model This Week