ପାକିସ୍ତାନକୁ ଖୋଲା ଚେତାବନି ଦେଲେ ଅଭିଷେକ ଶର୍ମାଙ୍କ ଭଉଣୀ! ନୂଆଦିଲ୍ଲୀ,୨୨।୯: ଏସିଆ କପରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କଲା। ଓପନର ଅଭିଷେକ ଶର୍ମା ତାଙ୍କ ବିସ୍ଫୋରକ ବ୍ୟାଟିଂରେ ବୋଲରମାନଙ୍କୁ ଧରାଶାୟୀ କଲେ। ଯୁବ ଓପନର ମାତ୍ର ୩୯ବଲରେ ୭୪ ରନର ଏକ ଅବିଶ୍ୱସନୀୟ ଇନିଂସ ଖେଳିଥିଲେ।...