ଷ୍ଟାଇଲିଷ୍ଟ ମନରାଜ ଜୱାଣ୍ଡାଙ୍କୁ ବିବାହ କଲେ ରାପର୍ ରଫ୍ତାର୍; ଫଟୋ ଭାଇରାଲ୍ ମୁମ୍ବାଇ: ରାପର୍ ରଫ୍ତାର୍ ଫ୍ୟାଶନ୍ ଷ୍ଟାଇଲିଷ୍ଟ ଏବଂ ଅଭିନେତ୍ରୀ ମନରାଜ ଜୱାଣ୍ଡାଙ୍କୁ ବିବାହ କରିଛନ୍ତି। ଦୁହିଁଙ୍କ ବିବାହକୁ ନେଇ ଅନେକ ଦିନରୁ ଚର୍ଚ୍ଚା ଲାଗି ରହିଥିବା ବେଳେ ବାହାଘର ଫଟୋ ସାମ୍ନାକୁ ଆସିବା ପରେ ଏହି ଖବର ନିଶ୍ଚିତ ହୋଇଛି।...