ଜମ୍ମୁ କଶ୍ମିରରେ ୬ ଜଣଙ୍କୁ ହତ୍ୟା, ରହିଛି ପାକିସ୍ତାନ ହାତ ନୂଆଦିଲ୍ଲୀ,୨୧ା୧୦: ରବିବାର ଦିନ ଜମ୍ମୁ କଶ୍ମିରର ଗାନ୍ଦରବାଲ ଜିଲାରେ ଜଣେ ଡାକ୍ତରଙ୍କ ସମେତ ୬ ଜଣ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀ ହତ୍ୟା କରିଛନ୍ତି। ଏହି ଆକ୍ରମଣ ପାଇଁ ପାକିସ୍ତାନ ସ୍ଥିତ ଲଶ୍କର-ଏ-ତୋଇବାଙ୍କ ଅଫସଟ୍ ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ) ନିଜକୁ ଦାୟୀ...